କାଲି ଯିଏ ଏହା କହୁଥିଲେ କି ତୁମ ପାଇଁ ସମୟ ହିଁ ସମୟ ରହିଛି ଆଜି ସେ କହୁଛନ୍ତି କି ତୁମ ଛଡା ଆହୁରି ମଧ୍ୟ ଦୁନିଆ କାମ ଅଛି । ନିଜକୁ ଏତେ ମାତ୍ରା ରେ ପର୍ଫେକ୍ଟ କରନ୍ତୁ କି ସିଏ ଯେ କି ଆପଣଙ୍କୁ ତଡ଼ପାଉ ଥିଲେ ସିଏ ଯେପରି ଆପଣ ଙ୍କର ଏକ ଝଲକ ଦେଖିବାକୁ ତରସି ଯିବେ । ଯେଉଁ ଲୋକ ମାନେ ହୃଦୟ ରୁ ସଫା ହୋଇଥାଆନ୍ତି, ଏ ଜୀବନ ସେହି ମାନଙ୍କର ହିଁ ବାର ବାର ପରୀକ୍ଷା ନେଇଥାଏ ।
ଯଦି ଆପଣ ଦୁଃଖ ରେ ଅଛନ୍ତି ତେବେ ଏକୁଟିଆ ଅବସ୍ଥା ରେ ରହି କାନ୍ଦନ୍ତୁ । କାରଣ ବର୍ତ୍ତମାନ ର ସମୟରେ ଲୁହ ପୋଛିବା ପାଇଁ କେହି ଆସି ନଥାନ୍ତି । କାହା ପଛରେ ଏତେ ବି ମଧ୍ଯ ଦୌଡିବା ଉଚିତ୍ ନୁହେଁ କି ଗୋଡ଼ ର ସ୍ଥାନରେ ହୃଦୟ ବି ଘୋରି ହୋଇଯିବ । ଆପଣ ତାକୁ ଛୁଇଁ ଦେବେ ଓ ତାହା ଆପଣ ଙ୍କର ହୋଇଯିବ ।
ଏତେ ସଚ୍ଚୋଟତା କେବଳ କୋରୋନା ପାଖରେ ହିଁ ମିଳି ପାରିବ । ମନରୁ ହୃଦୟ କୁ କଷ୍ଟ ହୋଇଥାଏ କିନ୍ତୁ ପାଟି ରୁ କୌଣସି ଶବ୍ଦ ବାହାରି ନଥାଏ, ସେହି ସମୟରେ ଏକ ମାତ୍ର ଆଖି ହିଁ ସହାର ହୋଇଥାଏ । କିଛି ନ କହି ମଧ୍ୟ ଲୁହ ଝରାଇ ଅନେକ କିଛି କହି ଦେଇଥାଏ । ଏହା କହିବା ବହୁତ୍ ସହଜ ଅଟେ କି ମୁଁ ତୁମକୁ ଭଲ ପାଏ ।
କିନ୍ତୁ ଏପରି କରିବା ସମସ୍ତ ଙ୍କ ଦ୍ଵାରା ସମ୍ଭବ ହୋଇ ନ ଥାଏ । ଜୀବନ ରେ କେତେ ଲୋକ କେତେ କିଛି କହି ଥାଆନ୍ତି କିନ୍ତୁ ସାଙ୍ଗରେ ମାତ୍ର କିଛି ହିଁ ରହି ଯାଇଥାଆନ୍ତି । କାହାକୁ ଭଲ ପାଇବା ଏତେ ବଡ କଥା ମଧ୍ୟ ହୋଇ ନ ଥାଏ । କିନ୍ତୁ କାହାର ଭଲ ପାଇବା ପାଇବା ବହୁତ୍ ବଡ କଥା ଅଟେ ।
ରାତି ସାରା ତାଙ୍କ ଉତ୍ତର ର ପ୍ରତୀକ୍ଷା ଥିଲା କିନ୍ତୁ ସକାଳେ ଉତ୍ତର ମିଳିଲା କି ରାତି ସର ଉତ୍ତର ନ ଆସିବା ହିଁ ଏକ ବଡ ଉତ୍ତର ଅଟେ । ଦରକାର ପଡ଼ିଲେ ଲୋକ ବିନା ସମ୍ପର୍କ ରେ ମଧ୍ୟ ସମ୍ପର୍କ ସ୍ଥାପନ କରି ଦେଇଥାନ୍ତି, କିନ୍ତୁ ଦରକାର ନଥିଲେ ସମ୍ପର୍କ ଥିଲେ ତାକୁ ମଧ୍ୟ କାଟି ଦିଅନ୍ତି । ଏ ଜୀବନ ଅନେକ ମୂଲ୍ୟବାନ ଏହାକୁ ଅନ୍ୟର ପଛେ ନ ଲଗାଇ ଜୀବନ ରେ ନିଜ ପାଇଁ ଲଗାନ୍ତୁ ।
ଆଜିର ସମୟ ରେ ନିଜ ଲୋକ ହିଁ ସାଥ ଛାଡି ଦେଇଥାନ୍ତି ତେବେ ଏଠାରେ ଅନ୍ୟ କୁ ବା କଣ କହିବା । ଯଦି ଦୁନିଆ ରେ ଖୁସି ରେ ରହିବାକୁ ଚାହୁଛନ୍ତି ତେବେ ଏହି କଥା କୁ ମାନେ ରଖନ୍ତୁ, ଭାଇ ଏଠାରେ ଆପଣ ଙ୍କ କାନ୍ଦିବାରେ କାହାର ଘଣ୍ଟା ଫର୍କ ପଡୁନି । କଥା ଟି ବୋଧ ହୁଏ ଭଲ ନ ଲାଗିବ କିନ୍ତୁ ଏହା ହିଁ ବାସ୍ତବିକ୍ ସତ୍ୟ ।
ଆହା ଚୁ ଚୁ ତ ସମସ୍ତେ କରିବେ କିନ୍ତୁ ଚାଲିବାକୁ ଏକୁଟିଆ ହିଁ ପଡ଼ିବେ । କହିବାକୁ ଆମେ ସମସ୍ତେ କିନ୍ତୁ ବାସ୍ତବିକ୍ ସତ୍ୟ ତ ଏହା ହିଁ ଅଟେ ଆସିଥିଲେ ଏକା ଯିବେ ମଧ୍ଯ ଏକା । ଏଠି କେହି ନା ନିଜର ନା ହିଁ ପରର….। ବନ୍ଧୁଗଣ ଆମ ଶବ୍ଦ ଯଦି ଆପଣ ମାନ କୁ କଷ୍ଟ ଦେଇଥାଏ ତେବେ ଆପଣ ମାନେ ଆମକୁ କ୍ଷମା କରିବେ ଓ ଏହି ଆର୍ଟିକିଲ୍ ଟି ଭଲ ଲାଗୁଥିଲେ ଆପଣ ମାନେ ଏହାକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ