ଯେଉଁ ଝିଅ ମାନଙ୍କର ପାଦର ଦ୍ଵିତୀୟ ଆଙ୍ଗୁଠି ବଡ ହୋଇଥାଏ, ସେମାନଙ୍କ ଚରିତ୍ର ଓ ସ୍ଵଭାବ କିପରି ହୋଇଥାଏ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଅନୁଚିତା ବା ନୀତିବାଣୀ ନେଇ ଆସିଛୁ ଯାହା ଆମର ନୀତି ଦିନିଆ ଜୀବନରେ କାମରେ ଆସିବ । ଏମିତି କିଛି ଅନୁଚିନ୍ତା ରହିଛି ଯାହା ପୁରାତନ କାଳ ରୁ ପାଳନ କରା ଯାଉଛି ଯାହାର ବିଶେଷ ମହତ୍ଵ ମଧ୍ୟ ରହିଛି । ଏହି ସବୁ ନିୟମ ଗୁଡିକର ପାଳନ କରିଲେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବା ସହ ଧନ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ବିଷୟରେ ବିସ୍ତାର ଭାବରେ ।

୧;- ବନ୍ଧୁଗଣ, କେବେ ମଧ୍ୟ ଅନ୍ୟ ମାନଙ୍କ ନିମନ୍ତେ ରଖିଥିବା ଖାଦ୍ୟ କୁ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀ ଙ୍କୁ ଭୋକିଲା ରଖି ଖାଦ୍ୟ ଖାଇବା ଆପଣଙ୍କ ପାଇଁ ବହୁତ ଅମଙ୍ଗଳକାରୀ ହୋଇଥାଏ ।

୨;- କେବେ ମଧ୍ୟ ଭାଙ୍ଗି ଯାଇଥିବା ବାସନରେ କିମ୍ବା ଭଲ ଭାବେ ସଫା ହୋଇ ନଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହାଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ ।

୩;- ଏକାଦଶୀ ଦିନ କେବେ ମଧ୍ୟ ଆମିଷ ଭକ୍ଷଣ କରିବା ଉଚିତ ନୁହେଁ ନଚେତ ଏହା ଅମଙ୍ଗଳକାରୀ ହେବା ସହିତ ଅନର୍ଥ ର କାରଣ ହୋଇଥାଏ ।

୪;- ଲୋକ ମାନଙ୍କ ସହିତ ସଙ୍ଗତରେ ଖାଇବା ସମୟରେ ଅନ୍ୟ ମାନେ ଖାଇ ସାରି ନ ଉଠିବା ପର୍ଯ୍ୟନ୍ତ ଆପଣ ଆଗ ଉଠନ୍ତୁ ନାହିଁ ଏହା ଅମଙ୍ଗଳକାରୀ ହୋଇଥାଏ ।

୫;- ଭୋଜନ ଖାଇ ସାରିବା ପରେ କେବେ ମଧ୍ୟ ସେହି ଥାଳିରେ ହାତ ଧୋଇବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅନ୍ନର ଅପମାନ ହୋଇଥାଏ ।

୬;- ଭୋଜନ କେବେ ମଧ୍ୟ ଖାତା ଉପରେ ବସି କରି ଖାଇବା ଉଚିତ ନୁହେଁ, ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।

୭;- ଭୋଜନ କରିବା ସମୟରେ ସର୍ବଦା ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଉଚିତ । ଏହାଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ରୋଗବ୍ୟାଧି ଦୂର ହୋଇଥାଏ ।

୮;- ଦକ୍ଷିଣ ଦିଗକୁ ମୁଖ କରି କେବେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ ନଚେତ ଏହା ଅଶୁଭ ହେବା ସହିତ ଆପଣଙ୍କର ଆୟୁ କମ ହୋଇଯାଇଥାଏ ।

୯;- ଯେଉଁ ପୁରୁଷ ଲୋକଙ୍କ ମଥାରେ କୌଣସି ଦାଗ ରହିଥାଏ, ସେମାନଙ୍କ ଜୀବନରେ ଯେ କୌଣସି ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

୧୦;- ଯେଉଁ ପୁରୁଷ ଲୋକଙ୍କ ମଥା ଚଉଡା ହୋଇଥାଏ ଅଥବା ଚାରି ଆଙ୍ଗୁଳୀରୁ ଅଧିକ ହୋଇଥାଏ ସେମାନେ ଭାଗ୍ୟଶାଳୀ ପୁରୁଷ ହୋଇଥାନ୍ତି ।

୧୧;- ଯେଉଁ ପୁରୁଷ ଲୋକଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ କିମ୍ବା ଅଧିକ ବାଳ ରହିଥାଏ ସେମାନଙ୍କୁ ଜୀବନରେ ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

୧୨;- ପୁରୁଷ ଲୋକମାନେ ପ୍ରତ୍ୟକ ଦିନ ସ୍ଵଛ ରହିବା ସହିତ ସ୍ନାନ ପରେ ଚନ୍ଦନ ଲଗାଇବା ଉଚିତ ଏହାଦ୍ଵାରା ସେମାନଙ୍କ ପାଇଁ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

୧୩;- ଯେଉଁ ପୁରୁଷ ଲୋକ ମାନେ କଥା ସ୍ପଷ୍ଟ ଭାବରେ କହିଥାନ୍ତି ସେମାନେ ଜୀବନରେ ଶୀଘ୍ର ସଫଳତା ଏବଂ ଧନଦୌଲତର ଅଧିକାରିଣୀ ହୋଇଥାନ୍ତି ।

୧୪;- ଯେଉଁ ପୁରୁଷ ମାନେ କଥା ଧୀରେ କହିଥାନ୍ତି କିମ୍ବା ସେମାନଙ୍କ କଥା ଠିକ ଭାବେ ବୁଝି ହୁଏ ନାହିଁ ସେମାନଙ୍କୁ ଜୀବନରେ ସଫଳତା ସହଜରେ ମିଳିନଥାଏ ।

୧୫;- ଯେଉଁ ପୁରୁଷ ବ୍ୟକ୍ତି ମାନଙ୍କର ଆଖି କଳା ଏବଂ ସୁନ୍ଦର ହୋଇଥାଏ ତା’ ସହିତ ଆଖିତଳେ କଳାଦାଗ ରହି ନଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୬;- ଯେଉଁ ମହିଳା ଙ୍କ ପାଦର ଦ୍ଵିତୀୟ ଆଙ୍ଗୁଳିଟି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶୀଳ ସ୍ଵଭାବର ହୋଇଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *