Health Tips- ଜୀବନରେ କେବେ ବି Liver ରୋଗ ହେବନି, ଥରେ ପିଇବେ ତ ଲିଭର ର ସବୁ ସମସ୍ଯା ହେଇଯିବ ଗାୟବ 

ବନ୍ଧୁଗଣ ଆମେ ସମସ୍ତେ ଏକ ସୁସ୍ଥ ଜୀବନ ଜାପନ କରିବା ପାଇଁ ବିଭିନ୍ନ ପ୍ରଯନ୍ନ ମାନ କରିଥାଉ । କିନ୍ତୁ ଅନେକ ଥର ଦେଖିବାକୁ ମିଳେ ଯେ ଆମେ ଶରୀରର ଏକ ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଅଙ୍ଗ ଲିଭର କୁ ଛାଡି ଦେଇଥାଉ ଓ ତାହର ଯତ୍ନ ଠିକ ଭାବରେ ନେଇ ନଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ସାହାର୍ଯ୍ୟ ରେ ଆପଣ ଅତି ସହଜ ରେ ଲିଭର କୁ ସଫା କରିବା ସହ ସୁସ୍ଥ କରି ପାରିବେ ।

ବନ୍ଧୁଗଣ ଲିଭର ଆମ ଶରୀରରେ ଥାଇ ଆମେ ଖାଉଥିବ ସମସ୍ତ ଖାଦ୍ୟ ର ପୋଷକ ତତ୍ଵ କୁ ଅଲଗା କରି ଶରୀରକୁ ଦେଇଥାଏ ଓ ବଳକା ବର୍ଜ୍ୟ ବସ୍ତୁ ଗୁଡିକୁ ଶରୀର ରୁ ବାହାରକୁ କାଢି ଦେଇଥାଏ । ଲିଭର ହେଉଛି ମଣିଷ ଶରୀରର ଏକ ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଅଙ୍ଗ । ଯଦି ଏଥିରୁ ଅଳ୍ପ କିଛି ଅଂଶ ମଧ୍ୟ ଖରାପ ହେବାରେ ଲାଗେ, ତେବେ ଶରୀରର ସମସ୍ତ ସିଷ୍ଟମ୍ସ ଗୁଡିକ କାମ କରିବା ବନ୍ଦ କରି ଦେଇଥାଏ ।

ଲିଭର ଖରାପ ହେବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ସବୁ ହେବାର ଦେଖା ଦେଇଥାଏ । ଅନେକ ଥର ଲିଭର ଖରାପ ହେବା କାରଣରୁ ଅନେକ ଲୋକ ଙ୍କର ମୃତ୍ୟୁ ମଧ୍ୟ ହୋଇ ଯିବାର ଦେଖା ଯାଇଛି । ତେଣୁ ପ୍ରତ୍ଯେକ ମଣିଷ କୁ ତାର ଲିଭର ଯତ୍ନ ନେବା ନିହାତି ଆବଶ୍ୟକ ।

ଏହା ପାଇଁ ସର୍ବ ପ୍ରଥମେ ବାହାରର ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରିବ ଉଚିତ,ଓ ଘରର କମ ମସଲା ରେ ପ୍ରସ୍ତୁତ ପନିପରିବା ଯୁକ୍ତ ଖାଦ୍ୟ ଖାଇବା ଶରୀରର ପାଇଁ ଭଲ ହୋଇଥାଏ । ଏପରି ୫ ରୁ ୬ ଦିନ କରିବା ଦ୍ଵାରା ଲିଭର ସଫା ହୋଇ ଯାଇଥାଏ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଏକ ଲାଉ କୁ ନେଇ ତାର ଚୋପା କୁ ଭଲ ଭାବରେ ଛଡାଇ ଦିଅନ୍ତୁ ।

ଏହା ପରେ ଲାଉ ସହ ଧନିଆ ଗଛ ୪ ରୁ ୫ ଟି ନେଇ ସେହି ଲାଉ ସହ ମିଶାଇ ଭଲ ଭାବରେ ଜୁସ କରି ନିଅନ୍ତୁ । ଏହାସହ ସେଥିରେ ୩୦ ଗ୍ରାମ ର ଗିଲୋୟ ରସ ମିଶାଇ ଦିଅନ୍ତୁ । ଏହି ଗିଲୋୟ ରସ ଆପଣ ଙ୍କୁ ଅତି ସହଜ ରେ କୌଣସି ଔଷଧ ଦୋକାନ ବା ପତାଞ୍ଜଳି ଷ୍ଟୋର ରେ ମିଳି ଯାଇ ପାରିବ । ଏବେ ଏହି ଡ୍ରିଂକ୍ସ ରେ ଅଧ ଚାମଚ ହଳଦୀ ଗୁଣ୍ଡ ଓ ସ୍ଵାଦ ପାଇଁ କିଛି ମାତ୍ରାରେ କଳା ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ବନ୍ଧୁଗଣ ବର୍ତ୍ତମାନ ଆପଣଏନକେଆର ଡ୍ରିଂକ୍ସ ଟି ସଂପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇ ଯାଇଛି । ଏହି ଡ୍ରିଂକ୍ସ କୁ ଲଗାତର ୬ ରୁ ୭ ଦିନ ସେବନ କରିବା ଦ୍ଵାର ଆପଣ ଙ୍କର ଲିଭର ସମ୍ପୁର୍ଣ୍ଣ ରୂପରେ ସଫା ଓ ଭଲ ହୋଇ ଯିବ । ଏହାସହ ରାତିରେ ଏକ ପାତ୍ରରେ କିଛି ଉଷୁମ ପାଣି ନେଇ ସେଥିରେ କିଛି କିସମିସ ପକାଇ ଛାଡି ଦିଅନ୍ତୁ ।

ସକଳେ ସେହି ଡ୍ରିଂକ୍ସ ସହ ଏହି କିସମିସ ପଣି ଓ କିସମିସ କୁ ମଧ୍ୟ ଅଳ୍ପ କିଛି ନେଇ କ୍ଷାନ୍ତୁ । ଏହା ଦ୍ଵାରା ଆପଣ ଆହୁରି ଖୁବ ଶୀଘ୍ର ସ୍ଵସ୍ଥ ହୋଇ ଯିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *