ରାସ୍ତାରୁ ଯଦି ପଇସା ପାଆନ୍ତି ତେବେ କେଉଁ ସଙ୍କେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ଆଜିର ଅନୁଚିନ୍ତାଗୁଡିକ ବିଷୟରେ ଜାଣିବା ଦ୍ଵାରା ଆପଣଙ୍କ ଜୀବନର କଷ୍ଟ ସହଜ ଉପାୟରେ ନାଶ ହୋଇଯିବ । କାରଣ ଆଗାମୀ ସମୟରେ ଘଟିବାକୁ ଥିବା କିଛି ଶୁଭ ଏବଂ ଅଶୁଭ ଘଟଣାର ସଙ୍କେତ ଆମକୁ ଆଗରୁ ମିଳିଯାଇଥାଏ ଯାହାର କଳନା କରି ଆମେ ପାରିନଥାଉ । ତେଣୁ ଦୁଃଖୀ ହୋଇ ବଞ୍ଚିବାକୁ ଲାଗିଥାଉ । ଆଜି ଆମେ ଆପଣ ମାନଙ୍କୁ ଆଜି କିଛି ଅନୁଚିନ୍ତା ଜଣାଇବୁ ଯାହା ଆପଣଙ୍କ ଜୀବନର କଷ୍ଟ ଏବଂ ଦ୍ଵନ୍ଦଙ୍କୁ ଦୂର କରିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଯଦି ଆପଣଙ୍କ ଘରର ଘଣ୍ଟା ହଠାତ ଚାଲିବା ବନ୍ଦ ହୋଇଯାଏ ଏବଂ ତାହାର କାଚ ଫାଟିଯାଏ ତେବେ ଏହା ଅଶୁଭ ହୋଇଥାଏ । ପରିବାର ଉପରେ କିଛି ବିପଦ ଆସିବାର ଏହା ଏକ ସଙ୍କେତ ହୋଇଥାଏ । 2- ରୋଷେଇ ଘରେ ଆପଣ ରଖିଥିବା କାଚ ଯଦି ଗୋଟିଏ ପରେ ଗୋଟିଏ ଭାଙ୍ଗିବାକୁ ଲାଗେ ତେବେ ଏହା ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଆସିବାର ସଙ୍କେତ ଦେଇଥାଏ ।

3- ଯଦି ଆପଣଙ୍କ ଘର ଉପରେ ଅଚାନକ ପକ୍ଷୀ କିଛି ହାଡ ଖଣ୍ଡ ପକାଏ ତେବେ ଏହା କିଛି ଅଶୁଭ ଖବର ମିଳିବାର ସଙ୍କେତ ହୋଇଥାଏ । 4- କ୍ଷୀର ଗରମ କରିବା ସମୟରେ ଯଦି ବାରମ୍ବାର ଉତୁରି ତଳେ ପଡିଯାଏ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ । 5- ଯଦି ଘରର କାନ୍ଥରୁ କିମ୍ବା ଛାତରୁ ପ୍ଲାଷ୍ଟର ଛଡେ ତେବେ ଏହା କିଛି ଅଶୁଭ ହେବାର ସଙ୍କେତ ଦେଇଥାଏ ।

6- ଯଦି କୁକୁର ବିନା କାରଣରେ ଘର ସାମ୍ନାରେ ଭୁକନ୍ତି ତେବେ ଏହା ଘରର ସଦସ୍ୟଙ୍କ ଉପରେ ବିପତ୍ତି ପଡିବାର ସଙ୍କେତ ହୋଇଥାଏ । 7- ଆପଣ ପିନ୍ଧୁଥିବା ବସ୍ତ୍ରରେ ଯଦି ତୁଳା ଲାଗିଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଏବଂ ଭଲ ଖବର ମିଳିବାର ସଙ୍କେତ ହୋଇଥାଏ ।

8- ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖିଲେ ଶୁଭ ହୋଇଥାଏ । ଏବଂ ଆଗକୁ ଭଲ ସମୟ ଆସିବାର ସଙ୍କେତ ହୋଇଥାଏ । 9- ଯଦି ଆପଣଙ୍କ ମୁଣ୍ଡ ଉପରେ ଛୋଟ ବୁଢିଆଣୀ ପଡେ ତେବେ ଏହା ଶୁଭ ହୋଇଥାଏ । ଏବଂ ଧନପ୍ରାପ୍ତିର ସଙ୍କେତ ଦେଇଥାଏ । 10- ଯଦି ଆପଣ ବାହାରକୁ ଯିବା ସମୟରେ କଲମ କିମ୍ବା ରୁମାଲ ନେବାକୁ ଭୁଲି ଯାଆନ୍ତି ତେବେ ଏହା କାର୍ଯ୍ୟ କ୍ଷେତ୍ରରେ ଅସସଫଳ ହେବାର ସଙ୍କେତ ହୋଇଥାଏ ।

11- ଯଦି ରାସ୍ତାରେ ଯାଉଥିବା ସମୟରେ ଆପଣଙ୍କୁ ରାସ୍ତାରୁ ମୁଦ୍ରା ତଥା ପଇସା ମିଳିଥାଏ ତେବେ ଏହା ଅଶୁଭ ହୋଇଥାଏ । ଏବଂ କାର୍ଯ୍ୟରେ ସଫଳତା ମିଳିବାରେ ବିଳମ୍ବ ହେବାର ସଙ୍କେତ ଦେଇଥାଏ । ଏହିସବୁ ସଙ୍କେତକୁ ଆପଣ ବୁଝିପାରିଲେ ଆପଣଙ୍କ ମଙ୍ଗଳ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *