Health Tips- କଣ ହାଡରୁ ଆସୁଛି କଟ୍ କଟ୍ ଆବାଜ ? ତୁରନ୍ତ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଜିନିଷ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ ବୟସ୍କ ଲୋଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ଯା ରହିବା ସହିତ ଗଣ୍ଠି ସ୍ଥାନରୁ କଟ୍ କଟ୍ ଆବାଜ ସିଥାଏ । ଏହାକୁ ଅଷ୍ଟ୍ରିଓ ଆର୍ଥୋରାଇଟ୍ କୁହା ଯାଇଥାଏ । ଯେତେବେଳେ ହାଡର ଜଏଣ୍ଟ ସ୍ଥାନ ମାନଙ୍କରେ ଲୁବ୍ରିକେନ୍ଟ ନାମକ ଏକ ଲିକ୍ବିଡ୍ ସରିଯାଇଥାଏ । ସେତେବେଳେ ସେହି ସ୍ଥାନରୁ ଶବ୍ଦ ହେବା ଆରମ୍ଭ ହୋଯାଇଥାଏ । ଯାହା କାରଣରୁ ଆଣ୍ଠୁ, ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହେବା ସହିତ ଦେହ ଦୁର୍ବଳ ଲାଗିଥାଏ ।

ଏହି ପାଇଁ ଆପଣ ଏକ ଘରୋଇ ଉପାୟକୁ ଆପଣାନ୍ତୁ ଓ ଗଣ୍ଠି ସମସ୍ୟାରୁ ଆରାମ ପାଆନ୍ତୁ । ଏହି ଉପଚାର କରିବା ପାଇଁ ଆପଣଙ୍କୁ ମେଥି ଦାନାର ଆବଶ୍ୟକତା ପଡିବ । ମେଥି ଦାନାରେ ବହୁତ ପ୍ରକାର ପୋଷକ ତତ୍ଵ ରହିଥାଏ । ଯେପରି ଆଣ୍ଟି ଅକ୍ସିଡେଣ୍ଟ, ଫାଇବର, ଭିଟାମିନ ଏହିପରି ଅନେକ ପୋଷକ ତତ୍ଵରେ ମେଥିରେ ଭରି ହୋଇରହିଥାଏ । ଆପଣ ଏକ ଚାମଚ ମେଥି ଦାନାକୁ ପାଣିରେ ଭିଯାଇ ଦେଇ ଶୋଇପଡିବେ । ସକାଳୁ ଉଠି ଏହାକୁ ମେଥି ଦାନାକୁ ସେବନ କରିବା

ସହ ମେଥି ଭିଜଥିବା ପାଣିକୁ ମଧ୍ୟ ସେବନ କରିବା ଉଚିତ ହୋଇଥାଏ । ଏହା କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ଆସୁଥିବା କଟ୍ କଟ୍ ଆବାଜ ବନ୍ଦ ହେବା ସହ ୨୫ ରୁ ୩୦ ଭାଗ ଯନ୍ତ୍ରଣା ଦୂର ହୋଇଥାଏ । ଯନ୍ତ୍ରଣାରୁ ସଂପୂର୍ଣ୍ଣ ଆରାମ ପାଇବା ପାଇଁ ଚାହୁଁଥିଲେ । ଆପଣ ମାନଙ୍କୁ ଆଉ ଅନ୍ୟ କିଛି ବାକି ଉପଚାର ମଧ୍ୟ କରିବାକୁ ପଡିବ ।

ରାତିରେ ଶୋଇବା ପୂର୍ବରୁ ଛେଳି କ୍ଷୀର କିମ୍ବା ଗାଈ କ୍ଷୀର ଆଣିବେ । ଏକ ଗ୍ଲାସ କ୍ଷୀରରେ ଅଧ ଚାମଚ ହଳଦୀ ପକାଇ ଦେବେ । ହଳଦୀ ଆଣ୍ଟି ବ୍ୟାକେଟେରିଆଲ ଗୁଣ ରହିଥାଏ । ଯାହାର ପ୍ରଭାବ ଶରୀର ଉପରେ ଭଲ ଭାବରେ ପଡିଥାଏ । ସେହି ହଳଦୀ ମିଶ୍ରୀତ କ୍ଷୀରକୁ ରାତିରେ ଶୋଇବାର କିଛି ସମୟ ପୂର୍ବରୁ ଏହାକୁ ସେବନ କରି ଶୋଇବେ । ଏହା ସହିତ ଆପଣ ସନ୍ଧ୍ୟା ସମୟରେ ଭଜା ହୋଇଥିବା ଚଣା ଖାଇବାକୁ ପଡିବ ।

ଯେଉଁ ସନ୍ଧ୍ୟାରେ ଚଣାର ସେବନ କରିବେ । ତା ପର ଦିନ ସକାଳେ ବ୍ରେକଫାଷ୍ଟ କରିବାର ଏକ ଘଣ୍ଟା ପରେ ଭିଦା ହୋଇଥିବା ଚଣାକୁ ଗୁଡ ସହିତ ମିଶାଇ ସେବନ କରିବେ ।ଏହିପରି ଭାବରେ ଆପଣ ଅଲଟରନେଣ୍ଟ କରି ଦିନେ ଭଜା ଚଣା ଓ ଦିନେ ଭିଜା ଚଣା ଖାଇବାକୁ ପଡିବ । ଡାଇବେଟିସ ରୋଗୀ ଗୁଡ ସେବନ ନକରିବା ଉଚିତ ହୋଇଥାଏ । ଗୁଡର ରଙ୍ଗ ଯେତେ ଗାଢ ତଥା ଡାର୍କ ଆସିବ ।

ଗୁଡ ସେତେ ମାତ୍ରାରେ ଶୁଦ୍ଧ ରହିଥିବ । ଆପଣ ମାନେ ଯଦି ଏହି ଉପରୋକ୍ତ ନିୟମର ନିୟମିତ ଭାବେ ଉପଯୁକ୍ତ କୁହାଯାଇଥିବା ସମୟରେ କରିବେ । ତେବେ ଆପଣଙ୍କର ଏହି ସବୁ ଖାଦ୍ୟ ସାମଗ୍ରୀ ଖାଇବାର ଉପଯୁକ୍ତ ପ୍ରଭାବ ଆଣ୍ଠୁ ଗଣ୍ଠିରେ ପଡିବ । ଏହା ସହିତ ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *