Vastu Tips- ଗାଈ ଉପରେ ହାତ ରଖି କୁହନ୍ତୁ ଏହି ୨ ଟି ଶବ୍ଦ, ପୁରଣ ହେବ ସବୁ ମନୋକାମନା, ଯାହା ମାଗିବେ ତାହା ପାଇବେ

ହିନ୍ଦୁ ଶାସ୍ତ୍ର ଅନୁସାରେ ଗାଈକୁ ମାତା ବୋଲି ବର୍ଣ୍ଣନା କରାଯାଇଛି । ଏଥି ପାଇଁ ଆମେ ଗାଈ କୁ ଗୋମାତା ବୋଲି କହିଥାଉ । ଗାଈ ଏକ ଦିବ୍ୟ ଜୀବ ।

ଧର୍ମ ଶାସ୍ତ୍ର ଅନୁଶାରେ ଗାଈ ଶାରିର ରେ ତେତିଶ କୋଟି ଦେବା ଦେବୀଙ୍କ ବାସ ହୋଇଥାଏ । ଯେଉଁ ଘରେ ଗାଈ ଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ।

ଗାଈ ଉପରେ ସବୁ ନକ୍ଷତ୍ର ର ପ୍ରଭାବ ଥାଏ । ଗାଇର ପିଠି ହାଡରେ ସୂର୍ଯ୍ୟ କେତୁ ନାଡି ଥାଏ । ଯାହାକି ସୂର୍ଯ୍ୟ କିରଣରୁ ରକ୍ତ ରେ ସ୍ଵର୍ଣ୍ଣ କ୍ଷର ତିଆରି ହୋଇଥାଏ । ଏହି ସ୍ଵର୍ଣ୍ଣ ଖର ଗାଇର କ୍ଷୀରରେ ରହିଥାଏ । ଯାହା ମନୁଷ୍ୟ ପାଇଁ ଏହା ଅମୃତ ସଦୃଶ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗାଈକୁ ପୂଜା କରିବା ଦ୍ଵାରା କି ଫଳ ମିଳିଥାଏ ଓ ଗାଇର କେଉଁ ଅଙ୍ଗକୁ ସ୍ପର୍ଶ  କରିବା ଶାସ୍ତ୍ର ଅନୁସାରେ ଶୁଭ ହୋଇଥାଏ ।

ଯେଉଁ ମାନେ ଗାଈ କୁ ପୂଜା କରନ୍ତି ସେମାନକ ଉପରେ ସବୁ ଦେବା ଦେବୀଙ୍କ ଆଶୀର୍ବାଦ ମିଳିଥାଏ । ଗୋମାତା ବ୍ୟକ୍ତି ଉପରେ ଆସୁଥିବା ସବୁ ବିପଦ ନିଜ ଉପରକୁ ନେଇଯାନ୍ତି । ଗୋମାତା ସମସ୍ତଙ୍କ ମାନକାମନା ପୂରଣ କରିଥାନ୍ତି । କୁହାଯାଏ କି ଗୋମାତା ସନ୍ଧ୍ୟାରେ ଘରକୁ ଫେରିବା ବେଳେ ତାର ଖୁରାରୁ ବାହାରୁଥିବା ଧୁଳି ଦ୍ଵାରା ମନୁଷ୍ୟର ପାପ ନଷ୍ଟ ହୋଇଥାଏ ।

କୌଣସି ବ୍ୟକ୍ତି କ୍ରୋଧୀ ବା ପାଠରେ ଦୁର୍ବଳ ଓ କହିବାରେ ଦୁର୍ବଳ ଅଟନ୍ତି ସେମାନେ ଗାଇକୁ ସବୁଜ ଚାରା ଖାଇବାକୁ ଦେଲେ ଏହି ଅସୁବିଧାରୁ ମୁକ୍ତି ପାଇଥାନ୍ତି । ବ୍ୟକ୍ତି ର ମଙ୍ଗଳ ଦୋଷ ଥିଲେ ଗାଈ ଦାନ ଦ୍ଵାରା ମୁକ୍ତି ମିଳିଥାଏ । କଳା ଗାଈ ଦାନ କଲେ ସବୁ ଗ୍ରହ ଓ ଶନି ଦୋଷ ଦୂର ହୋଇଥାଏ । ଯେତେ ପରିଶ୍ରମ କରି ମଧ୍ୟ ସଫଳତା ନ ମିଳିଲେ ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ଗାଇର କାନରେ ନିଜର ମନୋସ୍କାକାମନା କହି ଦିଅନ୍ତୁ ସବୁ ସମସ୍ଯା ଦୂର ହୋଇଯିବ ।

ଗାଇକୁ ପୂଜା କରିବା ଦ୍ଵାରା ଘରର ଆର୍ଥିକ ପରିସ୍ଥିତି ଠିକ ହୋଇଥାଏ । ଘରକୁ ଆସିଥିବା ଗାଇକୁ ପାଣି ପିଇବାକୁ ଦେବା ଦ୍ଵାରା ବ୍ୟକ୍ତି କୁ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଅମାବାସ୍ୟାରେ ଗାଇକୁ ରୁଟି ,ଗୁଡ ଓ ସବୁଜ ଚାରା ଖାଇବାକୁ ଦେଲେ ପିତୃ ଦୋସ ରୁ ମୁକ୍ତି ମିଳିଥାଏ । ପିଲା ମାନେ କଥା ନ ଶୁଣିଲେ ବା କ୍ରୋଧିତ ହେଲେ ପିଲାଙ୍କ ଦ୍ଵାରା ଗାଇକୁ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ପିଲାମାନେ ଶାନ୍ତ ହୋଇଥାନ୍ତି ।

ଗାଈକୁ ପୂଜା କରିବା ଦ୍ଵାରା ନବ ଗ୍ରହ ଶାନ୍ତି ହୋଇଥାଏ । ଗୋମାତାଙ୍କ ପିଠିରେ ଗୋଟେ ଚୂଳ ଥାଏ । ସେହି ଚୂଳରେ ସୂର୍ଯ୍ୟ କେତୁ ନାଡ ରହିଥାଏ । ସବୁଦିନ ସକାଳେ ଗାଇର ଏହି ଚୂଳ ଉପରେ ହାତରେ ଆଉଁ ସିଲେ । ବ୍ଯକ୍ତିର ସବୁ ମୋନୋକାମନା ପୁରୁଣ ହୋଇଯିବ । ହାତ ଦ୍ଵାରା ପାଖକୁ ଆସୁଥିବା ଗାଇକୁ ପିଠି ଉପରେ ଥରେ ଛୁଅନ୍ତୁ ।

ଘର ବନେଇବା ପୂର୍ବରୁ ଗାଈ ଓ ବାଛୁରୀକୁ ବନ୍ଧାଯାଏ । ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଏ । ଘରେ ତିଆରି କରୁଥିବା ରୁଟି ସର୍ବ ପ୍ରଥମେ ଗାଈ ପାଇଁ ତିଆରି କରିବେ । ଗାଈକୁ ନିଶ୍ଚିତ ରୂପେ ଦେବେ । ସେଥିପାଇଁ ପରିବାରରେ ସୁଖ ଶାନ୍ତି ସର୍ବଦା ରହିଥିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *