Health Tips- ପୁରୁଣା ରୁ ପୁରୁଣା ଅର୍ଶକୁ ମୂଳରୁ ଶେଷ କରିଦେବ, କେବଳ କରି ନିଅନ୍ତୁ ଏହି ଦେଶୀ ଉପାୟ

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଦୈନନ୍ଦିନ ଜୀବନଶୈଳୀ କିଛି ଏପରି ହୋଇ ଯାଇଛି, ଯାହା କାରଣରୁ ଅନେକ ଲୋକ ଅନେକ ପ୍ରକାରର ରୋଗ ବ୍ୟାଧିର ଶିକାରରେ ପୀଡିତ ହୋଇ ବହୁ କଷ୍ଟ ଯନ୍ତ୍ରଣା ଭୋଗ କରୁଛନ୍ତି । ସେହି ଭୟାନକ ରୋଗ ମଧ୍ୟ ଅର୍ଶ ହେଉଛି ଏକ ଏପରି ରୋଗ ଯାହା ଆଜିର ସମୟରେ ପିଲା ଙ୍କ ଠାରେ ଦେଖା ଯାଉଛି ତ ପୁଣି ଯୁବ ଙ୍କ ଠାରେ ମଧ୍ୟ ଦେଖା ଯାଉଛି । କେବଳ ଏତିକି ନୁହେଁ ବୃଦ୍ଧ ମାନଙ୍କ ଠାରେ ମଧ୍ୟ ଏଭଳି ସମସ୍ଯା ଦେଖା ମଧ୍ୟ ଦେଉଛି ।

ବନ୍ଧୁଗଣ ଅନେକ ଲୋକ ଏହି ଅର୍ଶ ରୋଗ ହୋଇଛି ବୋଲି ପରି ପ୍ରକାଶ କରିବାକୁ ମଧ୍ୟ ଲଜ୍ୟା ମନେ କରିଥାନ୍ତି । ତେଣୁ ସେମାନେ ଡାକ୍ତର ଙ୍କ ନିକଟ କୁ ଯାଇ ଏହାର ଚିକିତ୍ସା କରିବାକୁ ମଧ୍ୟ ଇଛା କରି ନଥା’ନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଅଶିଉଛୁ ଏପରି ଏକ ଘରୋଇ ଉପଚାର ଯାହାକୁ ଆପଣ ବ୍ୟବହାର କରି ପୁରୁଣା ରୁ ପୁରୁଣା ଅର୍ଶ ରୋଗ ରୁ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ନଡିଆ କତା ଏକ ନେଇ ଏହାକୁ ଭଲ ଭାବରେ ଜଳି ପାଉଁଶ କରି ନିଅନ୍ତୁ । ବର୍ତ୍ତମାନ ଏହି ପାଉଁଶ କୁ ଚାଲୁଣି ସାହାର୍ଯ୍ୟ ରେ ଚଲାଇ ଏକ ଫାଇନ ପାଉଡର ନିଅନ୍ତୁ । ବନ୍ଧୁଗଣ ଏହାପରେ ଏକ ତାଟିଆ ରେ ସଜ ବା ଫ୍ରେସ ଦହି ନେଇ ସେଥିରେ ସେହି ନଡିଆ କତା ର ସେହି ଭସ୍ମ କୁ ଭଲ ଭାବରେ ମିଶାନ୍ତୁ ।

ବର୍ତ୍ତମାନ ବନ୍ଧୁଗଣ ଆପଣ ଙ୍କର ଉପଚାର ଟି ପ୍ରସ୍ତୁତ ହୋଇ ଯାଇଛି । ଏହାର ସେବନ ଦ୍ଵାରା ଅର୍ଶ ଭଳି ସମସ୍ଯା ରୁ ଆପଣ ମୁକ୍ତ ହୋଇ ପାରିବେ । ଏହା ବହୁ ପୁରାତନ ଉପଚାର ଅଟେ । ଯେଉଁ ମାନଙ୍କର ଅର୍ଶ ରେ ରକ୍ତ ମଧ୍ୟ ପଡୁଅଛି, ସେମାନଙ୍କୁ ମଧ୍ୟ ଏହି ଉପଚାର ଦ୍ଵାରା ବହୁ ଲାଭ ମିଳି ପାରିବ । କେବଳ ଦୁଇ ଦିନରେ ହିଁ ଆପଣ ଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆପଣ ଏହାକୁ ଦିନକୁ ତିନି ଥର ଖାଲି ପେଟରେ ସେବନ କରନ୍ତୁ । ଏହାର ସେବନ ଦ୍ଵାରା ଆପଣ ଏହି ଅର୍ଶ ଭଳି ସମସ୍ଯା ରୁ ମୁକ୍ତ ହୋଇ ପାରିବେ ।

ଆପଣ ଜାଣି ମଧ୍ୟ ପାରିବେନି ଆପଣ ଙ୍କର ଅର୍ଶ ଭଳି କୌଣସି ସମସ୍ଯା କେବେ ଥିଲା । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଅର୍ଶ ଭଳି ସମସ୍ଯା କିଛି ରହିଛି, ତେବେ ଆପଣ ବିଳମ୍ବ ନ କରି ଶୀଘ୍ର ହିଁ ଏହାର ସେବନ ନିଶ୍ଚୟ କରନ୍ତୁ । ତାହାସହ ବନ୍ଧୁଗଣ ନିଜର ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ ଅର୍ଶ ର ମୁଖ୍ୟ କାରଣ ହେଉଛି, ଆଜିର ସମୟର ପ୍ରଚୁର ତେଲ ମଶଲା ଯୁକ୍ତ ଅସ୍ଵାସ୍ଥ୍ୟକର ଖାଦ୍ୟ ।

ତେଣୁ ଆମର ଅନୁରୋଧ ଏହି ଉପଚାର ଟିକୁ ବ୍ୟବହାର କରିବା ସହ ପ୍ରଚୁର ମାତ୍ରା ରେ ପାଣି ପିଅନ୍ତୁ ଓ ପନିପରିବା ମଧ୍ୟ ସେବନ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *