ଯଦି ଏହି ଗଛ କଉଠି ମିଳିଯାଏ ତା ହେଲେ ଧନବାନ ହେବାରୁ ଆପଣଙ୍କୁ ଖେୟ ବି ଅଟକାଇ ପାରିବେ ନାହିଁ, ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା !

ବନ୍ଧୁଗଣ ପ୍ରତେକ ଲୋକଙ୍କ ଘରେ କିଛି ନା କିଛି ଗଛ ନିଶ୍ଚୟ ଥାଏ । କିଛି କିଛି ଲୋକଙ୍କ ଘରେ ଅରଖ ଗଛ ଥାଏ । ଭଗବାନ ଶିବଙ୍କର ପ୍ରିୟ ହେଉଛି ଏହି ଗଛ । ଯଦି ଆପଣଙ୍କ ଘର ପାଖରେ ଏହି ଗଛ ଆସି ତେବେ ତୁରନ୍ତ ଏହାର ଚେର ଆଣି ଘରେ ରଖନ୍ତୁ । ଦେଖିବେ ଆପଣଙ୍କର ସବୁ ଦୁଖ ଦୂର ହୋଇଯିବ । ପ୍ରାୟତଃ ଘରେ ବହୁତ ସୁଖ ସୁବିଧା ଥାଇ ବି ଅସାନ୍ତି ଦେଖାଯାଏ । ଘରେ ଅନେକ ସମୟରେ କଳହ ହେବ ସହ ଧନର ଅଭାବ ଦେଖାଯାଏ ।

ଆଜି ଆମେ ଆପଣଙ୍କୁ ଅରଖ ଗଛର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଆପଣ ମାନେ ଜାଣିଥିବେ ଅରଖ ଗଛର କ୍ଷୀର ବିଷାକ୍ତ ହୋଇଥାଏ । ତେଣୁ ଏହାକୁ ଘରେ ନ ଲଗାଇ ବାଡିରେ ଲଗାଇବା ଉଚିତ । ଏହି ଗଛରେ ଭଗବାନ ଗଣେଶ ମଧ୍ୟ ବାସ କରନ୍ତି । ଏହି ଗଛ ଘରେ ଲଗାଇଲେ କେବେ ବି ଖରାପ ଶକ୍ତି ରହିବେ ନାହି । ଏହି ଗଛର ଚେର କୁ ଘରେ ରଖିଲେ ଶୁଭ ହେବା ସହ ଆପଣଙ୍କର ଖରାପ ସମୟ ଦୂର ହୁଏ ।

ଯଦି ଆପଣଙ୍କର ଖରାପ ସମୟ ଚାଲିଛି ବା ଭାଗ୍ୟ ସାଥ ଦେଉ ନାହି ତେବେ ଏହି ଗଛର ଚେର ଆଣି ରଖିଲେ ଏହା ଦୂର ହୁଏ । ଏହା ଦ୍ଵାରା ଘରୁ ନେଗେଟିଭ ଏନର୍ଜି ଦୂର ହେବା ସହ କଳହ ଦୂର ହୁଏ । ଯଦି ଆପଣଙ୍କୁ ଲାଗୁଛି କେହି ତନ୍ତ୍ର ମନ୍ତ୍ର କରିଛି ତେବେ ଅରଖ ଗଛର ଚେରକୁ କୌଣସି ପୂର୍ଣ୍ଣିମା ଦିନ ନାଲି କପଡାରେ ବାନ୍ଧି ଘରେ ରଖନ୍ତୁ । ଏହାକୁ ନିତ୍ୟ ପୂଜା କରନ୍ତୁ । ଆପଣଙ୍କ ଘର ଆଗରେ ଥିବା ଗଛକୁ ଓମ ନମହ ବିଘ୍ନାୟ ଗଣ ଗଣପତୟ ନାମହ ମନ୍ତ୍ର ଜପ କରି ଜପ ଅର୍ପଣ କରନ୍ତୁ ।

ଦେଖିବେ ଆପଣଙ୍କର ସବୁ ଦୁଷ୍ଟ ଗ୍ରହ ଶାନ୍ତ ହୋଇଯିବେ । ଏହି ଗଛର ଚେରକୁ ଭଗବାନଙ୍କ ନିକଟରେ ରଖିକି ୧୦୮ ଥର ଓମ ନମହ ଅଗ୍ନିରୂପାୟ ନମହ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ କୌଣସି ଭୟ ରହିବ ନାହି । ଯଦି ସୋଇଥିବା ବେଳେ ଆପଣଙ୍କ ପିଲା ବାରମ୍ବାର ଚମକୁଛି ବା ଉଠିଛି ବା ଭୟ କରୁଛି ତେବେ ଏହି ଗଛର ଚେର, ରେଡ ଷ୍ଟୋନ, ରସୁଣ ୪ଟି, ମୟୂର ପର, ଏକ କପଡାରେ ବାନ୍ଧି ପିଲା ପାଖରେ ରଖିଲେ ଏହା ଦୂର ହୋଇଥାଏ ।

ଅରଖ ଗଛ ଏମିତି ଏକ ଗଛ ଯାହାକୁ କେବେ ହାଣିବା ବା ଗୋଇଠା ମାରିବା ଅନୁଚିତ । ଯଦି ଆପଣଙ୍କର ଡାଇବେଟିସ ଅଛି ତେବେ ଅରଖ ଗଛର ୨ଟି ପତ୍ରକୁ ପାଦ ତଳେ ରଖିକି ରାତିରେ ବାନ୍ଧିକି ସୋଇବେ ତେବେ ଏହା ଦୂର ହୋଇଥାଏ । ଏହା ବହୁତ ଉପକାରୀ ଗଛ ଅଟେ । ଆପଣଙ୍କ ଘରେ ଅସାନ୍ତି ହେଉଥିଲେ ବା କଳହ ହେଉଥିଲେ ଅରଖ ଗଛର ଚେର କୁ ପୂଜା କରି ମନ୍ତ୍ର କୁହନ୍ତୁ ନିଶ୍ଚୟ ଦୂର ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *