ବନ୍ଧୁଗଣ, ଗୋଡ ରେ ଯନ୍ତ୍ରଣା ତଥା ଯେଉଁ ବ୍ୟକ୍ତି ଚାଲି ପାରୁ ନାହାଁନ୍ତି ସେମାନଙ୍କ ଗୋଡ ଟାଣି ହେଉଛି ସେମାନେ ବିଶେଷ ଭାବରେ ଏହି ଉପାୟ ନିଶ୍ଚିତ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଏହିଭଳି ସମସ୍ୟା ମାନ ନିଶ୍ଚିତ ଭାବରେ ଦୂର ହେବ ତେବେ ଆସନ୍ତୁ ସେହି ବିଶେଷ ଉପାୟ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଏହିଭଳି କ୍ଷେତ୍ରରେ ସଂପୂର୍ଣ୍ଣ ଶରୀରର ରକ୍ତ ସଂଚାଳନ ସଠିକ ହେବ ଆବଶ୍ୟକ । ଏଥି ନିମନ୍ତେ ଆପଣ କିଛି ପ୍ରାଣାୟମ ତଥା କିଛି ଆସନ ରହିଛି ଯାହାକୁ ନିୟମିତ କରିବା ନିହାତି ଆବଶ୍ୟକ ।
୧;- ଅଖରୋଟ ଖାଇ ପାରିବେ, ଏହା ଓମେଗା ୩ ଫ୍ୟାଟି ଏସିଡ ର ଭରପୁର ଖଜାନା ଅଟେ । ରାତିରେ ଶୋଇବା ପୂର୍ବ ରୁ ଆପଣ ପାଣିରେ ଏହାକୁ ଭିଯାଇ ରଖି ନିଅନ୍ତୁ ।
୨;- କ୍ଷୀର, ଯଦି ଆପଣ କେଶର ମିଶାଇ କ୍ଷୀର ସେବନ କରିବେ ତେବେ ଏହା ବହୁତ ଉତ୍ତମ ଉପାୟ ହୋଇଥାଏ ଶିରାପ୍ରଶିରା ମାନଙ୍କୁ ଉଚିତ ରଖିବା ନିମନ୍ତେ । ମାତ୍ର ଏହା ମଧ୍ୟରେ ଆପଣ ଅଳ୍ପ ହଳଦୀ ମଧ୍ୟ ମିଶାଇ ସେବନ କରି ପାରିବେ ।
୩;- ମେଥିଦାନା, ଏହାକୁ ମଧ୍ୟ ଆପଣ ୧ ଚାମଚ ମାତ୍ରାରେ ଭିଯାଇ ରଖି ନିଅନ୍ତୁ । ମେଥିଦାନା ରେ କିଛି ଏଭଳି ତତ୍ଵ ରହିଥାଏ ଯାହା କି ଶିରା ପ୍ରଶିରା କୁ ଖୋଲିବାରେ ବହୁତ ଭଲ ସାହାର୍ଯ୍ୟ କରିଥାଏ ।
୪;- ଲାଉ ରସ, ଏହା ସାଧାରଣତ ଆମ୍ଭ ଶରୀରକୁ ବ୍ଲକେଜ ହେବାରୁ ଦୂରେଇ ରଖିଥାଏ । ଏହା ବହୁଳ ଭାବରେ ଆମ୍ଭ ଶରୀରକୁ ବିଭିନ୍ନ ରୋଗ ରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ଆପଣ ସକାଳେ ଖାଲି ପେଟରେ ନିଶ୍ଚିତ ଭାବରେ ସେବନ କରନ୍ତୁ ଏହା ବହୁତ ଲାଭ ଦାୟକ ହୋଇଥାଏ ।
୫;- ହାଲ୍କା ଉଷୁମୁ ପାଣିରେ ଅଳ୍ପ ଟିକିଏ ମହୁ ମିଶାଇ ସେଥିରେ ଅଳ୍ପ ହଳଦୀ ଗୁଣ୍ଡା ମିଶାନ୍ତୁ ଏବଂ ଅଳ୍ପ ନିମ୍ବପତ୍ର ର ପାଉଡର ନେଇ ସବୁକୁ ଭଲ ଭାବରେ ମିଶାଇ ସେବନ କରନ୍ତୁ । ଏହା ବହୁତ ଲାଭଦାୟକ ଅଟେ ଶିରା ମାନଙ୍କ ବ୍ଲକେଜ କୁ ସଠିକ ରଖିବା ନିମନ୍ତେ ।
୬;- ସବୁଜ ପନିପରିବା ର ସେବନ କରିବା ନିହାତି ଆବଶ୍ୟକ ଏହାଦ୍ଵାରା ଶରୀରକୁ ପ୍ରୋଟିନ ମିଳିବ ସହିତ ଆପଣ ଙ୍କ ଶିରା ପ୍ରଶିରା ମାନଙ୍କରେ ର-କ୍ତ ସଂଚାଳନ ସଠିକ ଭାବରେ ହେବ । ଏହା ସହିତ ଆପଣ ନୀତିଦିନ ବ୍ୟାୟାମ ପ୍ରାଣାୟାମ କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହିସବୁ ଜିନିଷ ପ୍ରୟୋଗ କରିଲେ ମଧ୍ୟ କିଛି ଫାଇଦା ହେବ ନାହିଁ । ଓଲଟା ତାହାରା ବିପରୀତ ପରିଣାମ ଦେଖିବାକୁ ମିଳିପାରେ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ