ବନ୍ଧୁଗଣ ଜୀବନରେ ବିବାହ ହେଉ ବା ପ୍ରେମ ସମ୍ପର୍କ କୁ ସବୁବେଳେ ଏକ ଅତୁଟ ସମ୍ବନ୍ଧ ରୂପେ ଦେଖା ଯାଇଥାଏ । ପ୍ରତ୍ଯେକ ମଣିଷ ଚାହିଁଥାନ୍ତି କି ସେମାଙ୍କର ଜୀବନ ସାଥି ଏପରି ହୋଇ ଥାଉ ଯେ କି ତାଙ୍କ ସବୁ ପରିସ୍ଥିତି ରେ ବୁଝୁଥିବ । କିଛି ଝିଅ ମାନେ ଏପରି ଅଛନ୍ତି ଯେଉଁ ମାନେ କି କେବେ ମଧ୍ୟ ପ୍ରସନ୍ନ ହୋଇ ନଥାନ୍ତି । ସତେ ଯେପରି ତାଙ୍କୁ ଜୀବନରେ ସନ୍ତୁଷ୍ଟ କଣ ସେ ଏହା ଜାଣି ନାହାନ୍ତି ।
ବନ୍ଧୁଗଣ ପ୍ରଥମ ନାମ ଟି ହେଉଛି K । ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ K ଅକ୍ଷର ରେ ହୋଇଥାଏ, ସେମାନେ ନିଜ ସାଥି ଙ୍କୁ ଖୁବ ଭଲ ପାଇଥାନ୍ତି । କିନ୍ତୁ ଏମାନେ କଥା କଥାରେ ବହୁତ ମିଛ କହିଥାନ୍ତି । ତାହାସହ ଏମାନେ ସବୁବେଳେ ନିଜ କୁ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାନ୍ତି ।
ଯଦି କେହି ଏମାନଙ୍କର କଥାରେ ସହମତ ହୁଅନ୍ତି ନାହିଁ, ତେବେ ଏମାନେ ଚିଡି ଯାଇଥାନ୍ତି । ଦ୍ଵିତୀୟ ରେ ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରେ ହୋଇଥାଏ ସେମାନେ ମଧ୍ୟ ନିଜ ସାଥି ଙ୍କୁ ଖୁବ ଭଲ ପାଇ ଥାନ୍ତି । ହେଲେ ଏମାନେ ମଧ୍ୟ କେବେ ନିଜ ସାଥି ଙ୍କ ପ୍ରତି ସନ୍ତୁଷ୍ଟ ହୋଇ ନଥାନ୍ତି । ଏମାନଙ୍କର ସ୍ଵାମୀ ଯଦି ଏମାନଙ୍କୁ ନ ପଚାରି କୌଣସି କାମ କରି ଦିଅନ୍ତି, ତେବେ ଏମାନେ ଖୁବ ରାଗି ଯାଇଥାନ୍ତି ।
ଏମାନେ ନିଜ ସନ୍ତାନ କୁ ନେଇ ମଧ୍ୟ ସବୁବେଳେ ଚିନ୍ତିତ ଥାନ୍ତି । ତାହାଛଡା ଏମାନଙ୍କୁ ସବୁବେଳେ କିଣା କିଣି କରିବାକୁ ଖୁବ ଭଲ ଲାଗିଥାଏ । କିନ୍ତୁ ଯଦି ଏମାନଙ୍କର ସ୍ଵାମୀ ଅଥବା ଏମାନଙ୍କର ସାଥି ଏମାନଙ୍କୁ ନ ପଚାରି କିଛି କିଣା କିଣି କରି ଦିଅନ୍ତି, ତେବେ ଏମାନେ ଖୁବ ରାଗି ଯାଇଥାନ୍ତି । ବେଳେବେଳେ କିଛି ନ କହିଲେ ମଧ୍ୟ ଏମାନେ ମନରେ କ୍ରୋଧରେ ଜର୍ଜରିତ ହେଉଥାନ୍ତି ।
ଏହା ଛଡା ଏମାନେ ଖୁବ ବିଶ୍ଵସ୍ଥ ପ୍ରକୃତି ର ହୋଇଥାନ୍ତି, କିନ୍ତୁ ଏମାନେ ଟଙ୍କା ପଇସା ବିଷୟ ରେ ମଧ୍ୟ ଖୁବ ଜାଗୃତ ହୋଇ ରହିଥାନ୍ତି । ତେଣୁ ଏମାନେ ସବୁବେଳେ ଚିଡ଼ ଚିଡ଼ ହୋଇ ଅସନ୍ତୁଷ୍ଟ ରୁହନ୍ତି । ତୃତୀୟ ନାମ ଟି ହେଉଛି S । ଯେଉଁ ଝିଅ ମାନଙ୍କର ନାମ S । ଅକ୍ଷର ରେ ହୋଇଥାଏ, ସେମାନେ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଅକ୍ଷରେ ଯେଉଁ ମାନଙ୍କର ନାମ ଥାଏ ସେମାନଙ୍କର ସ୍ଵଭାବ କିଛି ମାତ୍ରାରେ ଘମଣ୍ଡି ଓ ଅହଙ୍କାରୀ ସ୍ଵଭାବର ହୋଇଥାଏ ।
କିନ୍ତୁ ଏହି ଝିଅ ମାନେ ବହୁ ଶସ୍ୟ ମଧ୍ୟ ହୋଇଥାନ୍ତି । ଏହାସହ ଏମାନେ ନିଜ ସାଥି ଙ୍କ ସହ ସବୁବେଳେ ଛୋଟ ଛୋଟ କଥାରେ ଝଗଡା କରିଥାନ୍ତି । କିନ୍ତୁ ଅନ୍ୟ ଝିଅ ଙ୍କ ଅପେକ୍ଷା ଏହି ଝିଅ ମାନଙ୍କ ଠାରେ ଅଧିକ ସହନଶୀଳତା ଗୁଣ ଦେଖିବାକୁ ମିଳିଥାଏ । ଯଦି କେହି ଏମାନଙ୍କୁ ନଜର ଅନ୍ଦାଜ କରେ ତେବେ ଏମାନଙ୍କୁ ଏହା କେବେ ପସନ୍ଦ ଆସି ନଥାଏ ।
ଏମାନଙ୍କୁ ସବୁବେଳେ ଲାଗେ କି ଏମାନଙ୍କ ପାଇଁ ଏମାନଙ୍କ ପରିଆବର ରେ ସମସ୍ତେ ଖୁବ ସନ୍ତୁଷ୍ଟ ରହିଥାନ୍ତି । କିନ୍ତୁ ବାସ୍ତବରେ ଏ କେବେ ମଧ୍ୟ କାହା ପ୍ରତି ସନ୍ତୁଷ୍ଟ ହୋଇ ନଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ