ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଚାରି ରୁ ପାଞ୍ଚ ଲକ୍ଷଣ ସମ୍ବନ୍ଧରେ, ଯଦି ଏହା ଆପଣଙ୍କ ଶରୀର ମଧ୍ୟରେ ଦେଖାଯାଉଅଛି ତଥା ଆପଣ କିଛି ପରିବର୍ତ୍ତନ ଅନୁଭବ କରୁଛନ୍ତି ତେବେ ହୋଇପାରେ ଯେ ଆପଣଙ୍କୁ ଡାଇବେଟିଜ ହୋଇଅଛି । ମାତ୍ର ଯଦି ଆପଣଙ୍କୁ ଲାଗୁଅଛି ଯେ ମୋର ସୁଗାର ବଢୁଅଛି ତେବେ ସଚେତ ହୋଇ ଜାଆନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ସମ୍ବନ୍ଧରେ ।
୧;- ବାରମ୍ବାର ପରିସ୍ରା ଲାଗିବା । ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଅଛି ତଥା ବାରମ୍ବାର ଆପଣ ବାଥରୁମ ଯାଉଛନ୍ତି ତେବେ ଏହା ହୋଇପାରେ ଯେ ଆପଣଙ୍କୁ ଡାଇବେଟିସ ହୋଇପାରେ । ଶରୀରରେ ଗ୍ଳୁକୋଜ ର ପରିମାଣ ବଢିଗଲେ ବାରମ୍ବାର ପରିସ୍ରା ଲାଗିଥାଏ । ୨;- ଆପଣ ବାରମ୍ବାର ପରିସ୍ରା କରିବାକୁ ଗଲେ ଆପଣଙ୍କୁ ଅଧିକ ଶୋଷ ଲାଗିବ । ଯଦି ଆପଣଙ୍କ ମୁଖ ବାରମ୍ବାର ଶୁଖୁଥାଏ ତେବେ ଏହା ମଧ୍ୟ ଗୋଟିଏ ଲକ୍ଷଣ ହୋଇପାରେ ।
୩;- ଅଚାନକ ଭାବରେ ଆପଣଙ୍କ ଓଜନ କମିବାକୁ ଲାଗିବ । ଆପଣ ଓଜନ କମାଇବା ନିମନ୍ତେ କିଛି କରୁ ନାହାଁନ୍ତି ମାତ୍ର ଆପଣଙ୍କ ଓଜନ ଅଚାନକ ଭାବରେ ୩ ରୁ ୪ kg କମିବାକୁ ଲାଗିଛି ତେବେ ଏହା ଡାଇବେଟିସ ର ଲକ୍ଷଣ ହୋଇପାରେ ।
୪;- ଅଚାନକ ଭାବରେ ଆପଣ ଯଦି ଦେଖୁଛନ୍ତି ଯେ ବାରମ୍ବାର ଆପଣଙ୍କୁ ଭୋକ ଲାଗୁଅଛି, ତେବେ ଏହା ମଧ୍ୟ ଡାଇବେଟିସ ର ଲକ୍ଷଣ ହୋଇଥାଏ । ୫;- ଯଦି ଆପଣଙ୍କ ପାଦର ତଳ ଭାଗରେ ସୁନ ଲାଗୁଅଛି । ଅଥବା ସେଠାରେ ପେନ ଅଧିକ ହେଉଅଛି ତେବେ ଏହା ମଧ୍ୟ ଏକ କାରଣ ହୋଇପାରେ ଆପଣଙ୍କୁ ଡାଇବେଟିସ ହେବାର ।
କାରଣ ହାଇ ବ୍ଲଡ଼ସୁଗାର ଆମ୍ଭର ନର୍ଭସ କୁ ଡାମେଜ କରିଥାଏ । ଏବଂ ଆମ୍ଭ ପାଦ ତଳ ଆମ୍ଭ ହାର୍ଟ ରୁ ସବୁଠାରୁ ଅଧିକ ଦୂରରେ ଉପସ୍ଥିତ ଅଟେ । ଯଦି ଆମ୍ଭର ନର୍ଭ ସିଷ୍ଟମ ଡାମେଜ ହୋଇଥାଏ ତେବେ ଆମ୍ଭର ପାଦ ଶୂନ ପଡିବାକୁ ଲାଗିଥାଏ । ଯଦି ଏଭଳି ହେଉଅଛି ତେବେ ହୋଇପାରେ ଯେ ଆପଣଙ୍କୁ ଡାଇବେଟିସ ହୋଇଅଛି ।
୬;- ଯଦି ଆପଣଙ୍କୁ ଅଚାନକ ଭାବରେ କୌଣସି ଅକ୍ଷର ଦେଖାଯାଇନଥାଏ । ମାତ୍ର ଯଦି ଆପଣ ଚଷମା ପିନ୍ଧୁଛନ୍ତି ତେବେ ସେହି ଚଷମା ର ପାୱାର ରେ ମଧ୍ୟ ଅଚାନକ ଭାବରେ ସବୁକିଛି ଅଦୃଶ୍ୟ ହେବାକୁ ଲାଗିଥାଏ, ତେବେ ଏହା ମଧ୍ୟ ବ୍ଲଡ଼ସୁଗାର ଅଚାନକ ଭାବରେ ବଢିବାର ଏକ ଲକ୍ଷଣ ହୋଇଥାଏ । କାରଣ ହାଇବ୍ଲଡ଼ସୁଗାର ଆମ୍ଭ ଆଖି ଉପରେ ବିଶେଷା କରି ପ୍ରଭାବ ପକାଇଥାଏ ।
ତେବେ ବନ୍ଧୁଗଣ ଆପଣ ଏହିସବୁ ଲକ୍ଷଣ ମାନଙ୍କ ମଧ୍ୟରୁ କୌଣସି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରି ଔଷଧ ସେବନ କରି ସୁସ୍ଥ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ