Health Tips- 3 ଦିନ ଲଗାତର ସକାଳୁ ଖାଲି ପେଟରେ ବେଲପତ୍ର ଖାଇବା ଦ୍ଵାରା ମିଳିଥାଏ ଏମିତି ଫାଇଦା, ଶୁଣି ଚମକି ପଡିବେ ଆପଣ

ବନ୍ଧୁଗଣ, ଭଗବାନ ବୋଳାନାଥ ଙ୍କର ପ୍ରିୟ ଜିନିଷ ଅଟେ ବେଲପତ୍ର । ଏହାକୁ ହିନ୍ଦୁ ଧର୍ମ ରେ ସୋମବାର ଦିନ ଭଗବାନ ଶିବ ଙ୍କୁ ଅର୍ପଣ କରାଯାଇଥାଏ । ଏହା ଅତ୍ୟଧିକ ପଜେଟିଭ ଏନର୍ଜି ବାଲା ଗଛ ହୋଇଥାଏ ।

ବେଲପତ୍ର ଅତ୍ୟଧିକ ସାତ୍ଵିକ ହୋଇଥାଏ । ଏହା ସହିତ ୧୦ ଟି ଏଭଳି ଗମ୍ଭୀର ବିମାରୀକୁ ମଧ୍ୟ ଜଡ ରୁ ସମାପ୍ତ କରିଥାଏ । ଆଜି ଆମ୍ଭେ ଆପଣଙ୍କୁ ଆମ୍ଭର ଆୟୁର୍ବେଦ ବହି ଅଷ୍ଟାଙ୍ଗ ହୃଦୟମ ମାଧ୍ୟମରେ ବେଲପତ୍ର ର ଫାଇଦା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆଜିକାଲି ଋତୁ ପରିବର୍ତ୍ତନ ହେବା କାରଣରୁ ନାନା ପ୍ରକାରର ଥଣ୍ଡା, ଜ୍ଵର, କାସ ଭଳି ସମସ୍ୟା ଆଦି ଦେଖିବାକୁ ମିଳିଥାଏ । ଏହି ବେଲପତ୍ର ଆପଣଙ୍କ ଶରୀର ନିମନ୍ତେ ବହୁତ ଲାଭଦାୟକ ଅଟେ । ଏହା ଆପଣଙ୍କ ଇମ୍ୟୁନିଟି କୁ ବୃଦ୍ଧି କରାଇବାରେ ସାହାର୍ଯ୍ୟ କରିଥାଏ ।

ଯଦି ଆପଣଙ୍କୁ ଏବଂ ଆପଣଙ୍କ ଘରେ କାହାକୁ ଜ୍ଵର ହୋଇଥାଏ ତେବେ ବେଲପତ୍ର ର ପତି ର କାଢା ବନାଇ ସେବନ କରନ୍ତୁ । ପ୍ରଥମେ ଆପଣ ବେଳ ପତ୍ର କୁ ଛେଚି ଦିଅନ୍ତୁ । ଏହାପରେ ଆପଣ ଏହାକୁ ୧ ଗିଲାସ ପାଣିରେ ମିଶାଇ ଫୁଟାନ୍ତୁ । ଏହି ୧ ଗିଲାସ ପାଣି କୁ ଫୁଟାଇ ଫୁଟାଇ ଅଧ ଗିଲାସ ପାଣି କରି ନିଅନ୍ତୁ । ଯଦି ଆପଣଙ୍କୁ ମହୁମାଛି କାମୁଡି ଦେଇଥାଏ, ତାହାର କାଟିବା ମାତ୍ରେ ଯେଉଁ ଭୟଙ୍କର ଜଳାପୀଡା ହୋଇଥାଏ ।

ଆପଣ ସେହି ସ୍ଥିତି ରେ କଟା ଯାଇଥିବା ସ୍ଥାନରେ ଯଦି ଆପଣ ବେଲପତ୍ର ର ରସ ଲଗାନ୍ତି ତେବେ ଆପଣଙ୍କୁ ବହୁତ ଆରାମ ମିଳିଥାଏ । ହାର୍ଟ ପେସେଣ୍ଟ ଙ୍କ ନିମନ୍ତେ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ବେଳପତ୍ର ର କାଢା ବନାଇ ସେବନ କରନ୍ତି ତେବେ ଆପଣଙ୍କ ହୃଦୟକୁ ଏହା ମଜବୁତ ବନାଇବାରେ ସହାୟତା ହୋଇଥାଏ ।

ଏହା ସହିତ ହାର୍ଟ ଆଟାକ ର ସମ୍ଭାବନା କୁ ଏହା ବହୁଳ ଭାବରେ କମାଇ ଦେଇଥାଏ । ଶ୍ଵାସ ରୋଗୀ ନିମନ୍ତେ ମଧ୍ୟ ଏହା ବହୁତ ଲାଭ ଦାୟକ ଅଟେ । ବେଲପତ୍ର ର ରସ ବାହାର କରି ତାହାକୁ ସେବନ କରିବା ବହୁତ ଭଲ ହୋଇଥାଏ । ଯଦି ଶରୀର ଉତାପ ପଡିବା କାରଣରୁ ଆପଣଙ୍କ ମୁହଁ ରେ ଘା ହୋଇଯାଏ ଅଥବା ପେଟ ଗରମ ରୁ ଯଦି ଆପଣଙ୍କ ମୁଖରେ ଘା’ ହୋଇଯାଏ ତେବେ, ବେଲପତ୍ର କୁ ପାଟିରେ ରଖି ଚୋବାଇବା ଦ୍ଵାରା ଲାଭ ମିଳିଥାଏ ।

ଏହା ଫାଇଲ୍ସ ରୋଗୀ ନିମନ୍ତେ ମଧ୍ୟ ବହୁତ ଲାଭ ଦାଯକ ଅଟେ । ଆପଣ ବେଲପତ୍ର ର ଚୁରନ ବନାଇ ମିଶ୍ରି ସହିତ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଏକ ଗିଲାସ ପାଣି ସହିତ ସେବନ କରନ୍ତୁ । ଆପଣ ଏହାକୁ ଦିନକୁ ୩ ଥର ମଧ୍ୟ ଗ୍ରହଣ କରି ପାରିବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *