ବନ୍ଧଗଣ ଯଦି ଆପଣଙ୍କର ପେଟ ସବୁବେଳେ ଫୁଲିକୁ ରହୁଛି, ପେଟରେ କଷ୍ଟ ହେଉଛି, ଖାଦ୍ୟ ଖାଇବା ପରେ ପେଟରେ ଜ୍ଵଳନ ହେଉଛି ବା କବଚ ଭଳି ସମସ୍ଯା ଅଛି ବା ଗ୍ଯାସ କାରଣରୁ ମୁଣ୍ଡ ଅଧିକ ବିନ୍ଧା ହେଉଛି ତେବେ ଆଜିର ଏହି ରେମେଡି ର ପ୍ରୟୋଗ ଦ୍ଵାରା ଅସବୁ ସମସ୍ଯା ଦୂର ହୋଇ ପାରିବ । ଯେଉଁ ମାନଙ୍କୁ ଉଚ୍ଚ ରକ୍ତଚାପ ବା ଡାଇବେଟିସ ଭଳି ସମସ୍ଯା ଅଛି ସେମାନେ ମଧ୍ୟ ଏହାର ସେବନ କରି ପାରିବେ ।
ଏହି ଉପଚାର ସମସ୍ତେ ସେବନ କରି ପାରିବେ । କବଚ ଭଳି ସମସ୍ଯା ମୂଳରୁ ଶେଷ ହେବ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା ଓ ସେବନ କରିବା ବିଷୟରେ ସଂପୂର୍ଣ୍ଣ ବିବରଣୀ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ପାନମଧୁରୀ । ପେଟ ଥଣ୍ଡା କରିବା, ଏସିଡିଟି, ଗ୍ଯାସ ପାଇଁ ,କବଚ ପାଇଁ, ହଜମ ଶକ୍ତି ପାଇଁ ଏହା ଅଧିକ ଲାଭଦାୟକ ହୋଇଥାଏ ।
ଏଥିରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଆଖି ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ । ସ୍କିନ ଓ ହେୟାର ପାଇଁ ମଧ୍ୟ ଏହା ଲାଭଦାୟକ ଅଟେ । ପ୍ରଥମେ ଏକ ଚାମଚ ପାନମଧୁରୀ ନେଇ ହାତରେ ଡାଲି ଦିଅନ୍ତୁ । ଏହା ପରେ ଆବଶ୍ୟକତା ରହିଛି କଳା କିସମିସ ।
ଏହାର ସେବନ କରିବା ଦ୍ଵାରା କବଚ ଭଳି ସମସ୍ଯା ଦୂର ହେବା ସହ ପେଟ ସହ ଜଡିତ ଅନେକ ସମସ୍ଯା ଦୂର କରିବ । ଏହାର ଥରେ ସେବନ କରିଲେ ଅନେକ ଫାଇଦା ମିଳିବ । ଥରକ ପାଇଁ ଏକ ଚାମଚ ପାନମଧୁରୀ ଓ କଳା କିସମିସ ର ଆବଶ୍ୟକତା ପଡିବ । ପ୍ରଥମେ ୫ଟି ମୁନାକା ସେବନ କରାଇବେ । ପରେ ୧୦ଟି ମୁନାକା ସେବନ କରିବେ । ଏହାକୁ ହାଇ ବିପି ରୋଗୀ ମଧ୍ୟ ସେବନ କରି ପାରିବେ । ମାତ୍ର ୧୦ ଦିନ ଏହାର ସେବନ କରିବା ଦ୍ଵାରା ଏହି ସମସ୍ଯା ଦୂର ହେବ ।
ଅପରାହ୍ନ ଖାଦ୍ୟ ଖାଇବା ପରେ ଏକ ଚାମଚ ପାନମଧୁରି ଚୋବାଇ ଖାଆନ୍ତୁ । ସେହି ସମୟରେ ଆପଣଙ୍କୁ ମୁନାକା ଖାଇବାକୁ ପଡିବ ନାହି । କିନ୍ତୁ ରାତି ସମୟରେ ଏକ ଚାମଚ ପାନମଧୁରୀ ସହ ୫ଟି ମୁନାକା ଖାଇବାକୁ ପଡିବ । ଏହାକୁ ଚୋବାଇ ଚୋବାଇ ଖାଇବାକୁ ପଡିବ । ରାତିରେ ୫ଟି ମୁନାକା ପାଣିରେ ଭିଯାଇ ସକାଳୁ ସେବନ କରି ପାରିବେ । ଏହାକୁ ଚୋବାଇ ଖାଇବା ପାଇଁ ୫ରୁ ୭ ମିନିଟ ନିହାତି ସମୟ ନେବେ ।
ଏହା ପରେ୪ ଏକ ଗ୍ଳାସ ନରମାଲ ପାଣି ପିଅନ୍ତୁ । ରାତିରେ ସେବନ କରିଲେ ଏହାର ଫାଇଦା ମିଳିଥାଏ । କିନ୍ତୁ ଦିନରେ କରିଲେ ମିଳେ ନାହି । ଏହାକୁ କେବଳ ୧୦ ଦିନ ସେବନ କରି ଦେଖନ୍ତୁ ଦେଖିବେ ଗ୍ଯାସ ଥିଲେ, ଖଟା ହେକୁଟି ହେଉଥିଲେ, ଖାଦ୍ୟ ହଜମ ହେଉ ନାହି, ଭୋକ ଲାଗୁ ନାହି ତେବେ ସବୁ ସମସ୍ଯା ଦୂର ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ