ମହିଳାଙ୍କର ଏହି ଅଙ୍ଗ ବଡ ହୋଇଥିଲେ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳି- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏଭଳି କୁହା ଯାଇଥାଏ ଯେ, ମହିଳା ମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସୃଷ୍ଟି ର ରଚୟତା ବ୍ରହ୍ମା ଙ୍କ ର ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରମହା ମଧ୍ୟ ବୁଝି ପାରି ନଥିଲେ ।

ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥ ର ରଚନା କରିଛନ୍ତି । କିନ୍ତୁ ସେମାନେ ମଧ୍ୟ ସଠିକ ଭାବରେ ନାରୀ ମାନଙ୍କର ସ୍ୱଭାବ କୁ ବୁଝିପାରି ନଥିଲେ । ଏମିତି ରେ ଘରର ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ ।

ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀ ର ଚରିତ୍ର ଉପରେ ନିର୍ଭର କରିଥାଏ । କୁହାଯାଇ ଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ସଦୃଶ ବନାଇ ଥାଏ । କିନ୍ତୁ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇ ଥାଏ । ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କର କେତେ ଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି । କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଚରିତ୍ର ହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଭାଗ୍ୟଶାଳୀ ବନାଇଥାଏ । ଏହି ଶାସ୍ତ୍ର ରେ ପ୍ରତ୍ୟେକ ନାରୀ ର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ଏଭଳି କିଛି ଅଙ୍ଗ ସମ୍ବନ୍ଧରେ କହିବୁ ଯଦି ତାହା ସାମାନ୍ୟ ଆକାର ରୁ ବଡ଼ ହୋଇଥାଏ ତେବେ ସେ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ମହିଳା ମାନଙ୍କ ବେକ ସାମାନ୍ୟ ଆକାର ରୁ ଅଳ୍ପ ବଡ଼ ହୋଇଥାଏ ସେହି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏଭଳି ମହିଳା ନିଜ ଜୀବନ ରେ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟ ର ଭୋଗ କରନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ମହିଳା ମାନଙ୍କ କାନ ସାମାନ୍ୟ ଆକାର ରୁ ଅଳ୍ପ ବଡ଼ ହୋଇଥାଏ ସେହି ମହିଳା ମାନେ ଖୁବ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏଭଳି ମହିଳା ଙ୍କ ଆୟୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ମହିଳା ମାନଙ୍କ କେଶ ବହୁତ ଲମ୍ବା ଓ ଘନ ହୋଇଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ହିନ୍ଦୁ ଧର୍ମ ରେ ଦେବୀ ମାନଙ୍କ କେଶ ମଧ୍ୟ ଘନ ଓ ଲମ୍ବା ଥାଏ । ତେଣୁ ଲମ୍ବା ଓ ଘନ କେଶ ଶୁଭ ର ପ୍ରତୀକ ଅଟେ । ଏଭଳି ମହିଳା ଙ୍କୁ ମଧ୍ୟ ଶୁଭମୟୀ ବୋଲି ବିବେଚନା କରାଯାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ମହିଳା ମାନଙ୍କ ପାଦ ସାମାନ୍ୟ ଆକାର ରୁ ଅଳ୍ପ ବଡ଼ ହୋଇଥାଏ ସେଭଳି ମହିଳା ଙ୍କ ସମ୍ବନ୍ଧରେ କୁହାଯାଏ ଯେ ସେମାନେ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି । ଏଭଳି ମହିଳା ନିଜ ଘର ପରିବାର କୁ ସୁଖ ଏବଂ ସମ୍ପତ୍ତି ରେ ପରିପୂର୍ଣ୍ଣ କରି ଦେଇଥାନ୍ତି ।

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ମହିଳା ମାନଙ୍କ ନାଭି ସାମାନ୍ୟ ଆକାର ରୁ ବଡ଼ ହୋଇଥାଏ ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ନିଜ ଘର ପାଇଁ ଶୁଭ ସାବ୍ୟସ୍ତ ହୋଇଥାନ୍ତି । ଏଭଳି ମହିଳା ଧନବାନ ଏବଂ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସନ୍ତାନ ଯୁକ୍ତ ହୋଇ ନିଜ ଘର ପରିବାର କୁ ସୁଖ ଓ ସମୃଦ୍ଧି ରେ ପୁର୍ଣ୍ଣ କରି ଦିଅନ୍ତି । ଏହି ମହିଳା ମାନେ ଶୁଭ ର ସଂକେତ ଅଟନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *