ଯଦି ଆପଣ ରାତିରେ ଖାଉଛନ୍ତି ଭାତ, ତେବେ ସତର୍କ ରୁହନ୍ତୁ

ବନ୍ଧୁଗଣ ଭାତ ଆମକୁ ଶେତ୍ୱସାର ଯୋଗେଇବା ସହିତ ଆଜିର ଦିନରେ ବହୁତ ଲୋକ ମାନେ କେବଳ ଭାତ ର ସେବନ ହିଁ କରି ଥାନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ମଧ୍ୟରୁ କିଛି ଲୋକ ମାନେ ଏମିତି ରହି ଥାନ୍ତି , ଯେଉଁ ମାନେ ନିଜର ଧ୍ୟନ ନ ରଖି , ସେମାନେ ଏହି ଭାତ କୁଦୀନର ସବୁ ସମୟରେ ଖାଇ ଥାନ୍ତି ।

ହେଲେ କଣ ଆପଣ ମାନେ ଏହି କଥା କୁ କେବେ ବି ଭାବିଛନ୍ତି କି । ଆପଣ ମାନେ ଲେଟ କରି ଖାଇବା ତଥା ଖାସ୍ କରି ରାତି ସମୟ ରେ ଏବଂ ଏହି ଭାତ କୁ ଅଧିକ ପରିମାଣ ରେ ଖାଇବା ଦ୍ୱାରା ଆମର ବହୁତ ପରିମାଣ ରେ କ୍ଷେତି ବି ହୋଇ ଥାଏ । ତେବେ ଆସନ୍ତୁ ସେହି ସବୁ କ୍ଷେତି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ଭାତ ଆମକୁ ସ୍ୱେତ ସାର ଯେଗେଇ ଥାଏ । ହେଲେ ଏହା ଆମ ଶୀର କୁ ପ୍ରଚୁର ମାତ୍ରା ରେ ଶକ୍ତି ଯୋଗେଇ ବାରେ ସମର୍ଥ ହୋଇ ପାରେ ନାହିଁ । ପ୍ରଥମେ ଯଦି କହିବା ତେବେ ଅଧିକ ଭାବେ ଏହି ଭାତର ସେବନ କରିବା ଦ୍ୱାରା ଆମର ମୋଟା ପଣ ବଢି ଥାଏ ।

ଭାତ ରେ ଅଧିକ ପରିମାଣ ରେ ଫେଟ୍ ରହି ଥିବାରୁ ଏହା ଆମର ମୋଟା ପଣ ବଢାଏ । ସେହି ପରି ଭାବେ ଅଧିକ ପରିମାଣ ରେ ଭାତ ର ସେବନ କରିବା ଦ୍ୱାରା ଆମର ଶରୀରର ସୁଗାର ର ଲେବୁଲ ବହୁତ ପରିମାଣ ରେ ବଢି ଯାଏ ।

ବହୁତ ସମୟ ରେ ଆମେ ମାନେ ଯଦି ଲେଟ୍ ରେ ବା ରାତ୍ରୀ ସମୟ ରେ ଏହି ଭାତ ର ସେବନ କରି ଥାନ୍ତି । ତେବେ ସେମିତି କ୍ଷେତ୍ର ରେ ଆମକୁ ବହୁତ ଅଳସୁଆ ଲାଗି ଥାଏ । ଯେଉଁ ମାନେ ଖାଇବା ପରେ କାମ କରନ୍ତି । ତେବେ ସେମାନଙ୍କ ପାଇଁ ଭାତ ର ଅଧିକ ସେବନ କରିବା ଭଲ ନୁହେଁ । ଏହା ସଠିଖ୍ ଭାବେ ହଜମ ହୋଇ ପାରେ ନାହିଁ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କହିବୁ କି ।

ଆପଣ ମାନେ ସବୁ ସମୟ ରେ ଏହି ଭାତ ର ଅଳ୍ୱ ଏବଂ ରୁଟି ର ସେବନ କରିବା ହିଁ ଆମର ଦେହ ପାଇଁ ବହୁତ ଭଲ ହୋଇ ଥାଏ ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *