ଜୀବନକୁ ସ୍ଵର୍ଗ କରି ଦିଅନ୍ତି ଏହି ୩ ଟି ନାମର ଝିଅ, କଣ ଏଥିରେ ଆପଣଙ୍କ ପାର୍ଟନରଙ୍କ ନାମ ଅଛି ?- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ବିବାହ କଲେ ଜୀବନ ସ୍ଵର୍ଗ ଭଳି ହୋଇଯାଇଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ରେ ବିବାହ ର ବନ୍ଧନ କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ମିଳିଛି ।

ଏହି ସମ୍ପର୍କ ଦୁନିଆ ର ସମସ୍ତ ସଂପର୍କ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବିବାହ ବନ୍ଧନ ହେଉଛି ଦୁନିଆର ସବୁ ବନ୍ଧନ ଠାରୁ ମଧୁର । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଏଭଳି ଜୀବନ ସାଥି କାମନା କରିଥାଏ, ଯିଏ ତାଙ୍କୁ ଜୀବନ ର ସମସ୍ତ କ୍ଷେତ୍ରରେ ସହଯୋଗ କରୁ ଏବଂ ସାଥ ଦେଉ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ୩ଟି ନାମ ଥିବା ଝିଅଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ବିବାହ କଲେ ଆପଣଙ୍କ ଜୀବନ ସ୍ଵର୍ଗ ଠାରୁ ମଧ୍ୟ ଆନନ୍ଦ ଦାୟକ ହୋଇଯିବ ଏବଂ ଆପଣଙ୍କ ଭାଗ୍ୟ ଚମକି ଉଠିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘A’ । ବନ୍ଧୁଗଣ ଯେଉଁ ଝିଅ ର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନଙ୍କୁ ବିବାହ କଲେ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଥାଏ । ଏହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଏହି ଝିଅ ମାନଙ୍କ ଖସ ଗୁଣ ହେଉଛି, ଏମାନେ ଯେ କୌଣସି ସମସ୍ୟା ର ତୁରନ୍ତ ସମାଧାନ କରି ଦେଇଥାନ୍ତି ଏବଂ କେବେବି ନିଜ ଜୀବନ ସାଥୀଙ୍କୁ କୌଣସି ପ୍ରକାର ସମସ୍ୟା ର ସମୁଖୀନ୍ନ ହେବାକୁ ଦିଅନ୍ତି ନାହିଁ । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ମଧ୍ୟ ଏହି ଅକ୍ଷରର ଝିଅ ଅଛନ୍ତି । ତେବେ ତାଙ୍କୁ ବିବାହ କରିବାରେ କଦାପି ବିଳମ୍ବ କରନ୍ତୁ ନାହିଁ ନଚେତ ଆପଣଙ୍କ ଭାଗ୍ୟ ସବୁଦିନ ପାଇଁ ନିରାଶା ରେ ରହିଯିବ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘N’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କୁ ବିବାହ କରିବା ଅନୁକୂଳ ହୋଇଥାଏ । ଏହି ଝିଅ ମାନେ ନିଜ ଜୀବନ ସାଥି ଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ଏହା ସହିତ ଏହି ଝିଅ ମାନେ ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ଭଲ ପାଆନ୍ତି ଏବଂ ଯତ୍ନ ନିଅନ୍ତି । ଏହି ଝିଅ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନଙ୍କ ମନରେ କୌଣସି ଛଳ କପଟ ରହି ନଥାଏ ।

ଏହି ଝିଅ ମାନେ ନିଜ ଜୀବନସାଥୀ ଏବଂ ନିଜ ପରିବାର ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ହିଁ କୁହନ୍ତୁ ଏଭଳି ଝିଅ ଙ୍କୁ ବିବାହ କିଏ ବା ନ କରିବା କୁ ଚାହିଁବ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘V’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଯେତେବି କଠିନ ପରିସ୍ଥିତି ଆସିଲେ ମଧ୍ୟ ତାର ସମ୍ନା କରିଥାନ୍ତି । ଏହି ଝିଅ ମାନେ ନିଜ ଜୀବନ ସାଥି ଏବଂ ପରିବାର କୁ ନିଜର ସବୁକିଛି ମାନି ନେଇଥାନ୍ତି । ଏହି ଝିଅ ମାନେ ନିଜ ଜୀବନରେ ନିଜ ଜୀବନ ସାଥି ଏବଂ ପରିବାର କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏମାନେ କେବେବି କୌଣସି କଠିନ ପରିସ୍ଥିତି କୁ ଅସମ୍ଭାଳ ହେବାକୁ ଦେଇ ନଥାନ୍ତି ।

ବନ୍ଧୁଗଣ ଏହି ଅକ୍ଷର ର ଝିଅ ମାନେ ପ୍ରାୟତଃ କମ ଦେଖିବାକୁ ମିଳନ୍ତି । କିନ୍ତୁ ଯଦି ଏହି ଅକ୍ଷରର ଝିଅ ଆପଣଙ୍କ ଜୀବନ ରେ ଅଛନ୍ତି ତେବେ ବନ୍ଧୁଗଣ ତାଙ୍କୁ ନିଶ୍ଚିତ ଭାବରେ ବିବାହ କରନ୍ତୁ । ଏହି ଝିଅ ମାନଙ୍କୁ ବିବାହ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯିବ ଏବଂ ଆପଣ ଜୀବନ ସାରା ଖୁସି ରେ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *