ବନ୍ଧୁଗଣ, ମାନ୍ୟତା ରହିଅଛି ଯେ ବିବାହ ପରେ ସ୍ଵାମୀ ର ଭାଗ୍ୟ ସ୍ତ୍ରୀ ଉପରେ ବିଶେଷ ଭାବରେ ନିର୍ଭର କରିଥାଏ । ବିବାହ ପରେ କିଛି ଲୋକ ଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିଯାଇଥାଏ । ସେହିଭଳି କିଛି ଲୋକ ଙ୍କ ଭାଗ୍ୟ ବିବାହ ପରେ ସଂପୂର୍ଣ୍ଣ ଭାବରେ ବଦଳିଯାଇଥାଏ । ବରବାଦି ର କାରଣ ସ୍ତ୍ରୀ ଙ୍କର କିଛି ଭୁଲ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିନେବା ଯେ ତାହା କେଉଁ ଭୁଲ ରହିଅଛି ଯାହାକୁ ସ୍ତ୍ରୀ କେବେ ମଧ୍ୟ କରିବା କଥା ନୁହେଁ ।୧;- ବିବାହ ପରେ ଏକ ସ୍ତ୍ରୀ କୁ ନିଜ ମାନ ମର୍ଯ୍ୟାଦା ରେ ରହିବା ଆବଶ୍ୟକ ।
ମାତ୍ର ଯେତେବେଳେ ବିବାହ ହେବାର ଠିକ କିଛି ସମୟ ପରେ ସ୍ତ୍ରୀ ପର ପୁରୁଷ ସହିତ ସମ୍ପର୍କ ରଖିଥାଏ ତଥା କଥାବାର୍ତ୍ତା କରିବାକୁ ଲାଗିଥାଏ ତେବେ ଘରର ବିନାଶ ହେବାକୁ ଲାଗିଥାଏ । ସେହି ସମୟରୁ ସ୍ଵାମୀ ର ବରବାଦି ହେବା ଆରମ୍ଭ ହୋଇଥାଏ ।
୨;- ଶାସ୍ତ୍ର ରେ ସ୍ତ୍ରୀ କୁ ମାତା ଲକ୍ଷ୍ମୀ ଙ୍କ ରୂପରେ ଜଣାଯାଇଅଛି । ଏଭଳି କ୍ଷେତ୍ରରେ ଯେଉଁ ମହିଳା ଘରର ମନ୍ଦିର ତଥା ପୂଜା ଘରକୁ ଅପରିଷ୍କାର ରଖିଥାଏ ତଥା ପୂଜା ପାଠ ରେ ତାହାର ରୁଚି କମ ହୋଇଯାଇଥାଏ, ତଥା ସ୍ତ୍ରୀ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାଏ, ଘରକୁ ଅପରିଷ୍କାର ରଖିଥାଏ, ମଇଳା ବସ୍ତ୍ର ପିନ୍ଧିଥାଏ, ଖାଦ୍ୟ ରେ ତାହାର ରୁଚି କମ ହୋଇଯାଇଥାଏ ତେବେ ମାତା ଲକ୍ଷ୍ମୀ ଏହିଭଳି ଘର ଛାଡି ଚାଲିଯାଇଥାନ୍ତି । ଏହିଭଳି ଘରକୁ ମାତା ଲକ୍ଷ୍ମୀ ତ୍ୟାଗ କରି ଦେଇଥାନ୍ତି ।
୩;- ଯେତେବେଳେ କୌଣସି ମହିଳା ବୃହଷ୍ପତ୍ତି ବାରରେ ମାଂସ ଖାଇବାକୁ ଲାଗିଥାଏ, ଧୂମ୍ରପାନ ତଥା ମଦିରା ସେବନ କରିବାକୁ ଲାଗିଥାଏ, କେଶ ତଥା ନଖ କାଟିଥାଏ ତେବେ ଏହା କାରଣରୁ ବୃହଷ୍ପତ୍ତି କମଜୋର ହେବାକୁ ଲାଗିଥାନ୍ତି । ଏବଂ ସ୍ଵାମୀ ର ବରାବାଦୀ ଆରମ୍ଭ ହେବାକୁ ଲାଗିଥାଏ ।
୪;- ଶାସ୍ତ୍ର ଅନୁସାରେ କୌଣସି ମହିଳା ଙ୍କୁ ଧଳା ରଙ୍ଗର ଶାଢୀ ପିନ୍ଧିବା କଥା ନୁହେଁ । ଆପଣ ଭୁଲରେ ମଧ୍ୟ ସଫା ରଙ୍ଗର ଶାଢୀ ତଥା ସୁଟ ଆଦୌ ପିନ୍ଧନ୍ତୁ ନାହିଁ । ଏହା ପଛର କାରଣ ଏହା ଯେ ଧଳା ରଙ୍ଗର ଶାଢୀ ପିନ୍ଧିବା ଦ୍ଵାରା ପତିବ୍ରତା ଧର୍ମ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ । ଏବଂ ତାଙ୍କ ସମ୍ପର୍କ ରେ ନାକାରତ୍ମକ ଊର୍ଜା ର ଆଗମନ ହୋଇଯାଇଥାଏ ।
୫;- ଏହି ଆଧୁନିକ ଯୁଗରେ ମହିଳା ମାନେ ସୁନ୍ଦର ଦେଖାଯିବା ନିମନ୍ତେ ପାଦରେ ସୁନାର ପାଉଞ୍ଚି ଏବଂ ଗୋଡମୁଦି ପିନ୍ଧିଦେଇଥାନ୍ତି । ମାତ୍ର ଏହା ବିବାହିତା ମହିଳା ମାନଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ଅଶୁଭ ହୋଇଥାଏ । ପାଦରେ ସୁନାଭଳି କୌଣସି ଜିନିଷ ଆପଣଙ୍କୁ ପିନ୍ଧିବା କଥା ନୁହେଁ । କାରଣ ଏହାଦ୍ଵାରା କୁବେର ମହାରାଜ ଙ୍କ ଅପମାନ ମାନଯାଇଥାଏ । ଏହା କାରଣରୁ ଆପଣଙ୍କ ପରିବାରରେ ସମ୍ପର୍କ ଭାଙ୍ଗିପାରେ ।
ଏହା ସହିତ ଅନେକ ପ୍ରକାରର ସମସ୍ୟା ର ଆଗମନ ମଧ୍ୟ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।