Tarot card reading- ହୃଦୟରୁ ବାଛନ୍ତୁ ଯେକୌଣସି 1 ମାଛ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ? ଯାହା ହେବ 100 % ନିଶ୍ଚିତ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଉ ଏକ ନୂତନ ଜେନେରାଲ କାର୍ଡ ରିଡିଂ ଆଜିର ଏହି ବିଷୟ ରେ ଆପଣ ନିମ୍ନୋକ୍ତ ଥିବା ଦୁତୀ ମାଛ ମଧ୍ୟରୁ କୌଣସି ମାଛ କୁ ଚୟନ କରି ଜାଣି ପାରିବେ କି ଆପଣ ଙ୍କ ଭାଗ୍ୟରେ ଏପରି କଣ ହେବାକୁ ଯାଉଛି । ବନ୍ଧୁଗଣ ଏହା ଏକ ଜେନେରାଲ ଟେରୋ କାର୍ଡ ରିଡିଂ ଅଟେ । ଆପଣ ଏହାକୁ ନିଜର ମନୋରଞ୍ଜନ ପାଇଁ ମଧ୍ୟ ନେଇ ପାରନ୍ତି ।

ବନ୍ଧୁଗଣ ଯଦି ଆପଣ ପ୍ରଥମର ଗୋଲ୍ଡ ଫିସ୍ କୁ ଚୟନ କରିଛନ୍ତି, ତେବେ ଆପଣ ଙ୍କୁ ଆପଣ ଙ୍କ ଜୀବନରେ ଲୋକ ମାନଙ୍କ ଠାରୁ ଅନେକ ଅପେକ୍ଷା ରହିଥାଏ । କିନ୍ତୁ ସେହି ଅପେକ୍ଷା କେବେ ମଧ୍ୟ ପୂରଣ ହୋଇ ନଥାଏ । ଯାହା ଉପରେ ମଧ୍ୟ ଆପଣ ବିଶ୍ବାସ କରନ୍ତି, ସେହି ବ୍ୟକ୍ତି ଆପଣ ଙ୍କର ବିଶ୍ବାସ କୁ ଭାଙ୍ଗି ଦେଇଥାଏ ।

କିନ୍ତୁ ଆପଣ କେବେ ମଧ୍ୟ କାହାର ବିଶ୍ବାସ କୁ ଭାଙ୍ଗି ନଥାନ୍ତି । ଅଳସ ଆପଣ ଙ୍କ ଉପରେ ହାବି ହୋଇ ଯାଇଥାଏ । କିନ୍ତୁ ଆପଣ ଏହାକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ମିଛ ଆପଣ ଙ୍କୁ ପସନ୍ଦ ହୋଇ ନଥାଏ । ଆପଣ ନିଜେ ମିଛ କହି ନଥା’ନ୍ତି କି କେହି ଆପଣଙ୍କ ସମ୍ମୁଖରେ ମିଛ କହିଲେ ମଧ୍ୟ ଆପଣ ରାଗି ଯାଇଥାନ୍ତି ।

ତେଣୁ ଆପଣ କାହା ଉପରେ ମାନ ଅଭିମାନ କିଛି କରନତୁ ନାହିଁ ସମସ୍ତ ଙ୍କୁ ସେମାନଙ୍କର ନିଜ ନିଜ ଜୀବନରେ ଛାଡି ଦିଅନ୍ତୁ । ଆପଣ କେବଳ ନିଜ ଜୀବନ ଉପରେ ହିଁ ଫୋକୋଷ କରନ୍ତୁ ।

ଯେଉଁମାନେ ମଧ୍ୟ ଦ୍ଵିତୀୟ ସିଲଭର ଫିସ୍ କୁ ଚୟନ କରିଛନ୍ତି, ସେମାନଙ୍କ ପାଇଁ ଭାଗ୍ୟ କିଛି ଏପରି ସମୟ ନେଇ କରି ଆସୁଛି ଯାହାକି ସବୁକିଛି ବଦଳାଇ ରଖି ଦେବ । କିନ୍ତୁ ଆପଣ ଙ୍କୁ ଆପଣ ଙ୍କ ଜୀବନ ସମସ୍ତ ଙ୍କୁ ନେଇ ଚାଲିବ ଉଚିତ । ନିଜ ପିତା ମାତା ଙ୍କର ମନ କେବେ ଦୁଃଖ କରନ୍ତୁ ନାହିଁ । ଯଦି ସେମାନେ କିଛି କହି ଦେଉଛନ୍ତି, ତେବେ ତାହାକୁ ଧରି ବସିବା ପରିବର୍ତ୍ତେ ଭୁଲି ଆଗକୁ ବଢି ଯାଆନ୍ତୁ ।

କାରଣ ସମୟ ଯେପରି ହେଉ ନା କାହିଁକି ସବୁବେଳେ ନିଜ ଲୋକ ହିଁ ପାଖରେ ରହିଥିବେ । ଆପଣ ଅଧିକ ଚିନ୍ତା କରନ୍ତୁ ନହିଁ । ଆପଣ ଙ୍କ ଭାଗ୍ୟ ଖୁବ ଭଲ ଅଛି । ଆପଣ ମାତ୍ର ନିଜର କର୍ମ କୁ ଠିକ ରଖିବାକୁ ଚେଷ୍ଟା କରନ୍ତୁ । ତାହାସହ ସମସ୍ତ ଙ୍କ ସହ ମିଳି ମିଶି ଚଳନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *