Personality Test- ଜଣଙ୍କ ନାମ ଭାବି ବାଛନ୍ତୁ ଗୋଟିଏ ପାରା ଓ ଜାଣନ୍ତୁ ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ?

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୨ଟି ପାରା ର ଚିତ୍ର । ଗୋଟେ ବସିଥିବା ପାରା ଓ ଅନ୍ୟଟି ଉଡନ୍ତା ପାରା । ତେବେ ଆପଣଙ୍କୁ କେଉଁ ପାରାର ଚିତ୍ର ଭଲ ଲାଗିଛି ବା ଆକର୍ଷିତ କରିଛି ସେହି ଆଧାରରେ ଆମେ ଆପଣଙ୍କୁ ଭବିଷ୍ୟତ ବିଷୟରେ କହିବୁ । ଆଗକୁ ଦିନ ଗୁଡିକ କେମିତି ରହିବ ସେହି ବିଷୟରେ ବି କହିବୁ । ଆପଣ ଭଗବାନଙ୍କ ନାମ ନେଇ ୨ଟି ପାରା ମଧ୍ୟରୁ ଯେ କୌଣସି ଗୋଟିଏ ବାଛନ୍ତୁ ।

ଦୁଇ ଟି ପାରା ଜରିଆରେ ଆପଣଙ୍କ ବିଷୟରେ କିଛି ଗୁପ୍ତ ରହସ୍ୟ ବିଷୟରେ ଜାଣି ପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ପ୍ରଥମ ପାରା : ଯଦି ଆପଣ ପ୍ରଥମ ପାରା ଟି ଚୁଜ କରିଛନ୍ତି ଯେଉଁ କାମରେ ହାତ ଦେଉଛନ୍ତି ତାହା ସଫଳ ହେଉଛି । ଯେଉଁ ମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରିବାର ସମ୍ଭାବନା ଅଛି । ଆପଣ ବିଜୟୀ ହୋଇଛନ୍ତି ତଥାପି ଆପଣଙ୍କ ଜୀବନରେ ଶାନ୍ତି ନାହି ।

ଶତ୍ରୁ ଆପଣଙ୍କ ସହ ହାତ ମିସାଇବାର ଭାବନା ଆପଣଙ୍କ ମନରେ ଆସୁଛି । ଆପଣ ଯେ କୌଣସି ଜୀବ ରଖିଛନ୍ତି ତାକୁ ନେଇ ଚିନାରେ ଅଛନ୍ତି । ବର୍ତ୍ତମାନ ଯାହା ସମସ୍ଯା ଚାଲୁଥିଲା ତାହା ଦୂର ହେବ । ବର୍ତ୍ତମାନ ନିଜର ଜାତକ ବିଚାର କରାଇ ନିଅନ୍ତୁ ଓ ଏହାର ନିରାକରଣ କରନ୍ତୁ । ପୁତ୍ର ଚିନ୍ତାରେ ବ୍ୟଥିତ ହୁଅନ୍ତୁ ନାହି । ବର୍ତ୍ତମାନ ସନ୍ତାନକୁ ନେଇ କଷ୍ଟ ଭୋଗ୍ୟ ପାରନ୍ତି । ଆପଣ ଅଶୁଭ ଗ୍ରହର ପ୍ରତିକାର କରାଇ ନିଅନ୍ତୁ ।

୨- ଦ୍ଵିତୀୟ ପାରା : ଯଦି ଆପଣ ଦ୍ଵିତୀୟ ପାରା ବାଛିଛନ୍ତି ତେବେ ଆପଣ ଚିନ୍ତା କରନ୍ତୁ ନାହି । ଏବେ ଚିନ୍ତା ଦୂର ହେବାର ସମୟ ଆସିଯାଇଛି । କର୍ମ କରିଛନ୍ତି ତାହାର ଫଳ ପାଇବାରେ ବିଳମ୍ବ ହୋଇପାରେ କିନ୍ତୁ ନିଶ୍ଚୟ ପ୍ରାପ୍ତ ହେବ । ବର୍ତ୍ତମାନ ଆପଣ ଗ୍ରହ ପୂଜା କରନ୍ତୁ । ସମୟ ଭଲ ଥିଲେ ବି ଗ୍ରହ ଶୁଭ ଫଳ ଦେବାରେ ବାଧା ଆଣି ଦେବ ।

ଆପଣଙ୍କ ଜୀବନରେ ଏପରି ଭାବୁଛନ୍ତି କି ଦୁଖରେ ଜୀବନ କଟିବ କିନ୍ତୁ ଧର୍ଯ୍ୟ ଧରନ୍ତୁ । ଆପଣଙ୍କର ଦୁଖ ଶେଷ ସମୟ ଆସିଯାଇଛି । କିଛି ଦିନରେ ଆପଣଙ୍କୁ ଏତେ ସୁଖ ମିଳିବ ଯାହା ଆପଣ କେବେ ଚିନ୍ତା କରି ନାହାନ୍ତି । ମହାପ୍ରଭୁଙ୍କ ନାମ ସ୍ମରଣ କରନ୍ତୁ ନିଶ୍ଚୟ ଜୀବନରେ ଖୁସି ରହିବେ । ଆପଣ ଯେତେ ସତର୍କ ହେଲେ ବି ଲୋକେ ଅସୁବିଧାରେ ପକାଉଛନ୍ତି ।

ଏ ନେଇ ଆପଣ ଘୋର ଚିନ୍ତାରେ ପଡ଼ୁଛନ୍ତି । ଏପରି ସ୍ଥିତିରେ ଆପଣ ଅଧିକ ଭାଙ୍ଗି ପଡୁଛନ୍ତି । କିନ୍ତୁ ଏବେ ସମୟ ଭଲ ଆସିବାର ଅଛି । ନିମ୍ବ ବା ଓସ୍ତ ଗଛ ମୂଳରେ ଜଳ ପ୍ରଦାନ କରନ୍ତୁ । ଆପଣଙ୍କ ପାଇଁ ଜଗନ୍ନାଥ ଭଗବାନଙ୍କ ବିଷୟରେ ଚିନ୍ତା କରିବା, ନାମ ଜପ ଓ ଦର୍ଶନ କରିବା ସଫଳତା ନେଇକି ଆସିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *