ଅନୁଭବ ଙ୍କ ସମ୍ପତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଆମ ଓଲିଉଡ ଇଣ୍ଡଷ୍ଟ୍ରୀର ମେଗା ଷ୍ଟାର ବା ବାଦସାହ ଅନୁଭବ ମହାନ୍ତି କୁ ଆପଣ ମାନେ ଚିହ୍ନି ଥିବେ । ତେବେ ଆମେ ଆଜି ଆପଣ ମାନଙ୍କୁ ତାଙ୍କ ବିଷୟ ରେ ଏବଂ ତାଙ୍କର ପରିବାର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଅନୁଭବ ମହାନ୍ତି ଓଲିଉଡ ରେ 2004 ରେ ପାଦ ଦେଇ ଥିଲେ ତାଙ୍କର ପ୍ରଥମ ଫିଲ୍ମ ଆଇଲଭ୍ ୟୁ ଥିଲା ଏବଂ ପରେ ସେ ଅନେକ ଫିଲ୍ମ କରିଛନ୍ତି, 2012 ରେ ବାଳୁଙ୍ଗା ଟୋକା ଫିଲ୍ମ କରିଥିଲେ ।

ଜାହା ଏତେ ପରିମାଣ ରେ ହିଟ୍ ହୋଇ ଥିଲା କି ଜାହା ଓଲିଉଡ ର ସବୁ ରେକୋର୍ଡ କୁ ଭାଙ୍ଗୀ ଦେଇ ଥିଲା । ଏହା ପରେ ପରେ ସେ ଓଡ଼ିଆ ଫିଲ୍ମ ସମଥିଙ୍ଗ ସମଥିଙ୍ଗ ରେ ବି ରେକୋର୍ଡ କରି ଥିଲେ । ଏବଂ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ସବୁ କଳାକାର ଠାରୁ ଅଧିକ ଟଙ୍କା ନେଇ ଥାନ୍ତି । ସେ ଓଡ଼ିଶା ର ହାଇଏଷ୍ଟ ପେଡ୍ ଅଭିନେତା ରହିଛନ୍ତି ।

2014 ରେ ଓଲିଉଡ କୁଇନ୍ ବର୍ଷା କୁ ସେ ବିବାହ କରି ଥିଲେ । ଏବଂ ସେ ବିବାହ କରିବା ପରେ ହିଁ ସେହି 2014 କେ ହିଁ ସେ ପଲିଟିକ୍ସ ରେ ପ୍ରେବଶ କରି ଥିଲେ । ଏବଂ ବର୍ତମାନ ସମୟ ରେ ସେ କେନ୍ଦ୍ରାପଡା ରୁ ଇଲେକ୍ଟେଡ୍ ହୋଇଛନ୍ତି  ସାଂଶଦ ପଦ ରେ ।

ତେବେ ଆପଣ ମାନଙ୍କୁ ସୂଚନା ଦେବହୁ କି ଅନୁଭବ ମହାନ୍ତି ଗୋଟିଏ ଓଡ଼ିଆ ଫିଲ୍ମ ପାଇଁ 7 ଲକ୍ଷ ରୁ 15 ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଅନୁଭବ ମହାନ୍ତି ଙ୍କ ମୋଟ ସଂମ୍ପତୀ ହେଲା 25 କୋଟି ଏବଂ ତା ସହିତ ଆଲିସାନ୍ ଘର ଏବଂ ଲଗ୍ଜରୀ କାର୍ ମଧ୍ୟ ତାଙ୍କ ପାଖରେ ରହିଛି ।

ତେବେ ଆପଣ ମାନଙ୍କୁ ଏହି ଓଲିଉଡ ର ଭାଈଜାନ୍ ବା ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରିବେ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *