ଯେତେ ବି ପୁରୁଣା Uric ଏସିଡ ସମସ୍ଯା ହେଇଥାଉ କାହିଁକି ଖୁବ ଶୀଘ୍ର ଭଲ ହେଇଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ, ୟୁରିକ ଏସିଡ ର ଇଫେକ୍ଟ ଅର୍ଥରାଇଡିସ ଅଥବା ଯଏଣ୍ଟ ପେନରେ କନଭର୍ଟ ହୋଇଥାଏ । ଆମ୍ଭ କିଡ୍ନି ଆମ୍ଭ ୟୁରିନ କୁ ଫିଲ୍ଟର କରି ବାହାରକୁ ବାହାର କରିଥାଏ । ମାତ୍ର କେବେ କେବେ କିଡ୍ନି ସଠିକ ଭାବରେ କାର୍ଯ୍ୟ ନ କଲେ ତେବେ ୟୁରିକ ଏସିଡ ଜନ୍ମ ହେବାକୁ ଲାଗିଥାଏ । ଅର୍ଥାତ ଆମ୍ଭ ବ୍ଲଡ଼ ରେ ୟୁରିନ ର ମାତ୍ରା ମିକ୍ସ ହେବାକୁ ଲାଗିଥାଏ । ତାହା ୟୁରିକ ଏସିଡ ରେ କନଭର୍ଟ ହୋଇଯାଇଥାଏ ଯାହା ଗଣ୍ଠି ମାନଙ୍କୁ ଚାଲି ଯାଇଥାଏ ।

ଯାହା ଫଳରେ ଗଣ୍ଠି ମାନଙ୍କରେ ଯନ୍ତ୍ରଣା ତଥା ନାନା ପ୍ରକାରର ପୀଡା ଅନୁଭବ ହୋଇଥାଏ । ତେବେ ଏହି ସମସ୍ୟା ଥିଲେ ଆପଣ କେଉଁ କେଉଁ ଜିନିଷ ଠାରୁ ଦୂରେଇ ରହିବେ ? କଣ ଖାଇବେ ? କଣ ନ ଖାଇବେ ? କେଉଁ କେଉଁ ସାବଧାନତା ଅବଲମ୍ବନ କରିବେ ? ଆଜି ଆମ୍ଭେ ଏହି ସବୁ ବିଷୟରେ କହିବାକୁ ଯାଉଅଛୁ । ସର୍ବ ପ୍ରଥମେ ଆପଣ ନିଜ ଓଜନ କୁ ବଢିବାକୁ ଦିଅନ୍ତୁ ନାହିଁ । ଅର୍ଥାତ ଓଜନ କୁ ସବୁବେଳେ କଣ୍ଟ୍ରୋଲ କରିବାର ଅଛି । ଆପଣ ନିଜକୁ ଫିଟ ରଖିବାକୁ ଚେଷ୍ଟା କରନ୍ତୁ ।

ଛେଳି ମାଂସ ଆଦୌ ଖାଇବେ ନାହିଁ । ଏହା ବ୍ୟତୀତ ଆପଣ ରାଜମା, ଡାଲି, କୋବି, ବିଲାତି, ପାଳଙ୍ଗ, ମଟର, ଚତୁ, ଦହି, ଆଚାର, ଏହି ଜିନିଷ ଆଦୌ ଖାଆନ୍ତୁ ନାହିଁ । କାରଣ ଏହି ସବୁ ଜିନିଷ ୟୁରିକ ଏସିଡ କୁ ବହୁତ ଅଧିକ ବଢାଇ ଥାନ୍ତି । ଆମିଷ ଖାଇବା ଦ୍ଵାରା ୟୁରିକ ଏସିଡ ଆହୁରି ଅଧିକ ବଢିଯାଇଥାଏ । ଆପଣ ଏହି କଥାକୁ ସବୁବେଳେ ଧ୍ୟାନ ରେ ରଖିବେ ଯେ ଆମିଷ ଆଦୌ ଖାଇବେ ନାହିଁ ।

ଯଦି ଆପଣ ଆମିଷ ଖାଉଛନ୍ତି ଏବଂ ୟୁରିକ ଏସିଡ କୁ କମ କରାଇବାର ମେଡ଼ିସିନ ନେଉଛନ୍ତି ତେବେ ସେ ମେଡ଼ିସିନ କାମ କରିବ ନାହିଁ । ଏହା ସହିତ ଫାଷ୍ଟଫୁଟ ଏବଂ ଆଲ୍କୋହଲ ର ମଧ୍ୟ ସେବନ କରନ୍ତୁ ନାହିଁ । ଦିନକୁ ଆପଣ ୫୦୦mg ଭିଟାମିନ ନେବାକୁ ହେବ । ଏହା ସହିତ ଆପଣ ଦିନକୁ ୬ ରୁ ୭ ଲିଟର ଜଳ ସେବନ କରନ୍ତୁ ।

ଆପଣ ଫାଇଭର ଯୁକ୍ତ ଯେଉଁ ସବୁ ଜିନିଷ ରହିଛି ତାହାକୁ ନିଶ୍ଚିତ ଭାବରେ ସେବନ କରନ୍ତୁ । ଆପଣଙ୍କୁ ନୀତିଦିନ ଏକ ଗ୍ଳାସ ଲେମ୍ବୁ ପାଣି ନିଶ୍ଚିନ୍ତ ସେବନ କରିବାକୁ ହେବ । ଏହା ସେବନ କରିବା ଦ୍ଵାରା ୟୁରିକ ଏସିଡ କମ ହୋଇଥାଏ । ଏହା ସହିତ ତରଭୁଜ ଖାଆନ୍ତୁ ଏବଂ ରଶୁଣ ଅଦା କୁ ନିଜ ଖାଦ୍ୟରେ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଗାଜର ଏବଂ ବିଟ କୁ ମିକ୍ସ କରି ଏହାର ଜୁଷ ଦିନକୁ ଥରେ ଅବଶ୍ୟ ସେବନ କରନ୍ତୁ ।

ଏହା ଶରୀରରୁ ୟୁରିକ ଏସିଡ କୁ ବାହାରକୁ ବାହାର କରିଥାଏ । ଅର୍ଥାତ ବ୍ଲଡ଼ କୁ ପ୍ୟୁର କରିଥାଏ । ବନ୍ଧୁଗଣ ଏହିଭଳି ଭାବରେ ଆପଣ ଖାଦ୍ୟପେୟ ର ଧ୍ୟାନ ରଖିଲେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *