Health Tips- ଯେଉଁ ମଣିଷ ଚାଲି ପାରୁ ନାହିଁ, ଦୌଡିବାକୁ ଲାଗିବ, ନର୍ଭ କମଜୋରି, ନର୍ଭରେ ପେନ, Blockage, ରକ୍ତ ଜମାଟ ବାନ୍ଧିବା ସବୁ କିଛି ଗାୟବ ହେଇଯିବ, କେବଳ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆମ ମାନଙ୍କ ର ଅଧିକାଂଶ ଲୋକଙ୍କ ର ଅଣ୍ଟା ବିନ୍ଧିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ହୋଇ ଥାଏ ଏହା ସାମାନ୍ୟ କିମ୍ବା ସାଧାରଣ ହୋଇ ଥାଏ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ହୋଇ ଥାଏ । ଏହାର ନିର୍ଣ୍ଣୟ ଅଣ୍ଟା ବି-ନ୍ଧି-ବା-ର କାରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ଯଦି ଛାତ ରୁ ଗଳି ପଡେ ଏବଂ ଯଦି ତାକୁ ଆ-ଘା-ତ ହୋଇଥାଏ ତେବେ ମାଂସ ପେଶୀୟ ରେ ଆ-ଘା-ତ ଲାଗିଥିବା ଯୋଗୁଁ ଅଣ୍ଟା ବିନ୍ଧି ଥାଏ ।

ଏହା ଛଡା ବେଳେ ବେଳେ ପବନ ଅଟକିବା କିମ୍ବା ଶୋଇବା ରେ ଅସୁବିଧା ଆଦିରେ ମଧ୍ୟ ହୋଇଥାଏ । ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ଏବଂ ତାର ଘରୋଇ ଉପଚାର ବିଷୟରେ ମଧ୍ୟ ଆଲୋଚନା କରିବୁ । ସେହି ଉପଚାର ବ୍ୟବହାର ଦ୍ୱାରା ଆପଣ ସେହି ସବୁ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ ଏବଂ ସୁବିଧା ରେ ଜୀଵନ ଯାପନ କରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ ।

ଅଣ୍ଟା ବିନ୍ଧା ର ମୁଖ୍ୟ କାରଣ ବିଷୟରେ ପ୍ରଥମେ ଆଲୋଚନା କରିନେବା । ବେଳେବେଳେ ଆମେ କୌଣସି ଭାରି ଜିନିଷ କୁ ଉଠେଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧିଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ମୁଦ୍ରା କିମ୍ବା ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ଆମ ମାଂସ ପେଶୀୟ କିମ୍ବା ଶିରା ଟାଣି ହୋଇ ଅଣ୍ଟା ବିନ୍ଧା ହୋଇଥାଏ । ଅଧିକ ମାଂସପେଶୀ କୁ ଟାଣିବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଆରମ୍ଭ ହୋଇ ଯାଇଥାଏ ।


ଏହା ଛଡ଼ା ଯେତେବେଳେ ହାଡ଼ ଦୁର୍ବଳ ହୋଇ ଯାଇଥାଏ ସେତେବେଳେ ମଧ୍ୟ ଏହି ସମସ୍ୟା ହୋଇଥାଏ । ତେବେ ଏହାର ଉପଚାର ପାଇଁ ଆପଣ ପ୍ରଥମେ ବ୍ୟାୟାମ କରନ୍ତୁ । ଏକ୍ସସାଇଜ କରନ୍ତୁ ଏହା ଦ୍ଵାରା ଆପଣ ଙ୍କ ଶରୀର ଫୁର୍ତ୍ତି ଆସିଥାଏ ସତେଜତା ଆସି ଥାଏ ଏହା ଛଡା ଏହା ଦ୍ୱାରା ଆପଣ ଙ୍କ ହାଡ଼ ମଧ୍ୟ ମଜବୁତ ରୁହେ । ତେବେ ଏହାର ଘରୋଇ ଉପଚାର ପାଇଁ ପ୍ରଥମେ ନିଅନ୍ତୁ ଵବୁଲ ଗଛ ର କଅଁଳିଆ ପତ୍ର ଏବଂ ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାସହ ତାର ଏକ ଚଟଣି ପ୍ରସ୍ତୁତ କରନ୍ତୁ ।


ତେବେ ସେହି ଚଟଣି ରେ ସବୁଜ ରଙ୍ଗ ର ଗୁଜୁରାତି ଏବଂ ଅଳ୍ପ ଗୋଲ ମରିଚ ମଧ୍ୟ ମିଶାଇ ପାରିବେ । ତେବେ ସବୁ କୁ ମିଶାଇ ଏକ ଚଟଣି ପ୍ରସ୍ତୁତ କରନ୍ତୁ ଏବଂ ତାକୁ ଟିକେ ଉଷୁମ ଥିବା ପାଣି ରେ ପକାଇ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ । ତେବେ ଏହାକୁ ଆପଣ ଖାଲି ପେଟ ରେ ସକାଳେ ସେଵନ କରି ପାରିବେ । ଏହାକୁ ଆପଣ ସାତ ଦିନ ପର୍ଯ୍ୟନ୍ତ ଲଗାତାର କରିବେ ଏହା ଦ୍ୱାରା ଆପଣଙ୍କ ଶିର ଟାଣି ହେବା ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଭଲ ହୋଇଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *