ରାମବାଣ ଔଷଧ ! ଅପରାଜିତା ଫୁଲ ଯଦି ମିଳିଯାଏ ଆପଣଙ୍କ ଏହି ସବୁ ବଡ଼ ବଡ଼ ରୋଗ ଭଲ ହେଇଯିବ (Health Benefits of Aparajita Flower)

ବନ୍ଧୁଗଣ, ଆଜି ଆମ୍ଭେ ଅପତାଜିତା ଫୁଲ ର ମହତ୍ଵ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଅପରାଜିତା ଫୁଲ ବହୁତ ଉପକାରୀ ଅଟେ । ନୀଳ ଅପରାଜିତା କୁ କେହି କେହି କୃଷ୍ଣ ଅପରାଜିତା ଏବଂ କାନକଟା ଅପରାଜିତା ବୋଲି କହିଥାନ୍ତି । ଭାରତରେ ଅନେକ ଅଞ୍ଚଳରେ ଏହା ସାଧାରଣତ ଦେଖିବାକୁ ମିଳିଥାଏ । ଏହି ଫୁଲ ସାଧାରଣତ ଶନି ଭଗବାନ ଙ୍କର ବହୁତ ପ୍ରିୟ ଅଟେ । ଯଦି ଆପଣଙ୍କର ଶନିଦଶା ଚାଲୁଅଛି ତେବେ ନୀଳ ରଙ୍ଗର ଫୁଲ ନିଶ୍ଚିତ ଭାବରେ ଶନି ଭଗବାନ ଙ୍କୁ ଅର୍ପଣ କରନ୍ତୁ ।

ଏହା ସହିତ ମଧ୍ୟ ଏଥିରେ ଥିବା ବହୁତ କିଛି ଗୁଣ ଦ୍ଵାରା ଆପଣଙ୍କୁ ଅନେକ ବେନିଫିଟ ମିଳିଥାଏ । ଯଦି ଆପଣଙ୍କର ପରିସ୍ରା ସହିତ ଜଡିତ କୌଣସି ସମସ୍ୟା ରହିଅଛି ତେବେ ଏହି ଫୁଲ କୁ ଆପଣ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ । ଯଦି ଆପଣଙ୍କୁ ପରିସ୍ରା ଇନଫେକସନ ହେଉଥାଏ, ତେବେ ଆପଣ ଏହି ଫୁଲ କୁ ଖାଇ ପାରିବେ ଯାହା ଦ୍ଵାରା ପରିସ୍ରା ଇନଫେକସନ କମ ହୋଇଥାଏ ।

ପାଚନ ପକ୍ରିୟା ଯଦି ଆପଣଙ୍କ ଖାଦ୍ୟ ହଜମ ହେଉ ନଥାଏ ତେବେ ଏହି ଫୁଲ ହଜମ ତଥା ପାଚନ ଭଳି ସାମସ୍ୟା କୁ ମଧ୍ୟ ଦୂର କରିଥାଏ । ମାତ୍ର ଆପଣ ଏହା ବ୍ୟବହାର କରିବା ପୂର୍ବ ରୁ ଡାକ୍ତରଙ୍କ ସହିତ ପରାମର୍ଶ କରି ବ୍ୟବହାର କରିବେ । ଏହା ସହିତ ଏହା ମୁଣ୍ଡବିନ୍ଧା କୁ ମଧ୍ୟ ସଠିକ କରିଥାଏ । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ହେଉଅଛି ତେବେ ଆପଣ ନିଶ୍ଚିତ ଭାବରେ ଅପରାଜିତା ସେବନ କରିପାରିବେ ।

ଯଦି ଆପଣଙ୍କର ଶ୍ଵାସ ରୋଗ ରହିଅଛି ତେବେ ଆପଣ ଏହାର ସେବନ କରନ୍ତୁ । ଏହା ବ୍ୟତୀତ ଆପଣ ଏହାକୁ ଥଣ୍ଡା ତଥା କାଶ ଚିକିତ୍ସ୍ୟା ପାଇଁ ମଧ୍ୟ ବ୍ୟବହାର କରି ପାରିବେ । ଯଦି ମାନସିକ ଦୁଶ୍ଚିନ୍ତା ତଥା ଅବସାଦ ଆପଣଙ୍କୁ ହେଉଥାଏ ତେବେ ମଧ୍ୟ ଏହା ବହୁତ ଉପକାରୀ ଅଟେ କିନ୍ତୁ ଧ୍ୟାନ ରଖିବେ ଯେ ଅପରାଜିତା ଖାଇବା ଦ୍ଵାରା ଯେପରି ସମସ୍ୟା ଆହୁରି ଅଧିକ ବଢିବାକୁ ହୋଇନଥାଏ ।

ଯଦି ଅବସାଦ ହୋଇଥାଏ ତେବେ ଏହା ତାହାକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଅପରାଜିତା ସ୍ନାୟୁ ପ୍ରବାହ ରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ସହିତ ଶରୀରରେ ମେଟାବେଲିଜିୟମ କୁ କମ କରାଇବାରେ ଅପରାଜିତା ଫୁଲ ର ବହୁତ ମହତ୍ଵ ରହିଅଛି । ଏହା ମଧୁମୟ ଭଳି ରୋଗ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ ।

ଏହି ଫୁଲ କୁ ବ୍ୟବହାର କରିବା ପୂର୍ବ ରୁ ପ୍ରଥମେ ଭଲ ଭାବରେ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଫୁଲ ପାଖୁଡା ହିଁ କେବଳ ବ୍ୟବହାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *