ବନ୍ଧୁଗଣ, ଆମ୍ଭର ବାସ୍ତୁଶାସ୍ତ୍ର ଅନୁସାରେ ମୁଖ୍ୟଦ୍ଵାର ର ଆମ୍ଭ ଘର ନିମନ୍ତେ ସବୁଠାରୁ ଅଧିକ ମହତ୍ଵ ରହିଥାଏ । ଭବନ ରେ ନିବାସ କରୁଥିବା ମନୁଷ୍ୟ ନିମନ୍ତେ ସୁଖ ସମୃଦ୍ଧି ପାଇଁ ଦ୍ଵାରା ର ସ୍ଥିତି ମଧ୍ୟ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ । ଯଦି ମୁଖ୍ୟ ଦ୍ଵାର ଭୁଲ ଦିଗ ଅଥବା ଭୁଲ ଜାଗାରେ ରହିଥାଏ ତେବେ ଗୃହସ୍ଵାମୀ ତଥା ଗୃହ ର ଅନେକ ସଦସ୍ୟ ମାନଙ୍କୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । ଏହିଭଳି ଅବସ୍ଥାରେ ଆବଶ୍ୟକ ହୋଇଥାଏ ଯେ ଘରର ଦ୍ଵାର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
ଯଦି ମୁଖ୍ୟ ଦ୍ଵାରର ନିର୍ମାଣ ଉଚିତ ଢଙ୍ଗରେ କରାଯାଏ ତେବେ ଘରର ସ୍ଵାମୀ ଙ୍କୁ ଉଚିତ ସଫଳତା ମିଳିଥାଏ । ଏହା ବିପରୀତ ପ୍ରବେଶ ଦ୍ଵାରା ଭୁଲ ଦିଗରେ ଅବସ୍ଥିତ ଥିଲେ ଅଚାନକ ହିଁ ଗମ୍ଭୀର ଦୁର୍ଘଟଣା ହେବାକୁ ଲାଗିଥାଏ । ୧;- ଘରର ମୁଖ୍ୟ ପ୍ରବେଶ ଦ୍ଵାର ଅନ୍ୟ ଦ୍ଵାର ତୁଳନାରେ ଅଧିକ ବଡ ହେବା ଆବଶ୍ୟକ । ମୁଖ୍ୟ ପ୍ରବେଶ ଦ୍ଵାର ସର୍ବଦା ଦୁଇ ଫାଟକ ଥିବା ଭଳି ହେବା ଆବଶ୍ୟକ । ମୁଖ୍ୟ ପ୍ରବେଶ ଦ୍ଵାର ସୁନ୍ଦର ଏବଂ ମଜବୁତ ହେବା ଆବଶ୍ୟକ ।
୨;- ଦ୍ଵାର ଖୋଲିବା ଏବଂ ବନ୍ଦ କରିବା ସମୟରେ ଦ୍ଵାରରୁ ଅଧିକ ଶବ୍ଦ ଆସିବା କଥା ନୁହେଁ । କାଠ ରେ ନିର୍ମିତ ମୁଖ୍ୟ ପ୍ରବେଶ ଦ୍ଵାର ହିଁ ଅଧିକ ପ୍ରଭାବଶାଳି ହୋଇଥାଏ ।
୩;- ଆପଣ କାଠର ଦ୍ଵାରରେ ଲୁହା ଅଥବା କାଚର ବ୍ୟବହାର କରି ପାରିବେ । ସଂପୂର୍ଣ୍ଣ ଦ୍ଵାର କାଚ ତଥା ଅନ୍ୟ ଧାତୁ ର ହେବା କଥା ନୁହେଁ ।
୪;- ମୁଖ୍ୟ ଦ୍ଵାରର ଠିକ ସାମ୍ନା ରେ ଅର୍ଥାତ ଭିତର ପଟକୁ କୌଣସି କାନ୍ଥ ରହିବା ଆବଶ୍ୟକ ନୁହେଁ । ମୁଖ୍ୟ ଦ୍ଵାର ସମୁଖରେ ୩ ଟି ରୁମ ହେବା ଉଚିତ ନୁହେଁ ।
୫;- ମୁଖ୍ୟଦ୍ଵାରରେ ଏରୁଣ୍ଡିବନ୍ଧ ହେବା ଆବଶ୍ୟକ । ଏହାର ଉଚ୍ଚତା ୨ ରୁ ୫ ଇଞ୍ଚ ପର୍ଯ୍ୟନ୍ତ ହୋଇପାରେ । ପ୍ରତ୍ୟକ ବାସ୍ତୁ ଗ୍ରନ୍ଥ ରେ ଏହା ବର୍ଣ୍ଣିତ ଅଛି ଯେ ଘରୁ ବାହାରକୁ ବାହାରିବ ସମୟରେ ଦ୍ଵାରବନ୍ଧ ପ୍ରତ୍ୟକ ମନୁଷ୍ୟ କୁ ଏହା ବୋଧ କରାଇଥାଏ ଯେ ସେ ଏହି ପ୍ରକାରର କୌଣସି କାମ ନ କରନ୍ତୁ, ଯାହାଦ୍ଵାରା ଘରର ମାନମର୍ଯ୍ୟାଦା ତଥା ସନ୍ନମାନ କୁ ଆଘାତ ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।