ଯାହା ପଢିବ ସବୁ ମନେ ରହିବ ! ପାଠ ମନେ ରଖିବାର Best Tips 

ଆମେ ଆମ ଜୀବନରେ ଶିକ୍ଷା କୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରେ ରଖିଥାଉ । କାରଣ ମଣିଷ ଯଦି ଜୀବନରେ ଉପରକୁ ଉଠିବାକୁ ଚାହିଥାଏ , ତେବେ ଶିକ୍ଷା ହେଉଛି ଏକ ସିଡି ଯାହା ଦ୍ଵାରା ସେ ସେହି ଲକ୍ଷ କୁ ହାସଲ କରିଥାଏ । କିନ୍ତୁ ଆଜିର ସମସ୍ୟା ହେଉଛି ପିଲାମାନେ ବା ଛାତ୍ର ଯେତେ ପଢୁଛି ଦିନ ରାତି ବସି ପାଠ ପଢିଥାଏ , କିନ୍ତୁ ପରୀକ୍ଷାରେ ଭୁଲି ଯାଇଥାଏ ଏହାକୁ ନେଇ ପିତାମାତା ଚିନ୍ତିତ ରହିଥାନ୍ତି ।

କିନ୍ତୁ ଆଜି ମୁ ଆପଣମାନଙ୍କୁ ପାଠ କୁ ପଢିବାର କିଛି ନିୟମ ପଦ୍ଧତି ବିଷୟରେ ଅବଗତ କରାଇବି ଯାହାକୁ କରିବା ଦ୍ଵାରା ଖୁବ କମ ସମୟରେ ପାଠ କୁ ପଢିବା ସହ ଜୀବନ କାଳ ପାଇଁ ତାହାକୁ ମନେ ରଖିପାରିବେ । ପିଲା ଯେବେ ପାଠ କୁ ପଢିଥାଏ , ସେତେ ବେଳେ ସେ ତାହାକୁ ବହୁତ କଷ୍ଟ ଏହାକୁ ମୁ କରିପାରିବି ନାହିଁ ଏହି ସବୁ ଭାବି ପଢିଥାଏ । ଆଊ କିଛି ପିଲାମାନେ ଏହାକୁ ଆଦୌ ନ ପାଢି ପରୀକ୍ଷାର ପୂର୍ବ ଦିନ ପଢି  ପରୀକ୍ଷା ଦେବାକୁ ଯାଇଥାନ୍ତି ।

ଏହା ସେମାନଙ୍କୁ କୋଣସି ପ୍ରକାର ସଫଳତା ଦେଇନଥାଏ । କିନ୍ତୁ ଆସନ୍ତୁ ଜାଣିବା ପାଠ କୁ କିପରି ପଢିବା  ଏବଂ ଏହାର ମନ ରଖିବାର ନିୟମ ସମ୍ବନ୍ଧରେ ।   କୋଣସି ଜିନିଷକୁ ଯଦି ଆପଣ ବୁଝି ବୁଝି ପଢନ୍ତି , ଯେମିତିକି ଆମେ ଯେବେ କୋଣସି ସିନେମା ଦେଖିବାକୁ ଯାଇଥାଉ । ପ୍ରଥମେ ଆମେ ସେହି ସିନେମାର ହିରୋ ହିରୋଇନ ସମସ୍ତ ବିଷୟକୁ ବୁଝିବାକୁ ଚେଷ୍ଟା କରିଥାଉ ସେମାନେ କଣ କହିବାକୁ ଚାହୁଛନ୍ତି ତାହା ବୁଝିବାକୁ ଚେଷ୍ଟା କରୁ ଠିକ ସେହିପରି , ଯଦି ଆମେ ପାଠ ପଢିବା ସମୟରେ ପାଠର ବିଷୟକୁ ବୁଝି ବୁଝିକା ପଢିଥାଉ ତେବେ ଏହା ମଧ୍ୟ ଆମ କୁ ମନେ ରହିଥାଏ ।

ଏହି ବିଷୟକୁ ଆମେ ଜୀବନ ସାରା ମନେ ରଖିଥାଉ ।କୋଣସି ବିଷୟକୁ ବୁଝିକି କରିବା ବା ପଢିବା ଦ୍ଵାରା ଆମ କୁ ଜୀବନ ର ଶେଷ ମୁହୁତ୍ତ ଯେ ମନେ ରହିଥାଏ ।  ଦ୍ଵିତୀୟ ହେଲା  କୋଣସି ଉତ୍ତରର ପଏଣ୍ଟସ ବାହାର କରନ୍ତୁ , ଏବଂ ଏହାକୁ ଆମର ଜୀବନର ଘଟଣା ସହିତ ଯୋଡି କି ମନେ ରଖନ୍ତୁ । କାରଣ ଜୀବନ ସହିତ ଯୋଡିକି ମନେ ରଖିବା ଦ୍ଵାରା ଆମ କୁ ଏହା ପୁରା ଜୀବନ ମନେ ରହିଥାଏ । ମନେ ରଖିବାର ଉପାୟ ହେଉଛି ଜୀବନ ର ଘଟିଥିବା ବିଷୟ ସହିତ ଯୋଡିବା ସହ ତୁରନ୍ତ ମନେ ରହିଥାଏ ।

ତୃତୀୟ ଆମେ ପଢୁଛୁ ସତ କିନ୍ତୁ ତାହକୁ ଆଉ ଥରେ ରିଭିଜନ କରିନଥାଉ । ଏହା ଦ୍ଵାରା ଆମେ ତାହାକୁ ଜଳଦି ଭୁଲି ଯାଇଥାଉ । ତେଣୁ କରି ପଢିଲା ପରେ ରାତିରେ ଏହାକୁ ଥରେ ରିଭିଜନ କରିବା ନିହାତି ଜରୁରୀ ହୋଇଥାଏ ପାଠ ଭୁଲିବାର ସମ୍ଭାବନା ରହି ନ ଥାଏ । ଚତୁର୍ଥ ରେ ପାଢି ସାରିଲା ପରେ ଯାହା ପଢିଛ ତାହାକୁ ନିଜର ଲେଖିବାକୁ ଚେଷ୍ଟା କରିବେ । କାରଣ ଲେଖିକି ଚେଷ୍ଟା କରିବା ସମୟରେ ଆମେ ତାହାକୁ ଆହୁରି ଅଧିକ ଆମେ ରଖିଥାଉ ।

ପାଞ୍ଚ ମରେ ଏହାକୁ ଗୁପ୍ତ ଭାଗ  କରି ମନେ ରଖନ୍ତୁ । ଶେଷ ରେ ଉତ୍ତର ସହ କଥାବାର୍ତ୍ତା କରନ୍ତୁ । କାରଣ ଯଦି ଆମେ ପାଠ ସହିତ କଥା କରୁ ତେବେ ଆମେ ତାହାକୁ ସହଜରେ ମନେ ରଖିଥାଉ । ଏହାକୁ ନିହାତି କରନ୍ତୁ ଦେଖିବେ ଆପଣଏନକେ ପାଠ ବହୁତ ଶିଘ୍ର ମନେ ରଖିପାରିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *