ଗାଇକୁ ଦେଖିବା ମାତ୍ରେ କରିଦିଅନ୍ତୁ ଏହି କାମ, ହେବେ ସୌଭାଗ୍ୟବାନ୍

ହିନ୍ଦୁ ଧର୍ମରେ ଗୋ ମାତାଙ୍କୁ ପୂଜନୀୟ ସ୍ଥାନ ଦିଆଯାଇଛି । ଏହା ମଧ୍ୟ କୁହା ଯାଇଥାଏ କି ,ଗାଈ ମାନଙ୍କ ଦେହରେ ସମସ୍ତ ଦେବା ଦେବୀ ବାସ କରିଥାଆନ୍ତି । ତେଣୁ ଗାଈଙ୍କୁ ପୁଜିବା ଦ୍ୱାରା ଆମକୁ ବହୁତ ଶୁଭ ଫଳ ମିଳିଥାଏ । ଗାଈର କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭ ଦାୟକ ଅଟେ । କୌଣସି ଧାର୍ମିକ କାର୍ଯ୍ୟରେ ଗାଈର ମୂତ୍ର ଓ ଗୋବର ଆବଶ୍ୟକ ହୋଇଥାଏ । ତେଣୁ ଆମକୁ ଗାଈ ମାନଙ୍କ ସେବା କରିବା ଦରକାର ।

ହିନ୍ଦୁ ଧର୍ମରେ ଆମେ ଗାଈମାନଙ୍କୁ ପୁଜିବା ଦ୍ୱାରା ଆମ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ

ସେ ଘରେ କେବେବି ଅକାଳ ସମସ୍ୟା ଦେଖାଦେଇନଥାଏ । ଆପଣ ଗାଈ ମାନଙ୍କୁ କେବେବି ବାସୀ ଖାଦ୍ୟ ଦିଅନ୍ତୁ ନାହିଁ । ସବୁବଳେ ଆପଣଙ୍କ ରୋଷେଇର ପ୍ରଥମ ଖାଦ୍ୟ ଦେବା ଦରକାର । ଗାଈମାନଙ୍କୁ ଆପଣ କେବେବି ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ । ଏହାଦ୍ୱାରା ଆପଣ ଦରିଦ୍ର ହୋଇଯାଇଥାନ୍ତି ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାଆନ୍ତି ।

ଗାଈ ମାନଙ୍କୁ ପୁଜିବା ଦ୍ୱାରା ଆପଣଙ୍କ ଘରେ ସବୁବଳେ ସୁଖ ଶାନ୍ତିର ବତାବରଣ ଦେଖାଦେଇଥାଏ । ବାଟରେ ଗାଈକୁ ଦେଖିଲାମାତ୍ରେ ଆପଣ ଯଦି ଗାଈକୁ ଖାଇବାକୁ ଦିଅନ୍ତି ତାହେଲେ ,ଆପଣଙ୍କୁ ବହୁତ ପୁଣ୍ୟ ମିଳିଥାଏ ।

ଆପଣ ଯଶଵାନ ହୋଇଥାଆନ୍ତି । ଆପଣ ଗୋ ମାତାଙ୍କୁ କବିବାକୁ ଦେବାଦ୍ୱାର ଆପଣ ବହୁତ ଧନ ସମ୍ପତ୍ତିର ଆଧିକାରୀ ବନିଥାନ୍ତି । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *