ଝିଅମାନେ ପାଦରେ କାହିଁକି ବାନ୍ଧନ୍ତି କଳା ଧାଗା, ରହସ୍ୟ ଜାଣିଲେ ଚମକି ପଡିବେ ଆପଣ- Chanakya Niti

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଯଦି କୌଣସି ଛୁଆ ଜନ୍ମ ହୋଇଥାଏ ତା ହେଲେ ସେହି ଛୁଆ ଶରୀରରେ କଳା ଦାଗ, କଳା ଫିତା ବା ତାର ନଜରକୁ ଉତରା ଯାଇଥାଏ ।

ବନ୍ଧୁଗଣ ଏହି ସବୁ ପ୍ରଥା ପୁରାତନ କାଳରୁ ଚାଲି ଆସୁଛି । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ବହୁତ ପାପ ଓ ଅଧର୍ମ କାର୍ଯ୍ୟ ହେଉଛି । କାରଣ ମଣିଷ କେବଳ ଟଙ୍କା ପଛରେ ଦୌଡୁଛି ଯାହାଫଳରେ ସେ ଠିକ ଭୁଲ ମଧ୍ୟରେ ସମସ୍ତ ସୀମାକୁ ପାର କରିଦେଉଛି ।

ବନ୍ଧୁଗଣ ସାଧାରଣତଃ କଳା ଫିତା ପାଦରେ ବା ହାତରେ ଲୋକ ମାନେ ବାନ୍ଧିଥାନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ କଳା ଫିତା ସହ ଜଡିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପାୟ ବିଷୟରେ ।

୧. ବନ୍ଧୁଗଣ ଖରାପ ଶକ୍ତିକୁ ଦୂର କରିବା ପାଇଁ କଳା ରଙ୍ଗ ବହୁତ ଲାଭଦାୟକ ହୋଇଥାଏ । ସେଥିପାଇଁ କଳା ଫିତା ଓ କଳା ଟୀକାର ବ୍ୟବହାର କରାଯାଇଥାଏ । ଯଦି ବନ୍ଧୁଗଣ ଆପଣଙ୍କ ଘରେ ଅଧିକ କଳହ ଲାଗି ରହୁଛି ତା ହେଲେ ଆପଣ ଶନିବାର ଦିନ ଏକ କଳା ଫିତାରେ ୧୦୮ଟି ଗଣ୍ଠି ବାନ୍ଧି ଦିଅନ୍ତୁ ଓ ପ୍ରତ୍ୟକ ଗଣ୍ଠି ବାନ୍ଧିବା ସମୟରେ ଆପଣ ‘ଓଁ ଶନିଶ୍ଚରାୟ ନମଃ’ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ଏହି ଉପାୟକୁ ଆପଣ ଶନିବାର ଦିନ କୌଣସି ଶନି ମନ୍ଦିର ମଧ୍ୟରେ କରିପାରିବେ ।

ଯଦି ଆପଣଙ୍କ ଘର ପାଖରେ ଶନି ମନ୍ଦିର ନାହିଁ ତା ହେଲେ ଆପଣ ନିଜ ଘର ମଧ୍ୟରେ ରହି ମଧ୍ୟ କରିପାରିବେ । ୧୦୮ଟି ଗଣ୍ଠି ବାନ୍ଧିବା ପରେ ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ଏହି ଫିତାକୁ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘର ମଧ୍ୟରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ଓ ଆପଣଙ୍କ ଘରେ କଳହ ଆଦି ସମସ୍ଯା ମଧ୍ୟ ହେବ ନାହିଁ ।

୨. ଯଦି ବନ୍ଧୁଗଣ ଆପଣ ମାନଙ୍କ ଜୀବନରେ କୌଣସି ସମସ୍ଯା ଲାଗି ରହୁଛି ତା ହେଲେ ଆପଣ ଏକ କଳା ଫିତାକୁ ଗୋଟେ ଦିନ ମନ୍ଦିର ନେଇ ସିନ୍ଦୁର ଲଗାଇ ରଖିଦିଅନ୍ତୁ ଓ ଏହାର ପରଦିନରେ ଆପଣ ସଖାଳ ସମୟରେ ଶୀଘ୍ର ଉଠି ସ୍ନାନ କରିବା ପରେ ସେହି ଫିତାକୁ ନିଜ ହାତରେ ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

୩. ଯଦି ଆପଣଙ୍କ କଳା ଫିତା ପୁରୁଣା ହୋଇଯାଇଛି ତା ହେଲେ ଆପଣ ସେହି ଫିତାକୁ ନଦୀରେ ବିସର୍ଜିତ କରିଦିଅନ୍ତୁ । ଯଦି ପାଦରେ ବଡ ଆଙ୍ଗୁଠିରେ କଳା ଫିତା ପିନ୍ଧିବେ ତା ହେଲେ ଆପଣଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ । ଆପଣ ସବୁବେଳେ ମନ୍ଦିରରୁ କଳା ଫିତା ଆଣି ପିନ୍ଧନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *