Health Tips- ଗ୍ଯାସ ଓ ଏସିଡିଟି ଜୀବନରେ କେବେ ବି ହେବ ନାହିଁ, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ଅନେକ ସମୟରେ ଦେଖାଯାଏ କି ଅନେକ ଲୋକଙ୍କ ଠାରେ ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଦେଖାଯାଏ ନାହି । ଏହା ଏକ ଏପରି ରୋଗ ଅଟେ ଯାହା ସହଜରେ କୌଣସି ବ୍ୟକ୍ତିକୁ ନିଜ କବଳରେ ନେଇ ଯାଇଥାଏ । ଅନେକ ସମସ୍ଯା ମଧ୍ୟ ସୃଷ୍ଟି କରିଥାଏ । ପେଟରେ ଗ୍ଯାସ ପ୍ରଯତ ସମସ୍ତଙ୍କ ଠାରେ ହୋଇଥାଏ । କିନ୍ତୁ ଯେଉଁ ମାନଙ୍କର ପାଚନ ଶକ୍ତି ଖରାପ ରହିଥାଏ ବା କୋଷ୍ଠ କାଠିନ୍ଯ ବା ଏସିଡିଟି ସମସ୍ଯା ରହିଥାଏ ସେମାନଙ୍କୁ ଗ୍ଯାସର ସମସ୍ଯା ଅଧିକ ରହିଥାଏ ।

ଗ୍ଯାସ ଅଧିକ ଦିନ ଯାଏଁ ରହିଲେ ଅନେକ ରୋଗ ସୃଷ୍ଟି କରିଥାଏ । ଆଜି ଆମେ ଆପଣଙ୍କୁ ଗ୍ଯାସର କାରଣ ଓ ଏହାର ପ୍ରତିକାର ବିଷୟରେ କହିବାକୁ ଯାଉଛୁ । ୧ – ଅଧିକ ବୟସ ହୋଇଥିବା ଲୋକଙ୍କୁ ଗ୍ଯାସର ସମସ୍ଯା ଅଧିକ ଦେଖାଯାଏ । ଚାହା ଓ କଫି ଅଧିକ ସେବନ କରିବା ଦ୍ଵାରା ଗ୍ଯାସ ସମସ୍ଯା ହୋଇଥାଏ । ଅଧିକ ନିଶା ଜାତୀୟ ଦ୍ରବ୍ଯର ସେବନ ଦ୍ଵାରା ଗ୍ଯାସ ସମସ୍ଯା ହୋଇଥାଏ ।

୨- ଜଲ୍ଦି ଜଲ୍ଦି ଖାଦ୍ୟ ଖାଇବା ଦ୍ଵାରା ପେଟରେ ଗ୍ଯାସ ସମସ୍ଯା ସୃଷ୍ଟି ହୋଇଥାଏ । ଅଧିକ ସମୟ ଯାଏଁ ଖାଲି ପେଟରେ ରହିବା ଦ୍ଵାରା ଗ୍ଯାସ ବା ଏସିଡିଟି ସମସ୍ଯା ହୋଇଥାଏ । ୩- ଛଣା ଖାଦ୍ୟ ବା ତେଲ ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ଵାରା ଗ୍ଯାସ ସମସ୍ଯା ସୃଷ୍ଟି ହୋଇଥାଏ । ମସାଲା ଯୁକ୍ତ ବା ଜଙ୍କ ଫୁଡ ଖାଦ୍ୟ ଅଧିକ ଖାଇବା ଦ୍ଵାରା ଗ୍ଯାସ ସମସ୍ଯା ଦେଖାଯାଏ ।

୪- କିଛି ଲୋକଙ୍କୁ ଗରମ କ୍ଷୀର ସେବନ ଦ୍ଵାରା, କୋଲଡ୍ରିଂକ୍ସ ପିଇବା ଦ୍ଵାରା, ଭୋକ ଠାରୁ ଅଧିକ ଖାଇବା ଦ୍ଵାରା ଗ୍ଯାସ ରୋଗ ସୃଷ୍ଟି ହୋଇଥାଏ । ଅଧିକ ସମୟ ଯାଏଁ ହଜମ ହୋଇଥିବା ଗରିଷ୍ଠ ଖାଦ୍ୟ କାରଣରୁ ଗ୍ଯାସ ସମସ୍ଯା ଦେଖାଯାଏ । ତେବେ ଗ୍ଯାସ ରୁ ମୁକ୍ତି ପାଇବା ପାଇଁ ସହଜର ଓ ପ୍ରଭାବଶାଳି ଉପାୟ ଗୁଡିକ ହେଉଛି –

୧- ଭୋଜନ ପରେ କିଛି ଗୁଜୁରାତିର ଦାନ ଓ ଲବଙ୍ଗ ଖାଇବା ଦ୍ଵାରା ଏସିଡିଟି ଓ ଗ୍ଯାସ ଦୂର ହୋଇଥାଏ । ୨ରୁ ୩ଟି ରସୁଣ ର କୋଲାକୁ କାଟି ଦିଅନ୍ତୁ । ସେଥିରେ ଲେମ୍ବୁ ରସ ଓ ଗୋଲମରୀଚ ଗୁଣ୍ଡ ଅଳ୍ପ ପକାଇ ଉଷୁମ ପାଣି ସହ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ଵାରା ଗ୍ଯାସ କମ ହୋଇଥାଏ ।

୨- ପେଟରୁ ଗ୍ଯାସର ସମାଧାନ ପାଇଁ ବିନା କ୍ଷୀର ର ଲେମ୍ବୁ ଚାହା ପିଇବା ଦ୍ଵାରା ଖୁବ ଲାଭ ହୋଇଥାଏ । ଏଥିରେ ଅଳ୍ପ ଗୋଲମରୀଚ ମଧ୍ୟ ପକାଇ ପାରିବେ ।

୩- ଘିଂ କୁଆଁଋ ରସ ସହ ତ୍ରିଫଳା ଚୂର୍ଣ୍ଣ ମିଶାଇ ସେବନ କରିବା ଦ୍ଵାରା ପେଟର ଗ୍ଯାସ ଦୂର ହୋଇଥାଏ । ଅଳ୍ପ ଉଷୁମ ପାଣିରେ ଗୋଲାମରୀଚ ଗୁଣ୍ଡ ପକାଇ ସେବନ କରିଲେ ଗ୍ଯାସ ଦୂର ହୋଇଥାଏ ।

୪- ୩ଟି ଶ୍ରୀଶାଖା ବେଲପତ୍ର, ଗୋଲମରୀଚ, ଅଳ୍ପ ଅଦା ଓ ୩ଟି ତୁଳସୀ ପତ୍ରର ପେଷ୍ଟ ପ୍ରତିଦିନ ସକାଳେ ସେବନ କରିଲେ ଗ୍ଯାସ ସମସ୍ଯା ଦୂର ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *