ନମସ୍କାର ବନ୍ଧୁଗଣ । ସମସ୍ତ ଙ୍କୁ ଅଧିକ ହାଇଟ ଲୋକ ଖୁବ ଭଲ ଲାଗିଥାନ୍ତି । କାରଣ ଉଚ୍ଚତା ଅଧିକ ଥିଲେ ବ୍ୟକ୍ତି ର ବ୍ୟକ୍ତିତ୍ବ ଉପରେ ଅଧିକ ପ୍ରଭାବ ପଡିଥାଏ । ସେଥିପାଇଁ ବନ୍ଧୁଗଣ ସମସ୍ତେ ଲମ୍ବା ହେବା ପାଇଁ ଇଛା କରିଥାନ୍ତି । ପିଲାଦିନେ କିଛି ଖାଦ୍ୟ ପୋଷକତା ର ଅଭାବରୁ କିଛି ଲୋକ ଙ୍କର ଉଚ୍ଚତା ଅଧିକ ବଢିପାରି ନଥାଏ । କିନ୍ତୁ କିଛି କ୍ଷେତ୍ରରେ କିଛି ଲୋକ ବଂଶଗତ କାରଣ ରୁ ମଧ୍ୟ କମ ଉଚ୍ଚତା ର ମଧ୍ୟ ହୋଇଥାନ୍ତି । ତେଣୁ ପ୍ରାୟତଃ ଏହା ଏକ ଜେନେଟିକ୍ସ କାରଣ ମଧ୍ୟ କୁହାଯାଏ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାକୁ ବ୍ୟବହାର କରି ଆପଣ ଶୀଘ୍ର ରୁ ଶୀଘ୍ର ନିଜର ଉଚ୍ଚତା କୁ ବଢାଇ ପାରିବେ । ଏପରିକି ଏକ ସପ୍ତାହ ରେ ନିଜର ଉଚ୍ଚତା କୁ 4 ଇଞ୍ଚ ରୁ 6 ଇଞ୍ଚ କରି ପାରିବେ । ସାଧାରଣତଃ ପୁଅ ପିଲା ମାନଙ୍କର ଉଚ୍ଚତା ୧୧ ରୁ ୧୮ ବର୍ଷ ବୟସ ମଧ୍ୟ ରେ ଖୁବ ଶୀଘ୍ର ଶୀଘ୍ର ବଡିଯାଇଥାଏ ।
କିନ୍ତୁ ୧୮ ବର୍ଷ ରୁ ହଟାତ ହାଇଟ ବଢିବାର ସ୍ପିଡ କିଛି ମାତ୍ରରେ କମି ଯାଇଥାଏ ଓ ୨୪ ବର୍ଷ ପର୍ଯ୍ୟନ୍ତ ପୁଅ ପିଲାଙ୍କର ହାଇଟ ବଢିଥାଏ । ସେହିପରି ବନ୍ଧୁଗଣ ଝିଅ ପିଲା ଙ୍କର ସାଇକେଲ ବା ମାସିକ ଧର୍ମ ଆରମ୍ଭ ହେବା ପୂର୍ବରୁ ହିଁ ଶୀଘ୍ର ଶୀଘ୍ର ବଢିଥାଏ । ଯେପରିକି ପ୍ରାୟତଃ ୧୨ ବର୍ଷ ପର୍ଯ୍ୟନ୍ତ । କିନ୍ତୁ ୧୨ ବର୍ଷ ରୁ ହାଇଟ ବଢିବାର ସ୍ପିଡ କମିଯାଇଥାଏ ।
ଝିଅ ମାନଙ୍କର ହାଇଟ ୨୧ ବର୍ଷ ପର୍ଯ୍ୟନ୍ତ କିଛି କିଛି ହୋଇ ବଢିଥାଏ । ଏହାପରେ ହାଇଟ ବଢିବା ବନ୍ଦ ହୋଇଯାଏ । ସାଧାରଣତଃ ଖାଇବା ପିଇବା ଓ ଦୈନଦିନ ଜୀବନ ଶୈଳୀ କୁ ନେଇ ହିଁ ସମସ୍ତ ଙ୍କର ଉଚ୍ଚତା ବଢିଥାଏ । ଏହି କାରଣ ରୁ ହିଁ କିଛି ଲୋକ ଙ୍କର ହାଇଟ ବହୁତ ସମୟ ଧରି ବଢୁଥିବା ସମୟରେ, କିଛି ଲୋକଙ୍କର ହାଇଟ ବହୁତ ଶୀଘ୍ର ଅର୍ଥାତ କମ ବୟସ ରୁ ହିଁ ବଢିବା ବନ୍ଦ ହୋଇଯାଏ ।
ବନ୍ଧୁଗଣ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ହରମୋନ ବିଭିନ୍ନ କାରଣ ରୁ ରହିଅଛି । ସେହିଭଳି ହାଇଟ ବଢିବା ପାଇଁ ମଧ୍ୟ ଆମ ଶରୀରରେ ହ୍ୟୁମାନ ଗ୍ରୋଥ ନାମକ ଏକ ହରମୋନ ରହିଅଛି । ଯାହା ସାହାର୍ଯ୍ୟ ରେ ଶରୀରରେ ହାଇଟ ବଢିଥାଏ । ଏହାଛଡା ବନ୍ଧୁଗଣ ଶରୀରରେ ହାଇଟ ନ ବଢିବାର କାରଣ ଭିନ୍ନ ପ୍ରକାରର ଭିଟାମିନ ମଧ୍ୟ ହୋଇଥାଏ ।
ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଚାମଚ କଳା ରାଶି, ଦ୍ବିତୀୟରେ ସାତ ଟି ଆଲ୍ମଣ୍ଡ ଓ ତୃତୀୟରେ ଏଥିରେ ମିଶାନ୍ତୁ ଦୁଇ ଚାମଚ ଅଶ୍ଵଗନ୍ଧା ପାଉଡର । ବର୍ତ୍ତମାନ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ପ୍ରତିଦିନ ରାତିରେ ବା ସକାଳେ ଏକ ଗ୍ଳାସ କ୍ଷୀର କିମ୍ବା ଏକ ଗ୍ଳାସ ଉଷୁମ ପାଣି ରେ ଏକ ଚାମଚ ଏହି ଗୁଣ୍ଡ ରୁ ମିଶାଇ ଏହାକୁ ସେବନ କରନ୍ତୁ ।
ବନ୍ଧୁଗଣ ଏହାକୁ ସେବନ କରିବା ସହ ଆପଣଙ୍କୁ କିଛି ଆହୁରି ମଧ୍ୟ କରିବାକୁ ମଧ୍ୟ ହେବ । ଯେପରିକି ପ୍ରତିଦିନ କିଛି ପାରିବା ଆଦି ପୋଷକ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହାସହ ଭାର ଖାଦ୍ୟ ତଥା ଜଙ୍କ ଫୁଡ ଆଦି ମଧ୍ୟ ଖାଇବା କମାଇବାକୁ ପଡିବ । ଏହା ସହ ପ୍ରତିଦିନ କିଛି ସମୟ ପାଇଁ କିଛି ଯୋଗ, ବ୍ୟାୟାମ ମଧ୍ୟ କରିବାକୁ ହୋଇଥାଏ । ତେବେ ବନ୍ଧୁଗଣ ଏପରି କଲେ ଖୁବ ଶୀଘ୍ର ଆପଣ ଙ୍କର ଉଚ୍ଚତା ବଢିବାକୁ ଲାଗିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ