ପିଉଛନ୍ତି କି ଗରମ ପାଣି ସାବଧାନ ! ଶରୀରରେ ଦେଖାଦିଏ ଏହି ଗମ୍ଭୀର ସମସ୍ଯା, ଜାଣନ୍ତୁ କେବେ ଓ କେତେ ପରିମାଣର ଗରମ ପାଣି ପିଇବା ଉଚିତ ?

ନମସ୍କାର ବନ୍ଧୁଗଣ , ଆମ ପୃଥିବୀ ପୁଷ୍ଟରେ ମଣିଷ କୁ ଶ୍ରେଷ୍ଟ କୁହାଯାଇଛି । ମଣିଷ ହେଉଛି ଭଗବାନ ଙ୍କର ଏକ ଅଦବୁତ ସୃଷ୍ଟି ଏହା ସହିତ ଆମ ପୃଥିବୀରେ ଅନେକ ପଶୁ ପକ୍ଷୀ ମାନେ ରହିଛନ୍ତି । ଆମେ ଛୋଟ ବେଳୁ ଶୁଣି ଆସିଛୁ କି ପାଣି ହିଁ ଜୀବନ ହୋଇଥାଏ। ସମଗ୍ର ବିଶ୍ଵରେ ବାସ କରିଥିବା ସବୁ ଜୀବଜନ୍ତୁ ପାଇଁ ଜଳ ର ଆବଶ୍ୟକତା ରହିଛି । ଆମ ଦେଶରେ ପାଣି ର କୋଣସି ଅଭାବ ନ ଥାଏ ।

ଯେକୋଣସି ସ୍ଥାନରେ ମଧ୍ୟ ଆମକୁ ପାଣି ସୁଲଭରେ ମିଳିଥାଏ । ପାଣି  ପିଇବା  ଦ୍ଵାରା ଆମ ଶରୀରର ନବେ ପତିଶତ ଅଂଶ ପୂରଣ ହୋଇଥାଏ । ମଣିଷ ବିନା ଖାଇ ବଞ୍ଚିପାରିଥାଏ । କିନ୍ତୁ ପାଣି ନ ପିଇ ମଣିଷ ବଞ୍ଚିବା ଅସମ୍ଭବ ହୋଇଥାଏ । ଆଗ କାଳରେ ପାଣି ପାଇଁ ଆମ କୁ ବହୁତ କଷ୍ଟ କରିବାକୁ ପଢୁଥିଲା , କିନ୍ତୁ ଆଜିର ଜ୍ଞାନ କୌଶଳ ଦ୍ଵାରା ଗୋଟିଏ ସ୍ଥାନରେ ଆମେ ପାଣି କୁ ସ୍ଥାୟୀ ଭାବରେ ରଖି ଦରକାର ପଡିଲା ସମୟରେ ଏହାକୁ ବ୍ୟବହାର କରିଥାଉ । ଶୀତ ଦିନ ରେ ଆମେ ଗରମ ପାଣି ପିଇଥାଉ ଏବଂ ଗ୍ରୀଷ୍ମ ଦିନରେ ଥଣ୍ଡା ପାଣି ର ସେବନ କରିଥାଉ ।

କରୋନା ଆସିବା ପରଠାରୁ ଆମକୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆମକୁ ଗରମ ପାଣିର ସେବନ କରିବାକୁ କୁହାଯାକିଅଛି । ତେଣୁ କରି ଏହି ସମୟର ପର ଠାରୁ ଆମେ ଅଧିକ ମାତ୍ରାରେ ଗରମ ପାଣିର ପିଇଉଛୁ । ଅନେକ ଲୋକମାନେ ସକାଳୁ ଉଠିଲା ମାତ୍ରେ ଏକ ଗ୍ଳାସ  ଗରମ ପାଣିର ସେବନ କରିଥାନ୍ତି । କାରଣ ସବୁ ଦିନ ଗରମ ପାଣି ପିଇବା ଦ୍ଵାରା ଆମକୁ ବହୁତ ଗୁଡାଏ ଶାରୀରିକ ଉପକାର ପାଇଥାଉ ।

ଗରମ ପାଣି ପିଇବା ଦ୍ଵାରା ଥଣ୍ଡା ଦୂର ହୋଇଥାଏ , ଆମ ଶରୀର ରୁ ତାପମାତ୍ରା ବୃଦ୍ଧି ହୋଇ ଜାଳ ବାହାରକୁ ବ ଆହାରି ଆସିଥାଏ ଏହା ଆମ ଶରୀର ପାଇ ଭଲ ହୋଇଥାଏ । ଏହି ପରି ଅନେକ ଉତ୍ତମ କାରଣ ପାଇଁ ଆମେ ଗରମ ପାଣିର ସେବନ କରିଥାଉ । କିନ୍ତୁ ଡାକ୍ତରଙ୍କ ସର୍ଭେ ରୁ ଏହା ଜଣାପଡିଛି ଯେ ଅଧିକ ପରିମାଣରେ ଗରମ ପାଣି ପିଇଛନ୍ତି ତେବେ ତାହା ଆମ ପାଇଁ କ୍ଷତିକାରକ ହୋଇଥାଏ ।

ଆମେ ଅଧିକ ଗରମ ପାଣି ପିଇଉଛୁ , ଶୀତ ଦିନମାନଙ୍କରେ ଆମେ ଗରମ ପାଣିରରେ ସ୍ନାନ , ଗୋଡ , ହାତ ଧୋଇବା ଆଦି ବାରମ୍ବାର କରିଥାଉ । ଡାକ୍ତରଙ୍କ ରିପୋର୍ଟ ରେ ଜଣାଯାଇଛି ଯେ ଆମେ ଯେଉଁ ପରିମାଣରେ ଶୀତ ଦିନରେ ଗରମ ପାଣିର ବ୍ୟବ ଆହାର କରୁଛୁ , ତାହା ଦ୍ଵାରା ଆମ ଶରୀର କୋଷ ଗୁଡିକ ପ୍ରଭାବିତ ହୋଇଥାନ୍ତି । ଯେଉଁ ଗତିରେ କାମ କରିବା କଥା ତାହା କରିନଥାନ୍ତି ।

ଗରମ ପାଣି ପିଇବା ଦ୍ଵାରା ଶରୀରର ସନ୍ଥୁଳନ ଭଙ୍ଗ ହୋଇଥାଏ । ଅଧିକ ଗ୍ରାମ ପାଣି ପିଇବା ଦ୍ଵାରା ମାଉଥ ଅଳଶର ମଧ୍ୟ ଶିକାର ହୋଇଥାଉ । ଆମ ଯେଉଁ ପ୍ରକାର ଭାବରେ ଶୋଷ ହେବ କଥା ତାହା ହୋଇନଥାଏ ପାଣି ର ଅଂଶ ଶରୀରରେ କମିଯାଇଥାଏ । ତେଣୁ ଗରମ ପାଣିର ଅଧିକ ସେବନ ଦ୍ଵାରା ଆମେ ଅନେକ ଶାରୀରିକ ସମସ୍ୟା ରେ ପଡିଥାଉ ତେଣୁ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *