ଜୀବନରେ ଯଦି ସଫଳ ହେବାକୁ ଚାହୁଁଛ ତ ଖରାପ ହୁଅ, ତେବେ ଯାଇ ମିଳିବ ସଫଳତା- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଙ୍କର କିଛି ନୀତିଶିକ୍ଷା ଯାହା ଦ୍ୱାରା ଜୀବନକୁ ବଦଳାଇଯାଇପାରିବ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଲୋଙ୍କକୁ ଡରିବା ଛାଡିଦିଅ, ଇଜ୍ଜତ ଉପରବଲା ଦେଇଥାଏ ।

ଲୋକମାନେ ନୁହଁ, ଲୋକମାନେ କେବଳ ଦେଖାଣିଆ କହିଥାନ୍ତି । କଥା କେବଳ “ସଂସ୍କାର” ଓ “ଆଦର” ର ହୋଇଥାଏ । ପରନ୍ତୁ ଯେଉଁ ମଣିଷ ଶୁଣି ପାରେ, ସେ ଶୁଣେଇବି ରେ ।

ଏହି ସଂପୂର୍ଣ୍ଣ ଜୀବନରେ ଗୋଟିଏ ହିଁ କଥା ଶିଖିଛି, ଧନୀର ସରମ ଠାରୁ ଗରୀବର ଇଜ୍ଜତ ଭଲ ହୋଇଥାଏ । ମତେତ ତିରସ୍କାର ଭଲଲାଗିଥାଏ । କିନ୍ତୁ ଦେଖାଣିଆ ଇଜ୍ଜତ ହେଉ ଥିବା ଲୋକ ନୁହେଁ । କେବଳ ଏହି କଥାର କାରଣରୁ ମୁଁ ଆଜି ପର୍ଯ୍ୟନ୍ତ କାହା ଆଗରେ ମୁଣ୍ଡ ନୂଆଇଁ ନାହିଁ, କି କାହାର ପାଦରେ ପଡିକି ସଫଳତା ପାଇବା ଠାରୁ ଭଲ ମତେ ନିଜ ପଦରେ ଚାଲିକରୀ ହାରିଗଲେ ମଜା ଆସିବ ।

ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ ଧନ ଅଛି ଅଚିହ୍ନା ଲୋକେ ବି ଚିହ୍ନା ହୋଇଯିବେ ଅପର ପକ୍ଷରେ ଯଦି ଆପଣଙ୍କ ପାଖରେ ଧନ ନାହିଁ ତାହେଲେ ଚିହ୍ନା ଲୋକ ବି ପର ହୋଇଯିବେ ଇଏ ହଉଛି ସ୍ୱାର୍ଥପର ଦୁନିଆଁ ଯେ ପର୍ଯ୍ୟନ୍ତ ଆପଣଙ୍କ କାମ ଅଛି ସେ ପର୍ଯ୍ୟନ୍ତ ଆପଣଙ୍କୁ ବ୍ୟବହାର କରିବେ ଯେତେବେଳେ ଆପଣଙ୍କ କାମ ସାରିଯିବ ଆପଣଙ୍କୁ ସମସ୍ତେ ଛାଡ଼ି ଚାଲିଯିବେ ।

ନିଜେ ନିଜର ହୁଅ ଯଦି ଆପଣଙ୍କୁ କିଛି କରିକି ଦେଖେଇବାର ଅଛି ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ । ପ୍ରକୃତିର ଗୋଟିଏ ଆଦାୟ ଥାଏ-ଯାହା ଦେବା ତାହା ତୁମ ପାଖରେ ବି ହିସାବ ହେବ, ହୁଏତ ତାହା ଧନ ହେଉ, ଇଜ୍ଜତ ହେଉ, ତିରସ୍କାର ହେଉ ବା ଭଲ ପାଇବା ହେଉ । ସେପାରିବ ମଣିଷର ଗର୍ବର ସାମର୍ଥ୍ୟ କେବଳ ସେତିକି ହିଁ ହୋଇଥାଏ, ନାକୀସେ ପ୍ରଥମ ଥର ନିଜେ ଗାଧୋଇ ପାରେ ନା ଶେଷ ଥର ନିଜେ ଗାଧୋଇ ପରେ ।

ସାଥିତ ସେମାନେ ଦେଇଥାନ୍ତି କିନ୍ତୁ ପଛପଟୁ ମଇଳା ଫିଙ୍ଗି ଥାନ୍ତି । ସଙ୍ଗତ ତା ସାଥିରେ ରଖ ଯେ ସବୁବେଳେ ତମର ସାଥିରେ ଥାଉ କାରଣ ଖୁସିରେ ତ ସମସ୍ତେ ପାଖରେ ଥାନ୍ତି କିନ୍ତୁ ଯେଉଁ ସମୟରେ ପରିସ୍ଥିତି କଠିନ ହୋଇଯାଏ ସେତେବେଳେ ପ୍ରକୁତ ବନ୍ଧୁର ଚିହ୍ନଟ ହୋଇଥାଏ ଯିଏକି ତୁମ ସାଥିରେ ସେହି ସମୟ ରେ ଛିଡା ହୋଇଥାଏ । ଜୀବନ ମତେ ଗୋଟିଏ ଜିନିଷ ଶିଖାଇ ଦେଇଛି, ନିଜେ ନିଜ ଠାରେ ଖୁସି ରହିବା ଅନ୍ୟ କାହାଠାରୁ କିଛି ଆଶା ନ କରିବା ।

ଲୋକଙ୍କୁ ତ୍ୟାଗ କରିବାରେ ଡରନ୍ତୁ ନାହିଁ, ଡର କେବଳ ଏହି କଥାକୁ କି କାହାର ହୃଦୟ ରଖୁ, ରଖୁ ତୁମେ ନିଜେ ନିଜର ତ୍ୟାଗ ଯେମିତି ନାହଉ । ମଣିଷକୁ ମଣିଷ ଧୋକା ଦିଏ ନାହିଁ, ପରନ୍ତୁ ସେ ଆସ ହିଁ ଧୋକା ଦେଇଥାଏ ଯାହା ସେ ଅନ୍ୟ ଠାରୁ ଆଶା ରଖିଥାଏ । ଯେଉଁ ମାନେ ଏହା ଭାବନ୍ତି କି ମୋର ଜୀବନର କୌଣସି ଲକ୍ଷ୍ୟ ନାହିଁ ସେମାନଙ୍କୁ ପଦେ କହିବାକୁ ଚାହେଁ -ଗହଳିଆ ରେ ଠିଆ ହେବା ଲକ୍ଷ୍ୟ ନାହିଁ ମୋର କିନ୍ତୁ ଗହଳିଆ ଜାହାପାଇଁ ଠିଆ ହୁଏ ତାହା ହେବାର ଅଛି ମୋର ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *