କାହିଁକି ଝିଅଙ୍କୁ ନାଲି ରଙ୍ଗ ପୋଷାକରେ ଦେଖିଲେ ପୁଅ ମାନେ ପାଗଳ ପରି ହୁଅନ୍ତି…

ପ୍ରାୟତଃ ପୁଅ ଏବଂ ଝିଅମାନେ ନିଜ ସାଥୀଙ୍କୁ ନିଜର ଭାବନା ପ୍ରକାଶ କରିବାକୁ ନାଲି ରଙ୍ଗର ଫୁଲ ବ୍ୟବହାର କରନ୍ତି । ନାଲି ରଙ୍ଗ ସହିତ ହୃଦୟରେ ଲୁଚି ରହିଥିବା ପ୍ରେମର ଗଭୀରତା ମଧ୍ୟ ଜଣାଶୁଣା । କିଛି ଝିଅ ମଧ୍ୟ ନାଲି ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ।

ଆପଣ ଜାଣିଥିବେ ବାହାଘରରେ ହିନ୍ଦୁ ଧର୍ମରେ ଝିଅ ମାନଙ୍କୁ ନାଲି ରଙ୍ଗର ପୋଷାକ ପିନ୍ଧା ଯାଇଥାଏ । ଏହା ଅଧିକ ଉଜ୍ଜ୍ବଳ ଦେଖାଯାଏ । ପ୍ରାୟତ ପୁଅମାନେ ନାଲି ପୋଷାକ ପିନ୍ଧି ଥିବା ଝିଅମାନଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ଯେତେବେଳେ କୌଣସି ଝିଅ ଏହି ରଙ୍ଗର ପୋଷାକ ପିନ୍ଧି ପାସ୍ କରେ, ସେତେବେଳେ ସେ ତାଙ୍କ ଦୃଷ୍ଟି ଆକର୍ଷଣ ହୋଇଥାଏ ।

ଏହି ରଙ୍ଗ ଦେଖିବା ପୁଅମାନଙ୍କ ମନରେ ମଧ୍ୟ ଅନେକ ପରିବର୍ତ୍ତନ କରେ । ନାଲି ରଙ୍ଗ ଦେଖିବା ଦ୍ୱାରା ହରମୋନ୍ ବଦଳିଯାଏ, ଯାହା ପୁଅମାନଙ୍କ ମନୋବଳକୁ ପରିବର୍ତ୍ତନ କରିଥାଏ ଏବଂ କ୍ରୋଧକୁ ମଧ୍ୟ ଶାନ୍ତ କରିଥାଏ । ଏହି ରଙ୍ଗ ଦେଖିବା ଶରୀରକୁ ସକରାତ୍ମକ ଶକ୍ତି ଆଣିଥାଏ ଏବଂ ଏହା ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ ।

ଏହି ପ୍ରକାର ପୋଷାକରେ ଝିଅମାନେ କେବଳ ପୁଅମାନଙ୍କୁ ନୁହେଁ ସମସ୍ତଙ୍କୁ ଆକର୍ଷିତ କରନ୍ତି । କଣ ଆପଣ ଜାଣନ୍ତି ଷଣ୍ଢ ମଧ୍ୟ ନାଲି ରଙ୍ଗ ଦେଖି ଉତେଜିତ ହୋଇଥାଏ । ନାଲି ରଙ୍ଗ ସବୁ ରଙ୍ଗ ମଧ୍ୟରେ ଶ୍ରେଷ୍ଠ ଅଟେ । ତେଣୁ ଇନ୍ଦ୍ରଧନୁ ର ପ୍ରଥମ ରଙ୍ଗ ନାଲି ଅଟେ ।

ଝିଅ ମାନେ ସେମିତି ମଧ୍ୟ ସୁନ୍ଦର ଲାଗନ୍ତି । ନାଲି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସେମାନେ ଅଧିକ ନଜର ଉପରକୁ ଆସିଯାନ୍ତି । ଏହି ରଙ୍ଗ ଉତ୍ତେଜନା ର ପ୍ରତୀକ ଅଟେ ତେଣୁ ଝିଅ ମାନେ ଏହି ରଙ୍ଗର ପୋଷାକ ପିନ୍ଧିଲେ ଅଧିକ ହଟ ନଜର ଆସନ୍ତି । ତେଣୁ ପୁଅ ମାନେ ଏହି ରଙ୍ଗରେ ଝିଅ ମାନଙ୍କୁ ଦେଖିଲେ ଅଧିକ ଆକର୍ଷିତ ହୁଅନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *