Health Tips- ଗୋଟିଏ ପତ୍ର ଚୋବେଇ ଖାଆନ୍ତୁ ଗ୍ୟାସ, ବ୍ଲଡପ୍ରେସର୍, ଆଣ୍ଠୁଗଣ୍ଠି ବିନ୍ଧା, Diabetes କେବେ ବି ହେବନି… ୧୨୦ ବର୍ଷ ବଞ୍ଚିବେ 

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନଙ୍କୁ ଏଭଳି ଏକ ପ୍ରାକୃତିକ ପତ୍ର ବିଷୟରେ କହିବି ଯାହାର ମହତ୍ଵ ଆୟୁର୍ବେଦରେ ହଜାର ବର୍ଷ ରହି ଆସିଛି ଏହି ପତ୍ରର ଧାର୍ମିକ ମହତ୍ଵ ରହିଛି ଏହା ସହିତ ଏହା ବହୁତ ଔଷଧ ଗୁଣରେ ଭରି ରହିଛି । ଏହି ପତ୍ରର ନାମ ହେଉଛି ଅଶ୍ଵତ୍ଥ ଗଛର ପତ୍ର ଏହି ଗଛର ପୂଜା କରାଯାଇଥାଏ । ଏହି ଗଛର ଚେର ଢାଳ , ଛେଲ ଏବଂ ପତ୍ର  ସବୁ କିଛି ଔଷଧୀୟ ଗୁଣରେ ଭରପୁର ରହିଛି ।

ଯଦି  ଏହି ଗଛର କେବଳ ଗୋଟିଏ ପତ୍ରର କୁ ଚୋବେଇ ଖାଇବେ କଫ , ଆଣ୍ଟୁ ଗଣ୍ଠି ରୋଗରୁ ଆରାମ ମିଳିଥାଏ ଏବଂ ପିତ ରୋଗ ସଂପୂର୍ଣ୍ଣ ଶାନ୍ତ ହୋଇଯିବ । ଯଦି ତମେ ଏହି ପତ୍ରର କଅଳିଆ ପତ୍ରକୁ ଚୋବେଇ ଖାଆନ୍ତି ବା ଏହା କାଡା ବନେଇକି ପିଇବେ ତେବେ ଆପଣଏନକେ ବାତ ,ପିତ , କଫ ଆଦିର ନିବାରଣ ହୋଇଥାଏ ।

ଏହା ଛଡା ବହୁତ ଭୟକର ରୋଗମାନଙ୍କୁ ଯେପରିକି ଡାଇବେଟିସ , ହୃଦୟ ରୋଗ ପାଇଁ ଏହାର ଗୋଟିଏ ପତ୍ରର ରସକୁ ପିଇବା ଦ୍ଵାରା ଏହା ଆପଣଙ୍କ କଲୋଷ୍ଟ୍ରୋଲ କୁ ନିୟମିତ ଭାବରେ ରଖିଥାଏ । ଯଦି ଆପଣଙ୍କ ଅଧିକ ରକ୍ତଚାପ ସମସ୍ୟା ଅଛି ତାହା ମଧ୍ୟ ଏହାର ସେବନ ଦ୍ଵାରା କଣ୍ଟ୍ରୋଲ ରେ ରହିଥାଏ । ଯଦି ଆପଣଙ୍କ ଥାଇରଡ ରୋଗ ରହିଥାଏ ସେମାନେ ଏହି ପତ୍ରର ରସ ବା କାଡା ପିଇବା ନିହାତି ଜରୁରୀ ଅଟେ ।

ଏହା ଆପାଣଙ୍କ ରକ୍ତ ଅଭାବ ବା ଏନିମିଆ ଭଳି ସମସ୍ୟାକୁ ମଧ୍ୟ ଦୂରକରିଥାଏ । ଅଧିକ ମୋଟାପଣ କୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଆସନ୍ତୁ ଜାଣିବା କେଉଁ ରୋଗ ପାଇଁ ଏହାକୁ କିପରି ସେବନ କରିବା ଉଚିତ ଅଟେ । ଅଶ୍ଵତ୍ଥ ପତ୍ରର କୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲ ଭାବରେ ସଫା କରିନେବ ଉଚିତ । ପାଞ୍ଚ ଦିନ ଏହା ସେବନ କରି ଦେଖନ୍ତୁ ମଧୁମୟ ଓ ଡାଇବେଟିସ ଭଳିଆ ରୋଗ ମୂଳରୁ ଶେଷ ହୋଇଯିବ । ଲିଭର କୁ ସୁସ୍ଥ ରଖିବ ଏବଂ ଏହା ସମ୍ପକୀତ ସମସ୍ତ ସମସ୍ୟା କୁ ଦୂରକରିବ । ଚର୍ମ ସମ୍ପର୍କୀୟ ରୋଗ ପାଇଁ ଏହା ଏକ ରାମବାଣ ଅଟେ ।

ଏହାକୁ ବାଟି ଯଦି କୋଣସି ଘା’ ଉପରେ ଲଗାଇବ ତେବେ ଏହା ସଂପୂର୍ଣ୍ଣ ଠିକ ହେଇଯାଇଥାଏ । ଅଶ୍ଵତ୍ଥ ଗଛର ପତ୍ରର ଛାଲକୁ ପାଣିରେ ଫୁଟାଇ ସେବନ କରିବା ଦ୍ଵାରା ଶ୍ଵାସ ଜନିତ ରୋଗ ଭଲ ହୋଇଥାଏ ଏବଂ ପେଟ ବିନ୍ଧା ପାଇଁ ମଧ୍ୟ ଏହା ଲାଭଦାୟୀ ହୋଇଥାଏ । ଏହା ଆପଣଙ୍କ ଦାନ୍ତ ବିନ୍ଧା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟୀ ହୋଇଥାଏ ।

ଏହି ପତ୍ରକୁ ଏକ ପାତ୍ରରେ ଛୋଟ ଛୋଟ ଖଣ୍ଡ କରି ପକାଇବେ ଏହାକୁ ଯେତେ ଛୋଟ କାଟିବେ ତାର ସେତେ ପୋଷାକ ମିଳିଥାଏ , ଏହା ପରେ ଏକ ଗ୍ଳାସ ପାଣି ପକେଇ ସାତ ମିନିଟ୍ ପାଇଁ ପୁଟାଇବେ  ତାହା ଦ୍ଵାରା ଏହାର ସବୁ ପୋଷାକ ଗୁଣ ପାଣି ମଧ୍ୟ କୁ ଆସିଥାଏ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ସମନ୍ଧିତ ସବୁ ରୋଗ ଦୂର କରିବ ।

ଏହା ବିଶେଷ ଭାବରେ ହୃଦୟଜନିତ ରୋଗ ପାଇଁ ବହୁତ ଉପରି ଅଟେ । ଆପଣ ଚାହିଲେ ଏହାର କାଡା ବନେଇକି ନେଇପାରିବେ । ଆପାଣ ଚାହିଲେ ରାତିରେ ଦୁଇଟି ଅଶ୍ଵତ୍ଥ ଗଛର ପତ୍ରକୁ ନେଇ ରାତି ସରେ ପାଣିରେ ପକାଇ ସକାଳେ ଏହାର ପାଣି କୁ ଫୁଟାଇ ଛାଣି ତାହାର ସେବନ କରିପାରିବେ । ଚାରି ରୁ ପାଞ୍ଚ ଦିନ ଏହାକୁ କରନ୍ତୁ ଦେଖିବେ ଆପଣଙ୍କ ହୃଦୟଜନିତ ରୋଗ ଠିକ ହୋଇଯାଇଥାଏ । ତେଣୁ ଏହି ଉପାୟକୁ କରି ଦେଖନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *