ଏହି ଘଟଣା ହେଉଛି ଉତ୍ତର ପ୍ରଦେଶର ଧୂମାଲ ଗାଁ ର । ସେଠାରେ ଦୁଇ ସ୍ଵାମୀ ସ୍ତ୍ରୀ ରହୁଥିଲେ ସେମାନଙ୍କ ନାମ ହେଉଛି ସୁମନ ଓ କେଶବ ସେ ଦୁହେଁ ନିଜ ମାତା ପିତାଙ୍କ ସହ ରହୁଥିଲେ । କିନ୍ତୁ ତାଙ୍କ ମା ଙ୍କୁ ତାଙ୍କର ଝିଅ ହେବା ପସନ୍ଦ ନଥିଲା । ତାଙ୍କ ମତ ଅନୁସାରେ ପୁଅ ମାନେ ହିନ କେବଳ ବଂଶ କୁ ଆଗକୁ ନେବେ । ସେମାନେ ଯେତେବେଳେ ଜାଣିଲେ କି ସୁମନ ମା ହେବା ପାଇଁ ଯାଉଛନ୍ତି ତେବେ ସେ ଚାହୁଁ ଥିଲେ କି ତାଙ୍କ ର ଯଦି କନ୍ୟା ସନ୍ତାନ ହେବ ତାକୁ ମାରିଦେବେ ।
କୁହାଯାଏ କି ମଣିଷ ର ଦର ହିନ ତାକୁ ଖୁବ ତଳକୁ ନେଇଯାଇ ଥାଏ । ତେବେ କହିବା ପାଇଆନ ଗଲେ ତାଙ୍କ ମନର ଦର ସତ ହେଲା ସୁମନ ଏକ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଥିଲା । ଏହା ତାଙ୍କ ପାଇଁ ଏବେ ଏକ ବୋଝ ଥିଲା । ତେଣୁ କରି ସେ ନିଜ ନାତୁଣୀ କୁ ମାରିବା ପାଇଁ ଚେଷ୍ଟା କରିବା ଆରମ୍ଭ କରି ନେଲେ ଏହା ଶୁଣିବା ପରେ ସୁମନ ଖୁବ ଡଋ ଯାଇଥିଲା ଓ ସେ ତା ଝିଅ କୁ ବଞ୍ଚାଇବା ପାଇଁ ନିଜ ସ୍ଵାମୀ କୁ ବିନତି କରିଥିଲା ।
ତେଣୁ କରି ସେ ଏକ ଟୋକେଇ ଆଣିକି ସେଥିରେ ତାକୁ ରଖିକି ଗଙ୍ଗା ନଦୀ ରେ ଭସାଇ ଦେଲା । କହିଲା ଭଗବାନ ମହାଦେବ ଙ୍କ ଦୟା ଏବେ ଏହି ପିଲା ଉପରେ ସେ ହି କେବଳ ତାକୁ ବଞ୍ଚାଇ ପାରିବେ । ଏହା ପରେ ଶିଶୁ ଟି ଭାସି ଭାସି ଯାଇ ଆଉ ଏକ ଗ୍ରାମରେ ଲାଗିଲା ସେ ଗାଁ ର ନାମ ସାମ ପୁର । ସେଠାରେ ସୂରଜ ଏବଂ ସନ୍ଧ୍ୟା ନାମର ଏକ ଦମ୍ପତି ସେଠାରେ ଭଗବାନ ଶିବଙ୍କ ପୂଜା କରୁଥିଲେ । ବିବାହ ର ଅନେକ ବର୍ଷ ପରେ ମଧ୍ୟ ତାଙ୍କୁ ସନ୍ତାନ ମିଳି ନଥିଲା ।
କାରଣ ସେ ଚାହୁଁ ଥିଲେ କି ଏକ ସନ୍ତାନ ହେଲେ ସେ ଖୁସିରେ ରହିବେ । ହଠାତ ତାଙ୍କ ନଜର ଟୋକେଇ ଉପରେ ପଡିଲା ଯେଉଁ ଥିରୁ ଜଣା ପଡିଲା କି ତାଙ୍କ ସେଥିରେ ଏକ କନ୍ୟା ଟିଏ ଅଛି । ସେମାନେ ତାକୁ ନେଇ ନିଜ ଝିଅ ଭଳି ପାଳିବା ପାଇଁ ଲାଗିଲେ, ପିଲା ଦିନୁ ସେ ଖୁବ ଭଲ ଥିଲା ପାଠ ପଢାରେ ସେ ଧୀରେ ଧୀରେ ବଡ ହେବ ଅପାଇନ ଲାଗିଲା ଓ ମାତ୍ର ୨୦ ବର୍ଷ ବୟଶରେ ସେ ଏକ IAS ଅଫିସର ହୋଇଗଲା । ଏହା ପରେ ଦିନେ ସେ ଟିଭି ରେ ଆସିଲା । ତାର ଗଳାରେ ଥିବା କଳା ଯାଇ କୁ ଦେଖିକି ଜଣା ପଡିଗଲା କି ସେ ସେହି ଝିଅ । ସୁମନ ତା ସ୍ଵାମୀ କୁ ଡାକିକି କହିଲା ସବୁ ।
ସେମାନେ ଯାଇ ତା ମାତା ପିତା ଙ୍କୁ ସବୁ କହିଲେ ସେ ଚାହୁଁ ଥିଲେ କି ପୁଣି ସେ ତାଙ୍କ ଝିଅ କୁ ଫେରି ପାଇବେ । ମାତ୍ର ସେ ଶିଧା ମନା କରିଦେଲା କି ଯେଉଁ ମା ବାପା ତାକୁ ଏକା ଛାଡି ଦେଇ ଥିଲେ ସେ ତାଙ୍କ ପାଇଁ କିଛି କରିବ ନି । ତେଣୁ କରି ସେମାନେ ଫେରିଗଲେ । ନିଜ ସାସୁ ଶ୍ବଶୁରକୁ ଯାଇକି ସେମାନେ ସବୁ କହିଲେ ସେମାନେ ଖୁବ ଲାଜ୍ୟା ଅନୁଭବ କରିଥିଲେ ଏହା ପାଇଁ ମାତ୍ର ଆଉ ହାତରେ କିଛି ନଥିଲା । ସୁମନ ର ଏହି ସନ୍ତାନ ପରେ ଆଉ ସନ୍ତାନ ହୋଇ ନଥିଲା ।