ଗାଧୋଇବା ଓ ଖାଇବା ପୂର୍ବରୁ ପରିସ୍ରା କରିବା ଦ୍ଵାରା ଶରୀରରେ କେଉଁ ଲାଭ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏପରି କେତେକ ନିୟମ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି । ସେଥିମଧ୍ୟରୁ କିଛି ଆମକୁ ଜଣା ଓ କିଛି ଆମ ଆଗରେ ଅଜଣା ହୋଇ ରହିଥାଏ । ସେହି ଶାସ୍ତ୍ର ଲିଖିତ କେତେକ ତଥ୍ୟ ଆପଣଙ୍କ ନିକଟକୁ ପୋଷ୍ଟ ମାଧ୍ୟମରେ ଆମେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜୀବନରେ ଏହାର ପ୍ରୟୋଗ ଦ୍ଵାରା ପ୍ରଭାବ ବହୁତ ହିଁ ଭଲ ରହିବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ଦେବାକୁ ଯିବା ବେଳେ କଦଳୀ ଖାଇ ଯିବା ଉଚିତ ।

କାରଣ କଦଳୀ ଖାଇବା ଦ୍ଵାରା ବ୍ରେନ ସାର୍ପ ହୋଇଥାଏ । ପଢିଥିବା ପାଠ ବହୁତ ସମୟ ପର୍ଯ୍ୟନ୍ତ ମନେ ରହିଥାଏ । ପିଆଜକୁ କାଟି ଲାଇଟ ପାଖରେ ରଖିବା ଦ୍ଵାରା ଘରେ ମଶା କିମ୍ବା ଝିଟିପତି ପ୍ରବେଶ କରିନଥାନ୍ତି । ମୁଣ୍ଡ ସଫା କରି ଗାଧୋଇବା ସମୟରେ ପାଣିକୁ ଗରମ ନକରି ସାଧାରଣ ପାଣିରେ ଗାଧୋଇବା କେଶ ପ୍ରତି ଭଲ ପ୍ରଭାବ ପକାଇଥାଏ । ଯଦି କୌଣସି ବ୍ୟକ୍ତିର ବାମ ଆଖିରୁ ଲୁହ ବାହାରି ଆସିଥାଏ ।

ତେବେ ସେହି ବ୍ୟକ୍ତି ଜଣଙ୍କ ଦୁଃଖରେ ଅଛନ୍ତି ବୋଲି ଜଣା ପଡିଯାଇଥାଏ । ପ୍ରତ୍ଯେକ ବ୍ୟକ୍ତି ଯଦି ପ୍ରତିଦିନ ସଠିକ ଭାବରେ ସାବୁନରେ ହାତ ସଫା କରି ଖାଦ୍ୟ ଖାଇବେ । ତେବେ ଅନେକ ରୋଗ ବେମାରୀରୁ ନିଜକୁ ସୁରକ୍ଷା ଦେଇପାରିବେ । ପନିପରିବା ଶୁଖି ଯାଇଥିଲେ । ତାହାକୁ ତାଜା କରିବା ପାଇଁ ଥଣ୍ଡା ପାଣିରେ ଲେମ୍ବୁ ରସ କିଛି ପକାଇ ସେଥିରେ ପରିବାକୁ ରଖିବା ଦ୍ଵାରା ପାରିବା ପୁନଃ ତାଜା ଓ ସତେଜ ହୋଇଯାଇଥାଏ ।

ତକିଆ ନଦେଇ ଶୋଇବା ଦ୍ଵାରା ମେରୁଦଣ୍ଡ ମଜଭୁତ ହୋଇଥାଏ । ପିଲାଙ୍କର ପଢିବା ରୁମ୍ କୁ ନୀଳ ରଙ୍ଗ ଦ୍ଵାରା କଲର କଲେ । ପିଲାଙ୍କର ପାଠ ପ୍ରତି ମନ ଧ୍ୟାନ ଲାଗିଥାଏ । ବର୍ଷା ଦିନେ ଯଦି ଲୁଣ ପାଣି ହୋଇଯାଉଥାଏ । ତେବେ ଡବାରେ କିଛି ଚାଉଳ ରଖିବା ଦ୍ଵାରା ଲୁଣ ପାଣି ହୋଇନଥାଏ । କ୍ଷୀର ଥିରେ ଯଦି କିଛି କଞ୍ଚା ଲଙ୍କା କାଟି ପକାଇଦେବେ । ତେବେ କ୍ଷୀରରୁ ଭଲ ଦହି ହୋଇଯିବ । ଫ୍ରିଜରେ ଜିନିଷ ରଖିବା ଦ୍ଵାରା ଯଦି ଦୁର୍ଗନ୍ଧ ବାହାରୁଥାଏ । ତେବେ ଫ୍ରିଜରେ ଫାଳେ ଲେମ୍ବୁକୁ କାଟି ରଖନ୍ତୁ ।

ବାୟାମ କରିବା ପୂର୍ବରୁ କମଳା ଲେମ୍ବୁ ଖାଇକି ବ୍ୟାୟମ କରିବା ଦ୍ଵାରା ଶରୀରରୁ ଅଧିକ ଝାଳ ବାହାରିବା ସହିତ ଶରୀରର ଅଧିକ ଚର୍ବି ଘଟିଯାଇଥାଏ । ଚୁଟି ସାମ୍ପୁ କରିସାରିବା ପରେ ଚାଉଳ ଧୁଆ ପାଣିକୁ କଣ୍ଡିସନ ରୂପେ ବ୍ୟବହାର କରିଲେ । ଚୁଟି ଉପୁଡା କମିଯାଇଥାଏ । ଏହା ସହିତ କେଶରେ ଚମକ ଆସିଥାଏ ଶୋଇବାକ ପୂର୍ବରୁ ପ୍ରତିଦିନ ଥଣ୍ଡା ପାଣି ପିଇକି ଶୋଇବା ଦ୍ଵାରା ଖରାପ ସ୍ଵପ୍ନ ପ୍ରାୟତଃ ଆସିନଥାଏ ।

ଖାଦ୍ୟ ଖାଇବା ପରେ ଓ ଗାଧୋଇବା ପୂର୍ବରୁ ପରିସ୍ରା କରିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *