ଯେଉଁ ମଣିଷ ସକାଳୁ ଉଠି ଏହି 4 ଟି କାମ କରିଥାଏ  ସେ ଜୀବନରେ ସର୍ବଦା ଗରିବ ରହିଥାଏ 

ନମସ୍କାର ବନ୍ଧୁଗଣ ,  ସକାଳେ ଉଠିଲା ପରେ ଆମେ ଏହି ଚାରୋଟି ଜିନିଷ କୁ କରିଥାଉ ଯାହା ଦ୍ଵାରା ଆମ ଘରେ ଗରିବତା ଆସିଥାଏ । ସେହି ଚାରୋଟି କାର୍ଯ୍ୟ କଣ ଯାହାକୁ ଆମେ ଉଠିଲା ମାତ୍ରେ କରିଥାଉ ଏବଂ ଏହା ହିଁ ଦରିଦ୍ରତା ର କାରଣ ହୋଇଥାଏ । ଆପଣ ଯଦି ଚାହୁଛନ୍ତି କି ଆପଣଙ୍କ ଘରେ ମାଆ ‘ ଲକ୍ଷ୍ମୀଙ୍କ ର କୃପା ରହୁ ବୋଲି ତେବେ ପ୍ରଥମେ ଏହି ଚାରୋଟି ଜିନିଷ କୁ କରିବା ବନ୍ଦ କରି ଦିଅନ୍ତୁ ।

ଆସନ୍ତୁ ଜାଣିବା ଏହି ଚାରୋଟି ବିଷୟରେ 1 – ସକାଳେ ଉଠିଲା ପରେ ୪ ତା ରୁ ୭ ତା ସମୟ ରେ ଆମ ଭୋଗ ବିଳାସ ରେ କାଟିବା ଅନୁଚିତ୍ ହୋଇଥାଏ । ଏହି ସମୟରେ ଆମ ଶୋଇବା , ଖାଇବା , ମଜା କରିବା ଆଦି କାର୍ଯ୍ୟ କୁ କରିବା ଦ୍ଵାରା ଘରେ ଦରିଦ୍ରତା  ଆସିଥାଏ  । 2 – ସକାଳେ ଉଠିବା ପରେ ଆପଣଙ୍କୁ ନିଜର ମୁଖ କୁ ଦର୍ପଣ ଦେଖିବା ଅନୁଚିତ୍ ହୋଇଥାଏ । ଏହା ଦ୍ଵାରା ମଧ୍ୟ ଘରେ ଦରିଦ୍ରତା ଆସିଥାଏ ।

3-  ସକାଳୁ ଉଠିଲା ପରେ ଆପଣଙ୍କୁ ଏପରି ଦୃଶ୍ୟ  ଦେଖିବା କଥା ନୁହେଁ ଯେଉଥିରେ ଲୋକମାନେ କଳି ଝଗଡା କରିଥିବେ । କାରଣ ଏହାର ପ୍ରଭାବ ଆପଣଙ୍କ ଦିନ ରେ ପଡିଥାଏ । ଅନେକ ଲୋକମାନେ ସକାଳୁ ଉଠିଲା ମାତ୍ରେ ପ୍ରଥମେ ମୋବାଇଲ ରେ ଆସୁଥିବା ଦୃଶ୍ୟ କୁ ଦେଖିଥାନ୍ତି । ଏପରି କରିବା ଅନୁଚିତ୍ ହୋଇଥାଏ ।

4- ଶେଷ ବିଷୟ ହେଉଛି ସକାଳୁ ଉଠିଲା ପରେ କିଛି ଲୋକମାନେ କଣ କରନ୍ତି ନା ରାତି ରେ ସେମାନେ ଖାଇନଥାନ୍ତି  , ତେଣୁ ଉଠିଲା ମାତ୍ରେ ଯାଇ ଖାଇବାକୁ ଲାଗିଥାନ୍ତି । ସକାଳୁ ଉଠୁ ଉଠୁ ଖାଇବା ଅନୁଚିତ୍ ହୋଇଥାଏ । ଯଦି ଆପଣ ଏହି ଚାରୋଟି ବିଷୟ କୁ ତ୍ୟାଗ କରିଥାନ୍ତି ତେବେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖିଥାନ୍ତି । ଏହି ଘରେ ଗରିବତା କମ୍ ଦେଖା ଯାଇଥାଏ ।

ତେଣୁ ସକାଳୁ ଉଠିଲା ପରେ ଆମ କୁ ପ୍ରଥମେ ନିଜର କର କି ଦେଖି ପ୍ରଣାମ କରିବା ଉଚିତ୍ । କାରଣ ଆମ ହାତ ର ମଧ୍ୟ ଭାଗରେ ଲକ୍ଷ୍ମୀ ରହିଥାନ୍ତି । ଦ୍ଵିତୀୟ ରେ ଆମ ଉଠିଲା ପରେ ଭୂମି ପ୍ରଣାମ କରିବା ଉଚିତ ହୋଇଥାଏ । କାରଣ ଆମେ  ଭୂମି ଉପରେ ପାଦ  ରଖିବା ଦ୍ଵାରା  ମାତା ଙ୍କୁ କଷ୍ଟ ହୋଇଥାଏ ତେଣୁ କ୍ଷମା ମାଗି ଦିନ କୁ ପ୍ରାରମ୍ଭ କରିବା ଉଚିତ୍ ।

ତୃତୀୟ ରେ ଆମ କୁ ଉଠିଲା ପରେ ଘର ବଡ ଲୋକ ବା ମାତାପିତାଙ୍କୁ ପ୍ରଣାମ କରିବ ଦ୍ଵାରା ଆମେ ସମସ୍ତ କାମ ରେ ସଫଳତା ପ୍ରାପ୍ତ ହୋଇଥାଉ । 4 – ଆମ କୁ ସକାଳୁ ଉଠିଲା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ନିହାତି ଜରୁରୀ ହୋଇଥାଏ । ଏହା ଦ୍ଵାରା ଆପଣ ସୂର୍ଯ୍ୟଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାନ୍ତି । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *