ମାତ୍ର ଗୋଟେ ସପ୍ତାହରେ ପେଟର ସବୁ ଚର୍ବି ମହମ ପରି ତରଳିଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ ।

ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟ ରେ ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ବିଷୟ ରେ ।

ତେବେ ପ୍ରଥମ ସାମଗ୍ରୀ ହେଉଛି ଜିରା । ଜିରା ଆମର ପାଚନ କ୍ରିୟା କୁ ଠିକ ରଖିଥାଏ ଏବଂ ଓଜନ କମେଇବାର ମଧ୍ୟ ସାହାର୍ଯ୍ୟ କରିଥାଏ । ତେବେ ଏହା ପରେ ଖଣ୍ଡେ ଅଦା ନେବେ ଅଦା ଆମ ମେଟାପୋଲିସମ କୁ କମେଇବାରେ ସାହାର୍ଯ୍ୟ କରେ । ତାସହ ଲେମ୍ବୁ ଏବଂ ମହୁ । ତେବେ ପ୍ରଥମେ ଗୋଟିଏ କପ ପାଣି ନିଅନ୍ତୁ ଏବଂ ସେଥିରେ ଜିରା ଏବଂ ଆଡକୁ ଛେଚି ପକେଇ ଦିଅନ୍ତୁ ଏବଂ ଫୁଟିବାକୁ ଦିଅନ୍ତୁ ତେବେ ଭଲ ଭାବରେ ଫୁଟିବା ପରେ ଗ୍ୟାସ ବନ୍ଦ କରି କିଛି ସମୟ ଥଂଡା କରିବାକୁ ଛାଡି ଦିଅନ୍ତୁ ।

ତେବେ ଟିକେ ଥଣ୍ଡା କମିଗଲେ ଏହାକୁ ଛାଣି ଏକ କପ ରେ ପାଣି କୁ ନିଅନ୍ତୁ ଏବଂ ସେଥିରେ ଫାଳେ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
ତେବେ ଏହାକୁ ଖାଲି ପେଟ ରେ ସକାଳେ ଚା ବଦଳରେ ଏହାକୁ ସେବନ କରନ୍ତୁ ଏବଂ ଫୁଣି ଲଞ୍ଚ କରିବାପରେ ଦୁଇ ତିନି ଘଂଟା ପରେ ଏହାକୁ ପିଅନ୍ତୁ ଅର୍ଥାତ ଦିନକୁ ଦୁଇ ଥର ଏହି ପାଣି କୁ ପିଅନ୍ତୁ । ତେବେ ଆପଣ ମାନେ ନିଶ୍ଚିତ ଜାଣି ପାରିବେ ଏବଂ ଅନୁଭବ କରିବେ କି ଆପଣ ଙ୍କ ଓଜନ କମିବାରେ ଲାଗୁଛି ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *