ବନ୍ଧୁଗଣ, ଯଦି ଆପଣଙ୍କ ହାଡ ମାନଙ୍କରୁ ଆସୁଅଛି ଏହି ଶବ୍ଦ ତେବେ ତୁରନ୍ତ ଏହି ୩ ଟି ଜିନିଷ ଖାଇବା ଆରମ୍ଭ କରି ଦିଅନ୍ତୁ । ପୁରୁଷ ମାନଙ୍କର ଶରୀର ଅନ୍ତର୍ଗତ ଥକାପଣ କୁ ଦୂର କରି ତାକତ କୁ ବଢାଇଥାଏ । ମହିଳା ମାନଙ୍କର ପିଠି ଦ-ର-ଜ, ଅଣ୍ଟା ଦ-ର-ଜ, ପୁରୁଷ ମାନଙ୍କ ର ଆଣ୍ଟୁ ଗଣ୍ଠି ସମସ୍ୟା ରୁ ମଧ୍ୟ ଆରାମ ଦେଇଥାଏ । ଏହା ରକ୍ତ ଅଭାବ କୁ ମଧ୍ୟ ଦୂର କରି ଶରୀରକୁ ଶକ୍ତିଶାଳୀ ବନାଇ ଦେବ ।
ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିବା । ସର୍ବ ପ୍ରଥମେ ଆପଣ ଅଧ ଚାମଚ ର ଅଧା କଳାଜୀରା ନିଅନ୍ତୁ । ଏହାପରେ ଏହାକୁ ରାତିରେ ପାଣିରେ ଭିଯାଇ ରଖି ଦିଅନ୍ତୁ । ଏହା ପରେ ସକାଳୁ ଉଠି ଆପଣ ଏହାକୁ ଚୋବାଇ ଖାଇ ନିଅନ୍ତୁ । ଏହାପରେ ଆପଣ ଧଳା ରାଶି ମଧ୍ୟ ଅଧ ଚାମଚ ରୁ ଅଧା ମାତ୍ରାରେ ନେଇ ପାଣିରେ ଭିଯାଇ ରଖି ଦିଅନ୍ତୁ । ଏହା ପରେ ଆପଣ ଅଳ୍ପ ମାତ୍ରାରେ ପ୍ଲା-କ୍ସସିଡ୍ସ ନିଅନ୍ତୁ ।
ଏଥିରେ ଓମେଗା-୩ ଭରପୁର ମାତ୍ରାରେ ରହିଥାଏ । ଏହାକୁ ଯେଉଁ ବ୍ୟକ୍ତି ନୀତିଦିନ ସେବନ କରିଥାଏ ତାହାର ହାର୍ଟ ସମ୍ବନ୍ଧିତ କୌଣସି ଅସୁବିଧା ହୋଇ ନଥାଏ । ସ୍କିନ ମଧ୍ୟ ବହୁତ ଭଲ ରହିଥାଏ । ଆଖିର ର ପାୱାର କୁ ବଢାଇବା ନିମନ୍ତେ ପ୍ଲାକସିଡ୍ସ ବହୁତ ଲାଭ ଦାୟକ ଅଟେ । ବୃଦ୍ଧାବସ୍ଥା ରେ ମୋତିଆ ବିନ୍ଦୁ କୁ ସଠିକ କରିବାରେ ସହାୟକ ହୋଇଥାଏ । ଏହା ମଧ୍ୟରେ ହାଇ କ୍ଵାଲିଟି ବାୟୋଟିନ ଏବଂ ମେଲିନ ରହିଥାଏ ।
ଏଣୁ ଏହା କେଶ ନିମନ୍ତେ ମଧ୍ୟ ବହୁତ ଲାଭ ଦାୟକ ଅଟେ । ଏହା କେଶ କୁ ସ୍ଵସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ରକ୍ତ ର ଅଭାବ ତଥା ଏନିମିଆ କୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଆପଣ ଏହି ୩ ଟି ଜିନିଷ କୁ ଗ୍ରାଇଣ୍ଡିଙ୍ଗ କରି କ୍ଷୀର ସହିତ ସମାନ ପରିମାଣରେ ରେ ମିଶାଇ ସେବନ କରନ୍ତୁ ।
ଏହା ଆପଣଙ୍କ ଶରୀର ନିମନ୍ତେ ବହୁତ ଲାଭ ଦାୟକ ଅଟେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ