Jyotish Shastra- ଗରିବୀ ର ହେଲା ଅନ୍ତ, ଆଜି ରାତି ଠାରୁ ଏହି 5 ଟି ରାଶି ହେବେ ରାଜା, ପ୍ରଭୁ ଭୋଳାନାଥ ଙ୍କ କୃପାରୁ ହେବ ଧନବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ବହୁତ ଦେବୀ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାଉ। କିନ୍ତୁ ଦେବଙ୍କ ଦେବ ମହାଦେବ ଙ୍କ ର ମହିମା ଓ କୃପା କିଛି ନିଆରା। ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ।

ସେ ହେଉଛନ୍ତି ସ୍ୱୟଂମ୍ଭୁ ତାଙ୍କର ଜନ୍ମ ନାହିଁ କି ମୃ-ତ୍ୟୁ। ସେ ସୃଷ୍ଟି ର ବିନାଶକ ମଧ୍ୟ ।ସେ ରୁଦ୍ର ବି ଆଉ ସେ ଶାନ୍ତ ଭୋଳାନାଥ ଭି।ତାଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ।

ଭଗବାନ ଶିବ ସମୟ ସମୟ ରେ ନିଜର ଅନେକ ସ୍ୱରୂପ ଙ୍କ ର ଦର୍ଶନ ଦେଇଛନ୍ତି। ଶିବଙ୍କ ଭକ୍ତ ଙ୍କୁ ନା ମୃତ୍ୟୁ ର ଭୟ ଥାଏ ନା ରୋଗ ର। ମହାଦେବଙ୍କ ବାହନ ହେଉଛନ୍ତି ବୃଷଭ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହିଥାନ୍ତି ଏବଂ ବୃଷଭ ଧର୍ମର ପ୍ରତୀକ ମଧ୍ୟ। ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିଵଙ୍କ କୃପା ଯେ କୋୖଣସି ବ୍ୟକ୍ତି ଉପରେ ଥାଏ ତାର ସମସ୍ତ ଦୁଃଖ ଓ ଅସୁବିଧା ରୁ ମୁକ୍ତି ପାଇପାରିଥାଏ। ସେହି ସମ୍ବନ୍ଧରେ ଆଜି ଆମେ ଚର୍ଚ୍ଚା କରିବାକୁ ଯାଉଛୁ । ବହୁତ ବର୍ଷ ପରେ ଏବେ ଏକ ଶୁଭ ସଂଯୋଗ ହେବାକୁ ଯାଉଛି ଯାହାର ପ୍ରଭାବ ରେ କିଛି ରାଶିର ଭାଗ୍ୟ ଖୋଲିଯିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ସମ୍ବନ୍ଧରେ।

୧- ବୃଷ ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ ବୃଷ ରାଶି’। ଏହି ରାଶିର ବ୍ୟକ୍ତି ଙ୍କ ଉପରେ ମହାଦେବଙ୍କ ଅସୀମ କୃପା ରହିବ। ସେମାନେ ଅଚାନକ ଧନ ପ୍ରାପ୍ତ କରିବେ। ତାଙ୍କର ଅଟକି ଯାଇଥିବା ସବୁ କାମ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ଏବଂ ବ୍ୟବସାୟ ରେ ଉନ୍ନତି ହେବ।

୨- କନ୍ୟା ରାଶି- ବନ୍ଧୁଗଣ ଦ୍ୱିତୀୟ ରାଶିଟି ହେଉଛି ‘କନ୍ୟା ରାଶି’। ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ଅନେକ ଖୁସି ଆସିବ ଏବଂ ଧନ ର ପ୍ରାପ୍ତି ମଧ୍ୟ ହେବ। ଯେଉଁମାନେ ବ୍ୟବସାୟ ରେ ଜଡ଼ିତ ଥାନ୍ତି ସେମାନେ ନିଜର ବ୍ୟବସାୟ ରେ ଉନ୍ନତି କରିବେ ଏବଂ ଅନେକ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ।

୩- ତୁଳା ରାଶି- ବନ୍ଧୁଗଣ ତୃତୀୟ ରାଶି ହେଉଛି ‘ତୁଳା ରାଶି’। ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାଙ୍କର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଜୀବନ ସାଥି ଙ୍କ ସହ ଖୁବ ମଧୁର ସମୟ କାଟିବେ ଏବଂ ବହୁତ ଖୁସି ରେ ମଧ୍ୟ ରହିବେ ଏବଂ ଏମାନଙ୍କୁ ନିଜର ପରିଶ୍ରମର ଉଚିତ ଫଳ ମଧ୍ୟ ମିଳିବ।

୪- ମେଷ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି ‘ମେଷ ରାଶି’। ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ସମସ୍ତ ଅଟକି ରହିଥିବା କାମ ସବୁ ସମ୍ପୂର୍ଣ୍ଣ ହେବ ଏବଂ ଚାକିରୀ ଖୋଜୁଥିଲେ ତାହା ମଧ୍ୟ ମିଳିବ। ପରିବାର ରେ ସମସ୍ତେ ଖୁସିରେ ରହିବେ ଓ ଆପଣଙ୍କୁ ଖୁବ ଲାଭର ପ୍ରାପ୍ତି ହେବ।

୫- ସିଂହ ରାଶି- ବନ୍ଧୁଗଣ ପଞ୍ଚମ ରାଶି ହେଉଛି ‘ସିଂହ ରାଶି’। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ବ୍ୟବସାୟ ରେ ଖୁବ ଧନ ର ଲାଭ ହେବ। ସମାଜରେ ଖୁବ ସମ୍ମାନ ବଢିବ ଓ ନିଜ ଜୀଵନ ସାଥି ଙ୍କ ସହ ଭଲ ସମୟ ବିତାଇବେ ଓ ଖୁସିରେ ରହିବେ।

ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳ ମିଳିବ ଏବଂ ପଦୋନ୍ନତି ର ସମ୍ଭାବନା ରହିଛି। ସମସ୍ତ ଅସୁବିଧା ରୁ ମୁକ୍ତି ପାଇପାରିବେ।ଆପଣ ସମସ୍ତ ପ୍ରକାର ନକରାତ୍ମକ ଜିନିଷ ଠାରୁ ଦୂରରେ ରୁହନ୍ତୁ।ଏହାଦ୍ବାରା ଆପଣଙ୍କ ଜୀବନ ରେ ସକାରାତ୍ମକତା ଉର୍ଜା ର ସୃଷ୍ଟି ହେବ ଏବଂ ଆପଣ ଜୀବନ ରେ ଉନ୍ନତି ହାସଲ କରିବେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *