ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଗିଫ୍ଟ ବାକ୍ସ ଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣ ଅଛନ୍ତି ନା ଆଉ କିଏ ? Love Quiz Game

ମନା ଯାଇଛି କି ବ୍ୟକ୍ତିର ପସନ୍ଦ ନାପସନ୍ଦ ତାହାର ବ୍ୟକ୍ତିତ୍ଵ ଓ ସ୍ୱଭାବର ଆଇନା ହୋଇଥାଏ। ବ୍ୟକ୍ତିର ପସନ୍ଦ ତାର ଜୀବନ ଓ ସ୍ଵଭାବ ସହ ଜଡ଼ିତ ଅନେକ ରହସ୍ୟ ବିଷୟରେ ଜଣାଇଥାନ୍ତି।

ଏହି ଚିତ୍ର ଗେମ୍ ରେ ଆମେ ଆପଣଙ୍କୁ ଅଲଗା ଅଲଗା ଉପହାର ବାକ୍ସ ଦେଖାଇବୁ, ଯାହା ମଧ୍ୟରୁ ଆପଣ ନିଜ ପସନ୍ଦର ଗୋଟିଏ ବାକ୍ସ ବାଛିବେ। ତା ପରେ ଆପଣ ବାଛିଥିବା ଉପହାର ବାକ୍ସରୁ ଆମେ ଆପଣଙ୍କୁ ଜଣାଇବୁ ଆପଣ ଯାହାଙ୍କୁ ପ୍ରେମ କରନ୍ତି ତାଙ୍କ ହୃଦୟରେ ଆପଣ ଅଛନ୍ତି ନା ଅନ୍ୟ କେହି ଅଛନ୍ତି

▪️ଯଦି ଆପଣ ପ୍ରଥମ ଉପହାର ବାକ୍ସ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମୀଙ୍କ ହୃଦୟରେ ଆପଣଙ୍କ ବ୍ୟତୀତ ତାଙ୍କ ବନ୍ଧୁମାନେ ମଧ୍ୟ ରହିଛନ୍ତି। ସେ ନିଜ ବନ୍ଧୁ ମାନଙ୍କୁ ନିଜ ଜୀବନରେ ବହୁତ ଗୁରୁତ୍ଵ ଦିଅନ୍ତି। ସେମାନଙ୍କ ବିନା ସେ ଜୀବନ କାଟିବା ଅସମ୍ଭବ ବୋଲି ଭାବନ୍ତି ଓ ତାଙ୍କ ସହ ସମୟ ବିତାଇ ସେ ଖୁସି ହୋଇଯାଆନ୍ତି। ବନ୍ଧୁଙ୍କ ସହ ଥିବା ବେଳେ ତାଙ୍କୁ ସମୟ ମଧ୍ୟ ଜଣା ପଡ଼େ ନାହିଁ ଓ ତାଙ୍କର ସମସ୍ତ ଦୁଃଖ ଛୁମନ୍ତର ହୋଇଯାଏ।

▪️ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ଉପହାର ବାକ୍ସ ତେବେ ତାଙ୍କ ହୃଦୟରେ କେବଳ ଆପଣ ହିଁ ଅଛନ୍ତି। ତାଙ୍କ ପାଇଁ ଆପଣ ତାଙ୍କର ସାରା ଦୁନିଆ ଅଟନ୍ତି। ସେ ଆପଣଙ୍କୁ ସବୁଠୁ ଅଧିକ ପ୍ରେମ କରନ୍ତି ଓ ସମ୍ପୂର୍ଣ୍ଣ ହୃଦୟର ସହ ପ୍ରେମ କରନ୍ତୁ। ସେ ଆପଣଙ୍କ ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତି ଓ ଆପଣଙ୍କ ଖୁସି ହିଁ ତାଙ୍କର ପ୍ରକୃତ ଖୁସି ଅଟେ।

▪️ଯଦି ଆପଣ ତୃତୀୟ ଉପହାର ବାକ୍ସ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମୀଙ୍କ ହୃଦୟରେ ଆପଣଙ୍କ ଛଡା ତାଙ୍କ ପରିବାର ବା ପରିବାରର ସଦସ୍ୟ ଅଛନ୍ତି। ସେ ସେମାନଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି ମାନନ୍ତି। ନିଜ ପରିବାରକୁ ସେ ବହୁତ ପ୍ରେମ କରନ୍ତି ଓ ସମ୍ମାନ ମଧ୍ୟ କରନ୍ତୁ। ସେ ସେମାନଙ୍କୁ କୌଣସି ପ୍ରକାର ଦୁଃଖ କଷ୍ଟ ଦିଅନ୍ତି ନାହିଁ। ବରଂ ସବୁବେଳେ ସେମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି। ସେ ଆପଣଙ୍କୁ ଯେପରି ପ୍ରେମ କରନ୍ତି ନିଜ ପରିବାରକୁ ମଧ୍ୟ ସେହିପରି ପ୍ରେମ କରନ୍ତି।

▪️ଯଦି ଆପଣ ଚତୁର୍ଥ ଉପହାର ବାକ୍ସ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମୀଙ୍କ ହୃଦୟରେ ଆପଣଙ୍କ ବ୍ୟତୀତ ତାଙ୍କ କ୍ୟାରିଅରର ସ୍ଥାନ ମଧ୍ୟ ରହିଛି। ସେ ସେଥିପାଇଁ ବହୁତ କଠିନ ପରିଶ୍ରମ କରୁଛନ୍ତି। ସେ ନିଜ ସ୍ୱପ୍ନକୁ ଶୀଘ୍ର ପୁରା କରି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଖୁବ୍ ଆଗ୍ରହୀ ଅଟନ୍ତି। ସେ ନିଜ କ୍ୟାରିଅରରେ ସଫଳତା ହାସଲ କରି ନିଜର ଓ ନିଜ ପରିବାରର ନାମ ଉଚ୍ଚ କରିବାକୁ ଚାହାଁନ୍ତି ଓ ଜୀବନରେ ନୂଆ ନୂଆ ଉଚ୍ଚତା ହାସଲ କରିବାକୁ ଲକ୍ଷ୍ୟ ରଖନ୍ତି।

▪️ଯଦି ଆପଣ ପଞ୍ଚମ ଉପହାର ବାକ୍ସ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମୀଙ୍କ ହୃଦୟରେ ଆପଣଙ୍କ ବ୍ୟତୀତ ତାଙ୍କ ପଡୋଶୀ ଏବଂ ସଂପର୍କୀୟ ଅଛନ୍ତି। ସେ ପ୍ରତ୍ୟେକ କାର୍ଯ୍ୟ ମିଳିମିଶି କରନ୍ତି ଓ ସେମାନଙ୍କୁ ନିଜର ବୋଲି ଭାବନ୍ତି। ସେମାନଙ୍କୁ ସାହାଯ୍ୟ କରିବା ତାଙ୍କର ସବୁଠୁ ପସନ୍ଦର କାର୍ଯ୍ୟ ଅଟେ। ସମସ୍ତ ଦୁଃଖ କଷ୍ଟରେ ଏକାଠି ଠିଆ ହୁଅନ୍ତି ଓ ନିଜ ଆଖପାଖ ମାହୋଲକୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତି। ଏହା ସହ ତାଙ୍କ ପ୍ରିୟଜନଙ୍କ ପାଇଁ ମଧ୍ୟ ତାଙ୍କ ହୃଦୟରେ ଅନେକ ପ୍ରେମ ଅଛି। ମାତ୍ର ତାଙ୍କ ହୃଦୟ କେବଳ ଆପଣଙ୍କ ପାଇଁ ଧଡକି ଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *