ବିନା ଔଷଧରେ High BP ସବୁଦିନ ପାଇଁ କଣ୍ଟ୍ରୋଲ ହେଇଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ ଉଚ୍ଚ ରକ୍ତଚାପ ଆଜିକାଲି ପ୍ରତେକ ଘରେ ଏକେ ସାଦହରଣ କଥା ହୋଇ ଗଲାଣି । ପ୍ରତେକ ଘରେ କେହି ନା କେହି ଉଚ ରକ୍ତଚାପ ରୋଗୀ ନିଷ୍କିନ୍ତ ଭାବେ ମିଳିଯିବ । ଆପଣ ମାନେ ଜାଣିଥିବେ ଥରେ ଉଚ୍ଚ ରକ୍ତଚାପ ହେଲେ ଜୀବନ ସାରା ଔଷଧ ଖାଇବାକୁ ପଡିଥାଏ । ହେଲେ ଏହି ଔଷଧର ସେବନ କରିବା ଦ୍ଵାରା ଶରୀର ରେ ସାଇଡ ଏକଫେକ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ସେବନ ଦ୍ଵାରା ଆପଣଙ୍କର ଏବେ ବେ ରକ୍ତଚାପ ଆରମ୍ଭ ହୋଇଥିଲେ ତାହା ଦୂର ହେବ ।

ଏହା ସହ ଯଦି ଆପଣ ବିପି ମେଡିସନ ନେଉଛନ୍ତି ତେବେ ଏହାର ସେବନ ଦ୍ଵାରା ଆପଣଙ୍କର ବିପିକୁ ଷ୍ଟେରିଲାଜ କରିବ । ବନ୍ଧୁଗଣ ସମାଧାନ ଜାଣିବା ପୂର୍ବ ରୁ ଆପଣ ମାନେ ଜାଣି ରଖନ୍ତୁ ଉଚ୍ଚ ରକ୍ତଚାପ ହବାର ଅନେକ କାରଣ ହୋଇପାରେ । ଜେନେଟିକ କାରଣ ହୋଇପାରେ ବା ଆଜିକାଲିର ଜୀବନ ଶୈଳୀ ବା ଷ୍ଟ୍ରେସ ପାଇଁ ବଢିପାରେ । ମୁଖ୍ୟତ ୨ଟି କାରଣ ପାଇଁ ଏହା ବଢିଥାଏ । ଗୋଟିରେ କାରଣ ହେଉଛି ଶରୀରରେ ଲୁଣର ମାତ୍ରା ଅଧିକ ଓ ଦିତୀୟଟି ହେଉଛି କୋଲେଷ୍ଟର ବୃଦ୍ଧି ହେବ ।

କୋଲେଷ୍ଟର କାରଣରୁ ରକ୍ତ ବାହିକାରେ ଫ୍ୟାଟ ଜମା ହୋଇଥାଏ ବା କୋଲେଷ୍ଟର ଜମା ହେବା ଆରମ୍ଭ ହୁଏ ତେବେ ରକ୍ତ ଧମନୀ ଛୋଟ ହେବାକୁ ଲାଗିଥାଏ । ଯାହା ଫଳରେ ଉଚ୍ଚ ରକ୍ତଚାପ ସମସ୍ଯା ଦେଖାଯାଏ । ଯାହା ହାର୍ଟ ବା ବ୍ରେନ ଉପରେ ପ୍ରେସର ପକାଇଥାଏ । ସେମିତି ଲୁଣରୁ ମିଲିଥୁବା ସୋଡିୟମ ବ୍ଲଡ଼ ପ୍ରେସର ବୃଦ୍ଧି କରିବାର ମୁଖ୍ୟ କାରଣ ହୋଇଥାଏ । ଏବେ ଆସନ୍ତୁ ଜାଣିବା ହୋମ ରେମେଡି କେମିତି ପ୍ରସ୍ତୁତ କରିବା ।

ଏଥିପାଇଁ ଆବଶ୍ୟକ ରହିଛି ଫ୍ଲାକ୍ଷ ସିଡ ଯାହାକୁ ଆଲସୀ ମଧ୍ୟ କୁହାଯାଏ । ଯାହା ଦୋକାନ ରେ ଅତି ସହଜରେ ମିଳିଥାଏ । ଏହାକୁ ତିଆରି କରିବା ପୂର୍ବ ରୁ ଜାଣିବା ଦରକାର ଉଚ୍ଚ ରକ୍ତଚାପ ପାଇଁ ଆଲସୀ କେଉଁ ଭଳି କାମ କରିଥାଏ । ଆଲସୀ ରେ ଏକ ପ୍ରକାରର ପୋଶକା ତତ୍ତ୍ଵ ମିଳିଥାଏ ଯାହା ଓମେଗା-୩ ଅଟେ । ଏହା ଆମ ଶରୀରରେ କୋଲେଷ୍ଟର ଜମା ହେବାକୁ ଦିଏ ନାହି । ଏହା ଆମ ଶରୀରରେ ବ୍ୟାଡ କୋଲେଷ୍ଟର ଜମା ହେବାକୁ ଦିଏ ନାହି । ଏଥିରେ ପ୍ରଚୁର ପୋଟାସିୟମ ମିଳିଥାଏ ।

ପ୍ରଥମେ ଏକ ପାତ୍ର ରେ ଦେଢ କପ ପାଣି ନିଅନ୍ତୁ । ପାଣିକୁ ଅଳ୍ପ ଗ୍ରାମ କରରୁ । ଏହା ପରେ ଏକ ଚାମଚ ଆଲସୀ ପକାନ୍ତୁ । ଏହି ପାଣି କୁ ସେତେ ଯାଏଁ ଫୁଟନ୍ତୁ ଯେଉଁ ଯାଏଁ ଏହା ଏକ କପ ନ ହୋଇଛି । ଏହା ହେବା ପରେ ଏହାକୁ ଥଣ୍ଡା କରନ୍ତୁ । ଏଥିରେ ଆଡ କରନ୍ତୁ ଅଧ ଚାମଚ ମହୁ ମିଶାନ୍ତୁ । ଦିନରେ କୌଣସି ସମୟରେ ଆପଣ ଏହାର ସେବନ କରିପାରିବେ । ଗୋଟେ ଦିନ ଥରେ ବା ଦୁଇ ଥର ଏହାର ସେବନ କରିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *