ଗର୍ଭବତୀ ମହିଳାର ପେଟରେ ଥିବା ସନ୍ତାନ ପୁଅ କି ଝିଅ ! ଜାଣିବା ପାଇଁ କରନ୍ତୁ ଏହି ବିଶେଷ ଏକ ଉପାୟ !

ବନ୍ଧୁଗଣ ଯେତେବେଳେ ମହିଳାଟି ଗର୍ଭବତୀ ହୋଇଥାଏ । ସେତେବେଳେ ପେଟରେ ପୁଅ ଅଛି କି ଝିଅ ଅଛି, ତାହା ଜାଣିବା ପାଇଁ ବହୁତ ଅଧିକ ଆଗ୍ରହୀ ରହିଥାଏ । କାରଣ ଆଉ କିଛି ମାସ ପରେ ତାଙ୍କ ଘରକୁ ପୁଅ କି ଝିଅ କେଉଁ ନୂଆ ଅତିଥି ଆସିବା ପାଇଁ ଯାଉଛନ୍ତି । ତାହା ଜାଣିବା ପରେ ସେ ନିଜ ଶିଶୁ ସନ୍ତାନର ଆଗରୁ ଅନେକ କିଛି ସ୍ଵାଗତ କାର୍ଯ୍ୟ ଯୋଜନା କରିରଖିଥାନ୍ତି । ତେବେ ଆଜି ଆମେ ପେଟରେ ପୁଅ କି ଝିଅ ଅଛି ଜାଣିବା ପାଇଁ କିଛି ଉପାୟ ବିଷୟରେ କହିବୁ ।

1- ଗର୍ଭବତୀ ମହିଳାର ପେଟର ଆକାର ଦେଖି ପୁଅ କି ଝିଅ ହେବ, ତାହା ଜାଣି ହୋଇଯାଇଥାଏ । ମହିଳାର ପେଟ ଯଦି ଗୋଲ ହୋଇକି ଆଗକୁ ବାହାରିଥାଏ । ତେବେ ତାହା ପୁଅ ହେବାର ଲକ୍ଷଣ ହୋଇଥାଏ । ଅନ୍ୟ ପକ୍ଷରେ ଯଦି ମହିଳାର ପେଟର ଆକାର ଚଉଡା ହୋଇ ଗୋଲେଇ ଭଳି ଦେଖା ଯାଇଥାଏ । ତେବେ ତାହା ଝିଅ ହେବାର ଲକ୍ଷଣ ହୋଇଥାଏ ।

2- ଯଦି ଗର୍ଭବତୀ ମହିଳା ପ୍ରଥମ 3 ମାସ ପର୍ଯ୍ୟନ୍ତ କିଛି କଥାରେ ଦୁଃଖୀ ହୋଇଯାଉଥାଏ । ତେବେ ଏଭଳି କିଛି ଅନୁଭବ ମହିଳା ଠାରେ ପରିଲ୍ଲକ୍ଷିତ ହେଉଥିଲେ । ପୁଅ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ମହିଳା ମାନଙ୍କର ମିଞ୍ଜାସ ଅନେକ ସମୟରେ ଭଲ ରହିବା ସହ ଲୋକଙ୍କ ସହ ମିଳାମିଶା କରିବାକୁ ସେହି ସମୟରେ ପସନ୍ଦ କରୁଥିବେ । ତେବେ ଝିଅ ହେବାର ସମ୍ଭାବନା ରହିଥାଏ ।

3- ଯେଉଁ ମହିଳାଙ୍କୁ ଗର୍ଭବତୀ ଥିବା ସମୟରେ ଖାଇବାକୁ ଏତେ ଇଛା ହୋଇନଥାଏ । ଏଥିସହ ଖାଇବା ପରେ ବାନ୍ତି ଅଧିକାଂଶ ସମୟରେ ହୋଇଯାଉଥାଏ । ତେବେ ସେମାନଙ୍କର ପୁଅ ହୋଇଥାଏ । 4- ଯଦି ମହିଳା ମାନଙ୍କୁ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବାକୁ ଭଲ ଲାଗିଥାଏ । ତେବେ ସେମାନଙ୍କର ଝିଅ ହେବାର ସମ୍ଭାବନା ଥିବା ବେଳେ ଅଧିକ ଚଟପଟା, ରାଗ କି ମସଲାଯୁକ୍ତ ଖାଇବାକୁ ଇଛା ହେଉଥିଲେ, ପୁଅ ଥିବାର ଜଣା ଯାଇଥାଏ ।

5- ତେବେ ଏକ ଉପାୟ କରି ମଧ୍ୟ ଗର୍ଭରେ ପୁଅ କି ଝିଅ ଅଛି ? ତାହା ନିରୂପଣ କରିପାରିବେ । ମହିଳା ମାନେ ପ୍ରଥମେ ସକାଳର କିଛି ପରିସ୍ରା ନେଇ ସେଥିରେ 1 ଚାମଚ ଖାଇବା ସୋଡା ପକାଇବେ । ଯଦି ସେହି ପରିସ୍ରା ଅଧିକ ଫେଣଯୁକ୍ତ ହୋଇଯାଉଥିବ । ତେବେ ଗର୍ଭରେ ଝିଅ  ଥିବାର ସମ୍ଭାବନା ବହୁ ଅଧିକ ରହିଥାଏ ।

ହେଲେ ଯଦି ପରିସ୍ରାରେ ସୋଡା ପକାଇବା ପରେ ମଧ୍ୟ ପରିସ୍ରାରେ କିଛି ମଧ୍ୟ ପରିବର୍ତ୍ତନ ନଜର ଆସୁନଥାଏ । ତେବେ ଗର୍ଭରେ ପୁଅ ଅଛି ବୋଲି ଜଣା ଯାଇଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *