କଣ ହେବ ଯଦି ଆପଣ ସବୁବେଳେ ଗରମ ପାଣି ହିଁ ପିଇବେ ? (Benefits of Warm Water)

ବନ୍ଧୁଗଣ, ଆଜି ଆମ୍ଭେ ଗରମ ପାଣିରୁ ମିଳୁଥିବା ଲାଭ ସମ୍ବନ୍ଧରେ କହିବାକୁ ଯାଉଅଛୁ । କୌଣସି ଜିନିଷ ଗରମ ଥିଲେ ତାହା ମଧ୍ୟରେ ଅନ୍ୟ ପଦାର୍ଥ ମିଳେଇ ହେବାକୁ ଅଧିକ ସମୟ ଲାଗି ନଥାଏ । ଯେପରିକି ଆପଣ ଯଦି କୌଣସି ଗରମ ଫୁଟୁଥିବା ଜିନିଷ ରେ ଚିନୀ ପକାଇବେ ତେବେ ତାହା ତୁରନ୍ତ ମିଳାଇ ଯିବ । ମାତ୍ର ଥଣ୍ଡା ପାଣିରେ ତାହା ବହୁତ ଡେରି ରେ ମିଶିବ । ଯେତେବେଳେ ଆମ୍ଭେ ଗରମପାଣି ସେବନ କରିଥାଉ ଏବଂ ତାହା ଆମ୍ଭ ଶିରା ରେ ଆମ୍ଭ ରକ୍ତ ସଂସ୍ପର୍ଶରେ ଆସିଥାଏ ।

ରକ୍ତ ରେ ଥିବା ଫ୍ୟାଟ ଏବଂ ଟକ୍ସସିନ କୁ ବହୁତ ଶୀଘ୍ର ନିଜ ମଧ୍ୟରେ ମିଳାଇ ଦେଇଥାଏ । ଏଣୁ ଗରମ ପାଣି ସେବନ କରିବା ଦ୍ଵାରା ଓଜନ ଶୀଘ୍ର କମିଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଆପଣଙ୍କ ମେଟାବେଲଜିୟମ ମଧ୍ୟ ହାଇ ହୋଇଯାଇଥାଏ । ଏଣୁ ଓଜନ ବହୁତ ଶୀଘ୍ର କମିବାକୁ ଲାଗିଥାଏ । ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ନୀତିଦିନ ଗରମ ପାଣି ନିଶ୍ଚିତ ରୂପରେ ସେବନ କରନ୍ତୁ ।

ଗରମ ପାଣି ଯେ କୌଣସି ପ୍ରକାରର ଖାଦ୍ୟ ପଦାର୍ଥ କୁ ବହୁତ ଭଲ ଭାବରେ ପଚାଇଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଆପଣଙ୍କ ବ୍ଲଡ଼ ପ୍ଲୋ ବଢିଯାଇଥାଏ । ଏହି ବଢୁଥିବା ବ୍ଲଡ଼ ପ୍ଲୋ କାରଣରୁ ଆପଣଙ୍କ ପାଚନ ପ୍ରକ୍ରିୟା ବହୁତ ସହଜ ହୋଇଯାଇଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଶରୀରକୁ ପାରିଜାପ୍ତ ଉଷୁମ ମିଳିଥାଏ । ଅର୍ଥାତ ଶରୀରକୁ ବହୁତ କମ ଏନର୍ଜି ର ଆବଶ୍ୟକ ହୋଇଥାଏ ଆପଣଙ୍କ ଖାଦ୍ୟ କୁ ପଚାଇବା ପାଇଁ ତଥା ଆପଣଙ୍କ ଖାଦ୍ୟ କୁ ବ୍ରେକଡାଉନ କରିବା ନିମନ୍ତେ ।

ଗରମ ପାଣି ଆମ୍ଭ ପେଟ ଏବଂ ଡାଇଜେଷ୍ଟିଭ ଅରଗାନ ମଧ୍ୟ ଦେଇ ଯାଇଥାଏ, ତେବେ ତାହା ଆମ୍ଭ ପଚନ ପ୍ରକ୍ରିୟା କୁ ବହୁତ ସହଜ ବନାଇଦେଇଥାଏ । ଖାଦ୍ୟ ଖାଉଥିବ ସମୟରେ ଯଦି ଆପଣ ଏକ ଗ୍ଳାସ ଗରମ ପାଣି ସେବନ କରନ୍ତି ତେବେ ତାହା ଆପଣଙ୍କ ଡାଇଜେଷ୍ଟିକ ଉପରେ ବହୁତ ଚମତ୍କାରୀ ଭାବରେ ପ୍ରଭାବ ପକାଇବ । ଯଦି ଆପଣ ସକାଳେ ଉଠିବା ପରେ ୨ ଗିଲାସ ଗରମ ପାଣି ସେବନ କରନ୍ତି ତେବେ ଆପଣଙ୍କର କବଜ ଭଳି ସମସ୍ୟା ଆଦୌ ରହିବ ନାହିଁ ।

ଏହା ବିପରୀତ ଯଦି ଆପଣ ଥଣ୍ଡା ପାଣି ସେବନ କରନ୍ତି ତେବେ ଏହା କୌଣସି ଯେଜିନିଷ କୁ ଜମା କରିବାରେ ସାହାର୍ଯ୍ୟ କରିଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଶରୀରର ଟେମ୍ପରେଚର ବଢିଯାଇଥାଏ । ଏହି ଝାଳ ହେତୁ ଗରମ ପାଣି ମାଧ୍ୟମରେ ଆମ ଶରୀରରୁ ଟକ୍ସିନ ସବୁ ବାହାରକୁ ବାହାରି ଯାଇଥାଏ ।

ଏହା ଉତ୍ତମ ନ୍ୟାଚୁରାଲ ର କାମ କରିଥାଏ । ଅର୍ଥାତ ଏହା ସ୍କିନ କୁ ବହୁତ ଜଲ୍ଦି ହାଇଡ୍ରେଡ କରିଦେଇଥାଏ । ବହୁତ ଲୋକଙ୍କୁ ଡରାଇ ସ୍କାଲ୍ଫ ହେତୁ ଯେଉଁ ରୂପୀ ସମସ୍ୟା ରହିଥାଏ, ତାହା ସଂପୂର୍ଣ୍ଣ ଭାବରେ ଦୂର ହୋଇଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *