ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଉଭୟ ଦୁଃଖ ଓ ସୁଖ ସମୟ ଦେଇ ପ୍ରତ୍ଯେକଟି ମଣିଷକୁ ଗତି କରିବାକୁ ପଡିଥାଏ । ଯେଉଁ ମଣିଷ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିପାରିଥାଏ । ସେହି ବ୍ୟକ୍ତିକୁ ଜୀବନରେ ଖୁସି ମିଳିଥାଏ । ବ୍ୟକ୍ତିର ଏପରି କିଛି ଖରାପ ଅଭ୍ୟସ ଯୋଗୁ ବ୍ୟକ୍ତିର ଭାଗ୍ୟରେ ଖରାପ ସମୟର ସ୍ଥିତି ବହୁ ସମୟରେ ଆସିଯାଇଥାଏ । କାରଣ ଆମର କର୍ମ ଦ୍ଵାରା ହିଁ ଆମର ଭାଗ୍ୟ ନିର୍ଧାରଣ କରାଯାଇଥାଏ ।
ବ୍ୟକ୍ତିର ଏପରି କିଛି ଅଭ୍ଯାସ ବିଷୟରେ ବର୍ଣ୍ଣନା କରିବୁ । ସେହି ଗୁଣ କାରଣରୁ ବ୍ୟକ୍ତି ଜୀବନରେ ଅଧିକରୁ ଅଧିକ କଷ୍ଟ ପାଇଥାଏ । ପ୍ରଥମ କଥା ହେଉଛି ଯେଉଁ ବ୍ୟକ୍ତି ନିଜର ଶରୀରର ସ୍ଵଚ୍ଛତା ଉପରେ ଧ୍ୟାନ ଦେଇନଥାଏ । ସେହି ବ୍ୟକ୍ତି ଜୀବନରେ ବହୁତ ଖରାପ ସମୟର ସାମ୍ନା କରିଥାଏ । ପ୍ରଥମେତଃ ବ୍ୟକ୍ତିର ଏହି ଅଭ୍ଯାସ ଯୋଗୁ ସେ ସମଯରେ ମାନ ସମ୍ମାନର ପ୍ରାପ୍ତ କରିବାର ଅଧିକାରୀ ହୋଇନଥାଏ ।
ଯେଉଁ ବ୍ୟକ୍ତି ନିଜର ଦାନ୍ତକୁ ସ୍ବଚ୍ଛ ରଖିନଥାଏ । ଏହି ବ୍ୟକ୍ତିର ଅର୍ଥର ବହୁତ ସମସ୍ଯା ଦେଖିବାକୁ ମିଳିଥାଏ । ଏହା ଛଡା ସେହି ବ୍ୟକ୍ତି ଧାର କରଜରେ ସବୁବେଳେ ବୁଡି ରହିଥାନ୍ତି । ଏହା ସହିତ ଯେଉଁ ବ୍ୟକ୍ତି ମଇଳା ଓ ଚିରା ଫଟା ବସ୍ତ୍ର ପରିଧାନ କରିଥାଏ । ଏମାନଙ୍କର ଭାଗ୍ୟରେ ଭାଗ୍ୟରେ ଶୀଘ୍ର ଦରିଦ୍ରତା ଆସିଥାଏ ।
ସେହି ବ୍ୟକ୍ତିର ଆର୍ଥିକ ଯେତେ ଭଲ ଥିଲେ ମଧ୍ୟ ଧୀରେ ଧୀରେ କରି ଖରାପ ହୋଇଯାଇଥାଏ । ଯେଉଁ ବ୍ୟକ୍ତି ଅଧିକ ଭୋଜନ କରିଥାଏ । ସେହି ବ୍ୟକ୍ତି ଦରିଦ୍ରତା ହେବାର ସମ୍ଭାବନା ରହିଥାଏ କାରଣ ଆବଶ୍ୟକତା ଠାରୁ ଅଧିକ ଭୋଜନ କରୁଥିବା ପ୍ରାଣୀଙ୍କର ହାତରେ ବହୁ ସମୟ ଧରି ଟଙ୍କା ରହିନଥାଏ । ଏହା ସହିତ ଅଧିକ ଖାଉଥିବା ବ୍ୟକ୍ତିର ସ୍ଵାସ୍ଥ ଅବସ୍ତା ବହୁତ ଜଲ୍ଦି ଖରାପ ହୋଇଯାଇଥାଏ ।
ଯେଉଁ ବ୍ୟକ୍ତି ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ମଧ୍ୟ ବହୁ ସମୟ ଧରି ଶୋଇ ରହିଥାଏ । ସେହି ବ୍ୟକ୍ତିକୁ ଜୀବନରେ ସଫଳତା ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ । କାରଣ ଶୋଇ ରହୁଥିବା ବ୍ୟକ୍ତିଙ୍କର ଭାଗ୍ୟ ମଧ୍ୟ ତାଙ୍କର ଶୋଇଯାଇଥାଏ । ଯାହା ଦ୍ଵାରା ସେମାନେ କୌଣସି କାର୍ଯ୍ୟରେ ଉନ୍ନତି କରିପାରିନଥାନ୍ତି ।
ଯେଉଁ ବ୍ୟକ୍ତି ଛଳ କପଟ କରି ପଇସା ରୋଜଗାର କରିଥାଏ । ଏହି ଟଙ୍କା ସେହି ବ୍ୟକ୍ତି ପାଖରେ ବହୁତ ସମୟ ଧରି ରହିନଥାଏ । ଏହି ବ୍ୟକ୍ତିକୁ ଜୀବନରେ ବହୁ କଷ୍ଟଦାୟକ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ଏହି ସବୁ ଖରାପ ଅଭ୍ଯାସ ଥିବା ବ୍ୟକ୍ତି ଯଦି ନିଜର ଅଭ୍ଯାସରେ ପରିବର୍ତ୍ତନ ଆଣିପାରିବ ।
ତେବେ ସେ ଦରିଦ୍ରତାର ଶିକାର ନହୋଇବା ସହ ଧାର କରଜରେ ମଧ୍ୟ ବୁଡି ରହିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।