ଝିଟିପିଟି ଭୂମି ଉପରେ ଚାଲିବା ଦେଇଥାଏ କେଉଁ ସଙ୍କେତ ? ଏହା ସହିତ ଜାଣନ୍ତୁ ଶରୀରର କେଉଁ ଅଂଶରେ ପଡିଲେ ମିଳିଥାଏ କେଉଁ ସୂଚନା ?

ନମସ୍କାର ବନ୍ଧୁଗଣ , ଘରେ ଝିଟିପିଟିର ଚାଲିବା ଏବଂ ଝିଟିପିଟି ଶରୀରର ବିଶେଷ ସ୍ଥାନରେ ପଡିବ ଦେଇଥାଏ ଅନେକ ସଂକେତ । ଏହି ସଂକେତ ଶୁଭ ବା ଅଶୁଭ ଆସନ୍ତୁ ଜାଣିବା ଏହା ବିଷୟରେ । ମଣିଷ ଯେପରି ଏହି ପୃଥିବୀ ପୁଷ୍ଟରେ ବାସ କରିଥାଏ , ଜୀବ ଜନ୍ତୁ ମଧ୍ୟ ଏହି ଧରାରେ ବାସ କରିଥାନ୍ତି । ଏହି ଉଭୟଙ୍କ ମଧ୍ୟ ଏକ ଭିନ୍ନ ସମ୍ପର୍କ ରହିଛି ଯାହା ମଣିଷ ବୁଜିପାରି ନଥାଏ ।

ଶାସ୍ତ୍ରରେ ଝିଟିପିଟି କୁ ଏକ ବିଶେଷ ଜୀବ ଭାବରେ ମାନା ଯାଇଥାଏ ।  ଶାସ୍ତ୍ର ରେ ଝିଟିପିଟି ର ଗତି ସମ୍ବନ୍ଧୀୟ ବିଷୟ ବର୍ଣ୍ଣନା କରାଯାଇଛି । କିନ୍ତୁ ଯଦି ଝିଟିପିଟି ର ବିଶେଷ ଗୁଣ ବିଷୟରେ ଜାଣିଲେ ଏହା ଆମ ଶରୀର ରେ ଉପରେ ଏବଂ ଘରେ ଭିତରେ କୋଣସି ସ୍ଥାନରେ ପଡିବ ବହୁତ ଶୁଭ ମାନା ଯାଇଥାଏ । ଆପଣମାନେ ଶୁଣି ଥିବେ ଯେ ଦୀପାବଳି ଦିନ ଝିଟିପିଟି ଦେଖାଯିବା କୁ ମା ‘ ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଥାଏ ।

ଏହା ମଧ୍ୟ କୁହାଯାଇଥାଏ ଯେ ଏହି ଦିନରେ ଯଦି ଝିଟିପିଟି ଆପଣଙ୍କ ଶରୀର ଉପରେ ପଡିଯାଏ ତେବେ ବର୍ଷ ପାଇଁ ଆପଣଙ୍କ ଘରେ ସୁଖ ସମବୃଦ୍ଧି ଆସିଥାଏ । ଝିଟିପିଟିର ଏକ ମାତ୍ର ପ୍ରୋୟଗ ଦ୍ଵାରା ଆମେ ଅନେକ ଲାଭ ପ୍ରାପ୍ତ କରିଥାଉ । ସୁକୁନ ଶାସ୍ତ୍ର ଅନୁସାରେ ଆମେ ଆଜି ଆପଣଙ୍କୁ କିଛି ବିଷୟ ବସ୍ତୁ ର ଉପସ୍ଥାପନ କରିବାକୁ ଚାହୁଛି ।

ଯେ ଏପରି ଏକ ସହଜ କାମ କରିବା ଦ୍ଵାରା ଆମେ ଆମ ଜୀବନରେ ସୁଖ , ଧନବାନ ହୋଇଥାଉ । ଯଦି ଆପଣଙ୍କୁ ଝିଟିପିଟି ଦେଖାଯାଇଏ ତେଣେ ଆପଣ ଏହାକୁ କରି ଆପଣଙ୍କ ଜୀବନରେ ଧନ ର ଆଗମନ କରାଇପାଇବେ । ଯଦି ଆପଣଙ୍କୁ ଘରେ ଝିଟିପିଟି ଦେଖାଯାଇଥାଏ ତେବେ ତୁରନ୍ତ ଠାକୁରଙ୍କ ଘରୁ ଚାଉଳ ଏବଂ ସିନ୍ଦୁର ଆଣି ତାହା ଉପରେ ପକେଇ ନିଜର ମନ କାମନା ଇଛାକୁ କୁହନ୍ତୁ ।

ଏହା କରିବା ଦ୍ଵାରା ଘରେ ଥିବା ଧନର ସମସ୍ଯା ଦୂର ହୋଇଥାଏ । ଝିଟିପିଟି କୁ ଦେଖିଲା ମାତ୍ରେ ଲୋକେ ଘୃଣା କରିଆ ଠାକୁ ଆଡେଇ ଦିଅନ୍ତି । କିନ୍ତୁ ଏହା କରିବା ଦ୍ଵାରା ନିଜର କ୍ଷତି କରିଥାନ୍ତି । ଝିଟିପିଟି  କୁ ମା ‘ ଲକ୍ଷ୍ମୀଙ୍କର ଶୁଭ ସଂକେତ ମାନେ କରାଯାଇଥାଏ ଏବଂ ଏହାକୁ ପୂଜା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ । ଯଦି ଆପଣ ଘର  ସଫା କରିଥିବା ସମୟରେ ମରିଯାଇଥିବା ଝିଟିପିଟି ଦେଖାଯାଇଥାଏ , ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ ।

ଯଦି ଆପଣ ଅଜଣାରେ କୋଣସି ଝିଟିପିଟି ର ଛୁଆ କୁ ମାରି ଦେଇଥାନ୍ତି ତେବେ ତୁରନ୍ତ ଏହି ପାପ ର ସଂଶୋଧନ କରିବା ଉଚିତ୍ । ସେହି ଝିଟିପିଟି ର ଛୁଆ କୁ ଗାତ ଖୋଳି  ସମାଧି କରିବା ଦ୍ଵାରା ଆପଣ ସେହି ଅପରାଧରୁ ମୁକ୍ତ ହୋଇଥାନ୍ତି । ଯଦି ଆପଣ ଭୋଜନ କରୁଥିବା ସମୟରେ ଝିଟିପିଟି ର ଶବ୍ଦ ଶୁଣି ଥାନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ , ଏବଂ ଆପଣଙ୍କ ଜୀବନରେ ଧନ ଆସିବାର ସଙ୍କେତ ଦେଇଥାଏ ।

ଯଦି ଆପଣଙ୍କ ସ୍ଵପ୍ନରେ ଝିଟିପିଟି ମରିଯିବା ଦେଖାଯାଇଥାଏ ତେବେ ଏହା ଅଶୁଭ ସଙ୍କେତ ଅଟେ । ଆପଣଙ୍କ ଜୀବନରେ କୋଣସି ଅସୁବିଧାର ଆସିବାର ସଙ୍କେତ ଦେଇଥାଏ ।  ତେଣୁ ଏହି ସବୁ ସଙ୍କେତ କୁ କେବେ ବି ଅଣ ଦେଖା କରିବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *