ବନ୍ଧୁଗଣ, ଭାରତବର୍ଷ ରେ ତୁଳସୀ ଗଛ ବହୁ ପୁରାତ୍ତନ କାଳରୁ ଲାଗି ଆସିଛି । ହିନ୍ଦୁ ଧର୍ମ ର ଅନେକ ଗ୍ରନ୍ଥ ପୁରାଣ ରେ ତୁଳସୀ ଗଛ ର ବିଶେଷ ମହତ୍ଵ ସମ୍ବନ୍ଧରେ କୁହାଯାଇଅଛି । ହିନ୍ଦୁଧର୍ମ ରେ ତୁଳସୀ ଗଛ ର ପୂଜା ଦେବୀ ଙ୍କ ରୂପରେ କରାଯାଇଥାଏ । ତୁଳସୀ ର ପ୍ରତିଦିନ ଦର୍ଶନ ପାପ ନାଶକ ବୋଲି କୁହାଯାଇଥାଏ । ଏବଂ ପୂଜା କରିବା ମୋକ୍ଷଦାୟକ ଅଟେ । ପୂଜା, ଅନୁଷ୍ଠାନ ହେଉ ଅଥବା ଶ୍ରାଦ୍ଧ କର୍ମ ତୁଳସୀ ଅନିବାର୍ଜ୍ୟ ଅଟେ । ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ ଏବଂ ଶ୍ରୀ କୃଷ୍ଣ ଙ୍କ ପୂଜା ସଂପୂର୍ଣ୍ଣ ହୋଇ ନଥାଏ ।
ଧାର୍ମିକ ମାନ୍ୟତା ଅନୁସାରେ ଯଦି ଆପଣ ନିଜ ଘରେ ତୁଳସୀ ଗଛ ଲଗାଉଛନ୍ତି ଏବଂ ତାହାର ଉତ୍ତମ ଭାବରେ ଯତ୍ନ ନେଉଛନ୍ତି ତେବେ ପୂର୍ବ ଜନ୍ମ ର ସମସ୍ତ ପାପ ନଷ୍ଟ ହୋଇଯାଇଥାଏ । ତୁଳସୀ ପୂଜା ଆରଧାନ ତଥା ସେବା କରିବା ଦ୍ଵାରା ଘରେ ସମ୍ପର୍ଣ୍ଣତା ବନି ରହିଥାଏ ।
କେବେ ମଧ୍ୟ ଘରେ ଗୋଟିଏ ତୁଳସୀ ରଖିବା କଥା ନୁହେଁ । ଘରେ ଏକ ରୁ ଅଧିକ ତୁଳସୀ ରଖନ୍ତୁ । ୪ ଅଥବା ୫ ଗଛ ତୁଳସୀ ର ରଖନ୍ତୁ । ଏହା ଅତ୍ୟନ୍ତ ଉତ୍ତମ ହେବ ଯେ ଯଦି ଆପଣ ନିଜ ଘରେ ୫ ଟି ତୁଳସୀ ଗଛ ଏକା ସହିତ ରଖନ୍ତି ତେବେ କେବେ ମଧ୍ୟ ଆପଣଙ୍କ ଘର ତୁଳସୀ ଙ୍କ ବିନା ଖାଲି ହେବ ନାହିଁ ।
ଦ୍ଵିତୀୟ ରେ ଯଦି ଆପଣଙ୍କ ଘରେ ଅତ୍ୟଧିକ ତୁଳସୀ ଗଛ ଥିବେ ତେବେ ଆପଣ ଯେଉଁ ତୁଳସୀ ଙ୍କ ପୂଜା କରୁଛନ୍ତି ତାହାର ପତ୍ରକୁ କେବେ ମଧ୍ୟ ତୋଳିବେ ନାହିଁ । ଅନ୍ୟ ଗଛ ଯାହା ରହିଅଛି ସେଥିରୁ ଆପଣ ପତ୍ର ତୋଳନ୍ତୁ । ଏବଂ ସେମାନଙ୍କ ଦ୍ଵାରା ହିଁ ଆପଣ ଭୋଗ ଲଗାନ୍ତୁ । ତଥା ପ୍ରଶାଦ ରେ ଅର୍ପିତ କରନ୍ତୁ । ଏହା ସହିତ ଯଦି ଆପଣ ଔଷଧୀୟ ରୂପରେ ବ୍ୟବହାର କରନ୍ତି ତେବେ ଏହା ହୋଇଯିବ ।
ଆପଣ ବହୁତ ସହଜରେ ଏହି ୫ ଟି ଗଛ କୁ ଏକ ସହିତ ରଖନ୍ତୁ । ଗୋଟିଏ ର ଆପଣ ପୂଜା କରନ୍ତୁ ଏବଂ ଯଦି ଅନ୍ୟ ଗଛ ସୁଖୁଅଛି ତେବେ ଆପଣ ଅନ୍ୟର ପୂଜା କରନ୍ତୁ । ଏହା ସହିତ ହିଁ ଆପଣ ଗୋଟିଏ ଗଛ ଆଣି ସେହି ଜାଗାରେ ଲଗାଇ ଦିଅନ୍ତୁ, ଏହା ବହୁତ ଶ୍ରେଷ୍ଠ ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।