Heart Attack ର ଅସଲି ଲକ୍ଷଣ ହାର୍ଟ ପେନ ନୁହେଁ, ଏହା ଅଟେ ହାର୍ଟଟାକ ର ଅସଲ ଲକ୍ଷଣ, ଭୁଲରେ ବି କରିବେନି ନଜର ଅନ୍ଦାଜ…

ନମସ୍କାର ବନ୍ଧୁଗଣ । ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକ ମାନଙ୍କର ମୃତ୍ୟୁ ହାର୍ଟ ଆଟାକ ଦ୍ଵାରା ହୋଇଥିବାର ଦେଖାଯାଇଥାଏ । କିନ୍ତୁ ବନ୍ଧୁଗଣ ଆଶ୍ଚର୍ଯ୍ୟଜନକ ର ବିଷୟ ଏହାକି ଆଜିକାଲିର ଯୁବା ପିଢୀଙ୍କ ଠାରେ ମଧ୍ୟ ହାର୍ଟ ଆଟାକ ଆସୁଥିବାର ଦେଖାଯାଉଛି । ସାଧାରଣତଃ ୩୫ ବର୍ଷରୁ ନେଇ ୫୫ ବର୍ଷର ଲୋକଙ୍କ ଠାରେ ହାର୍ଟ ଆଟାକ ଆସିବାର ଦେଖା ଯାଇଥାଏ । ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ହାର୍ଟ ଆଟାକ ର ପ୍ରକୃତ କାରଣ ଏଥେରୋସ୍କ୍ଲୋରୋଶେସ୍ ହୋଇଥାଏ ।

ଯାହାର ଅର୍ଥ ଧମନୀରେ ଫ୍ୟାଟ ଓ କୋଲୋଷ୍ଟ୍ରୋଲ ସୃଷ୍ଟି ହେବା ।ବନ୍ଧୁଗଣ ଏକ ଯାଞ୍ଚ ରୁ ଜଣା ପଡିଛି ଯେ, ଗତ କିଛି ବର୍ଷରୁ ଏହି ରୋଗ ଭୟଙ୍କର ଭାବରେ ବ୍ୟାପୀ ଚାଲିଛି । ବନ୍ଧୁଗଣ ଡାକ୍ତର ଅମ୍ରିତ ଭୂଷଣ ଶର୍ମାଙ୍କ ମତରେ ହାର୍ଟ ଆଟାକ ର ମୁଖ୍ୟ କାରଣ ଡାଏଟ ହୋଇପାରେ ।

ଯଦି ଆପଣଙ୍କ ଡାଏଟ ରେ ଅତ୍ୟଧିକ କାର୍ବୋହାଏଡ୍ରେଟ, ଫ୍ୟାଟ, ଫାଷ୍ଟ ଫୁଡ, ଜଙ୍କ ଫୁଡ ଆଦି ରହିଥାଏ, ତେବେ ଏହା ଆପଣଙ୍କ ଶରୀରରେ କୋଲୋଷ୍ଟ୍ରୋଲ ବଢାଇବା ସହ ଧମନୀରେ ବାଧା ସୃଷ୍ଟି କରିଥାଏ । ତାହାଛଡା ଧୂମ୍ରପାନ, ମଦ୍ୟପାନ କରିବା ଏବଂ ବ୍ୟାୟାମ ନ କରିବା, ଅତ୍ଯାଧିକ ଚିନ୍ତା କରିବା, ଭଲ ଭାବରେ ନ ଶୋଇବା ।

ଏହି ସବୁ କାରଣ ଯୋଗୁଁ ମଧ୍ୟ ଧମନୀରେ କୋଲୋଷ୍ଟ୍ରୋଲ ଜମା ହୋଇ ରହିଯାଏ, ଫଳରେ ଶ୍ଵାସ ନେବାରେ ବାଧା ସୃଷ୍ଟି ହୋଇ ହାର୍ଟ ବ୍ଲୋକେଜ ବା ହାର୍ଟ ଆଟାକ ହୋଇଥାଏ।ହାର୍ଟ ଆଟାକ ର ପୂର୍ବରୁ ବ୍ୟକ୍ତି ଜଣଙ୍କୁ ଖାଲି ବ୍ୟତି ବ୍ୟସ୍ତ ହେଲା ପରି ଲାଗିଥାଏ । ତାହାଛଡା ଛାତିରେ ଏପରି ଯନ୍ତ୍ରଣା ଅନୁଭବ ହୋଇଥାଏ, ଯେଉଁଥିରେ ଛାତି ଉପରେ ଏକ ଭାରି କିଛି ୩ ରୁ ୪ କିଲୋ ର ଜିନିଷ ରଖି ଦେଲା ପରି ଲାଗିଥାଏ ।

ଛିଡା ହେଲେ କଷ୍ଟ ଓ ବସି ଗଲେ ଆରମ ଅନୁଭବ ହୋଇଥାଏ । ତାହାସହ ଅତ୍ୟଧିକ ଝାଳ ମଧ୍ୟ ବାହାରିଥାଏ ଓ ନିଶ୍ଵାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।ବନ୍ଧୁଗଣ ଆଜିକାଲି ସମୟରେ ଆମ ଦେଶରେ ଏଥେରୋସ୍କ୍ଲୋରୋଶେସ୍ କାରଣ ରୁ ଅଧିକ ରୁ ଅଧିକ ମୃତ୍ୟୁ ହେବାର ଦେଖା ଦେଉଛି । ଡକ୍ଟରଙ୍କ ଅନୁସାରେ ପ୍ରାୟତଃ ପ୍ରତି ୭ ମିନିଟ ରେ ୨ଟି ହାର୍ଟ ଆଟାକ ର କେସ ଦେଖିବାକୁ ମିଳିଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ କେହି ହାର୍ଟ ରୋଗୀ ଅଛନ୍ତି, କିମ୍ବା ଯଦି ଆପଣ କାହାକୁ ହଟାତ ହାର୍ଟ ଆଟାକ ଆସୁଥିବାର ଦେଖୁଛନ୍ତି ତେବେ ଯଥା ଶୀଘ୍ର 325 mg ର ଏକ ଏସ୍ପ୍ରିନ କୁ ଚୋବେଇ କରି ରୋଗୀଙ୍କ ମୁଖରେ ଯଥା ଶୀଘ୍ର ଦେଇ ଦିଅନ୍ତୁ । ନଚେତ ଆପଣ ଚାହିଁଲେ ଏହାକୁ ଚାମଚ ଦ୍ଵାରା ଗୋଳାଇ ମଧ୍ୟ ଦେଇ ପାରିବେ । ତାହାଛଡା 40 mg ର Rosuvastatin ଓ Clopidogrel ।

ବନ୍ଧୁଗଣ ପାଖରେ ଯେତେ ଟଙ୍କା ଥିଲେ ମଧ୍ୟ ଯେତେବେଳେ ହାର୍ଟ ଆଟାକ ଆସିଥାଏ ସେତେବେଳେ କୌଣସି ଟଙ୍କା ଜୀବନ ବଞ୍ଚାଇ ପାରିବ ନାହିଁ । କିନ୍ତୁ ଯଦି ସେହି ମୂହୁର୍ତ୍ତ ରେ ପାଖରେ ଏହି ତିନି ଗୋଟି ବଟିକା ମଧ୍ୟରୁ କୌଣସି ଟି ଥାଏ ତେବେ ତାହା ଆପଣ ଙ୍କ ନିଜ ଲୋକଙ୍କୁ ଏଥେରୋସ୍କ୍ଲୋରୋଶେସ୍ରୁ ରକ୍ଷା କରି ଦେଇ ପାରିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *