Tarot card reading- ଈଶ୍ଵରଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି, ମିଳିବ କେଉଁ ଖୁସି ଖବର

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଭିନ୍ନ ଧରଣର ବିଷୟ ବସ୍ତୁ । ଏହି ୫ଟି ନମ୍ବର ମଧ୍ୟରୁ ଆପଣ ଚାହିଁଲେ ଅଲଗା ଅଲଗା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାଛି ପାରିବେ । ଆପଣ ଏହାକୁ ମଜାଳିଆ ଭାବେ ପଢି ପାରିବେ । ହୋଇପାରେ ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ । କାରଣ ଏହା ଏକ ଜେନେରାଲ ରିଡିଙ୍ଗ ଅଟେ ।

ଆପଣଙ୍କ ଭାଗ୍ୟରେ କଣ ସବୁ ଖୁସି ଖବର ନେଇ କରି ଆସୁଛି ତାହା ଆପଣ ୫ଟି ନମ୍ବର ମଧ୍ୟ ରୁ ଯେ କୌଣସି ଗୋଟେ ବାଛି ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯେଉଁ ମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆଗାମୀ ସମୟରେ ଆପଣ ଯେଉଁ ଜିନିଷର ଅପେକ୍ଷା କରିଛନ୍ତି ତାହା ସଠିକ ଦିଶାରେ ଅଛି । ଆପଣଙ୍କର ସେଇ କାମ ପୁରା ହେବା ପାଇଁ ଟିକେ ସମୟ ଲାଗିପାରେ । କ୍ଯାରିୟରକୁ ନେଇ ବା କୌଣସି ନିସ୍ପତି ନେବା ପାଇଁ ବା କୌଣସି କାମ କରି ସାରିଛନ୍ତି ବାସ ତାହା ହେବାକୁ ଯାଉଛି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି  ଆଗାମୀ ସମୟରେ ସମ୍ପର୍କ ରେ ବାଲାନ୍ସ ଆସିବ ଯାହାର ଅଭାବ ଥିଲା । ଯାହାଙ୍କ ସହ ସମ୍ପର୍କ ଖରାପ ଥିଲା ସେସବୁ ଠିକ ହୋଇଯିବ । ଆପଣଙ୍କ ସାଥି ଆପଣଙ୍କୁ ବହୁତ ସହଯୋଗ କରିବେ ଯାହା ଆଗରୁ ହେଉ ନ ଥିଲା । ଆପଣଙ୍କ ବହୁତ ଭଲ ଚେଞ୍ଜ ଦେଖିବାକୁ ମିଳିବ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣ ପାଠ ପଢାକୁ ନେଇ ହେଉ ବା ରିଲେଶନକୁ ନେଇ ହେଉ ସବୁଥିରେ ସ୍ଥିତି ଭଲ ରହିବ । ଆପଣଙ୍କ କ୍ୟାରିୟରକୁ ନେଇ ବହୁତ ଭଲ ସମୟ ରହିଛି । ଆଗାମୀ ସମୟରେ ଆପଣଙ୍କୁ ସବୁ କିଛି ମିଳିବ । ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଲାଇଫରେ ବହୁତ ଚେଞ୍ଜ ହେଉଛି । ଜୀବନରେ ଏହା ପରିବର୍ତ୍ତନର ମୁମେଣ୍ଟ ଅଟେ ଯାହା ପାଇଁ ଆପଣ ଦୁଖୀ, ନିରାଶ ଅଛନ୍ତି । ଆପଣ ଭାବୁଛନ୍ତି ହାରିସାରିଛନ୍ତି କିନ୍ତୁ ଏମିତି କିଛି ନାହି । ଆପଣ ଯାହାକୁ ଭରସା କରିଥିଲେ ସେ ଆପଣଙ୍କୁ ଧୋକା ଦେଇଛନ୍ତି କିନ୍ତୁ ଆଗାମୀ ସମୟରେ ଆପଣଙ୍କର ନୂଆ ଜୀବନର ଆରମ୍ଭ ହେବ ।

୫- ପଞ୍ଚମ ନମ୍ବର : ଯେଉଁମାନେ ପଞ୍ଚମ ନମ୍ବର ଚୁଜ କରିଛନ୍ତି ଆଗାମୀ ସମୟରେ ଆପଣ ଯାହା ଚାହୁଁଛନ୍ତି ତାହା ହେବ । ଆପଣ ଯେଉଁଠି ପଇସା ଲଗାଇଛନ୍ତି ସେଥିରେ ଫାଇଦା ପାଇବା ସହ ଧନ ବଢିବ । ଆଗାମୀ ସମୟରେ ଆପଣ ପଇସା ଜରିଆରେ ବହୁତ କିଛି କରିପାରିବେ । ଘର ସମ୍ବଧିତ କାମ କରିପାରିବେ ।

ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *