Shastra Gyan- ଉଲଗ୍ନ ହୋଇ ଭୁଲରେ ବି କରନ୍ତୁ ନାହିଁ ଏହି 3 କାମ, ହୋଇଥାଏ ଘୋର ଅନର୍ଥ !

ନମସ୍କାର ବନ୍ଧୁଗଣ ତେବେ ନିବସ୍ତ୍ର ହୋଇ କରନ୍ତୁ ନାହିଁ ଏହି ତିନୋଟି କାମ । ଯୁଗର ପରିବର୍ତ୍ତନ ସହିତ ଲୋକମାନଙ୍କର ଜୀବନ ଧାରଣର ଢାଞ୍ଚା ମଧ୍ୟ ପରିବର୍ତ୍ତିତ ହୋଇଯାଇଛି । ବର୍ତ୍ତମାନର ଆଧୁନିକ ଯୁଗରେ ଉଭୟ ପୁରୁଷ ଏବଂ ନାରୀ ମାନେ ଏପରି ପୋଷାକ ଧାରଣ କରୁଛନ୍ତି ଯାହା ମାନବ ସମାଜ ପ୍ରଥାକୁ ନଷ୍ଟ କରୁଛି । ଆଧୁନିକ ଯୁଗରେ ଆଧୁନିକ ଲୋକମାନେ ଷ୍ଟାଇଲିସ ପୋଷାକ ପରିଧାନ କରି ସମସ୍ତଙ୍କର ଚର୍ଚ୍ଚାର ବିଷୟ ପାଲଟୁଛନ୍ତି ।

ତାଙ୍କର ଏହି ପୋଷାକ ସମାଜ ଆଗରେ ଚର୍ଚ୍ଚା ହେବା ସହିତ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ଚର୍ଚ୍ଚା କରିଥାଏ । ମାତ୍ର ଆମେ ଏପରି ପୋଷାକ ପରିଧାନ କରିବା ଦ୍ୱାରା ନିଜର ଅସମ୍ମାନ ହୋଇଥାଏ । ମଣିଷ ପାଖରେ ବିବେକ ଥିଲେ ମଧ୍ୟ ସେମାନେ ଏପରି କପଡା ପରିଧାନ କରି ଯାତାୟତ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ନିବସ୍ତ୍ର ହୋଇ କିମ୍ବା କୌଣସି ପୋଷାକ ପରିଧାନ ନକରି କରନ୍ତୁ ନାହିଁ ଏହି ତିନୋଟି କାମ । ନଟେତ ଆପଣ ମାନେ ବହୁତ ଅସୁବିଧାର ସମ୍ମାଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

୧- ପ୍ରଥମ ରେ ହେଉଛି ନିବସ୍ତ୍ର ହୋଇ ସ୍ନାନ କରିବା ଅନୁଚିତ। ତେବେ ହିନ୍ଦୁ ଶାସ୍ତ୍ରର ନିୟମ ଅନୁସାରେ ନିବସ୍ତ୍ର ହୋଇ ଗାଧେଇବା ନିୟମର ଉଲ୍ଲଘଂନ ବୋଲି ମାନାଯାଏ । ସାସ୍ତ୍ର ପୁରାଣରେ ବର୍ଣିତ ହୋଇଚି କି ନିବସ୍ତ୍ର ହୋଇ ସ୍ନାନ କରିବା କଥା ନୁହେଁ । ଯଦି ଆପମ ମାନେ ସ୍ନାନ କରୁଛନ୍ତି ତେବେ ଶରୀର ମଧ୍ୟରେ ଯେ କୌଣସି କପଡା ରହିବା ନିତାନ୍ତ ଆବଶ୍ୟକ । ଯଦି କେହି ନାରୀ ନିବସ୍ତ୍ର ହୋଇ ସ୍ନାନ କରୁଛନ୍ତି ତେବେ ତାଙ୍କର ସେହି ଶରୀରରୁ ବାହାରୁଥିବା ଜଳ ଦେବତାଙ୍କର ଅପମାନ ହେବା ସହ ଇଷ୍ଟ ଦେବତାଙ୍କ ଉପରେ ପ୍ରଭାବ ପକାଇଥାଏ ।


ନିବସ୍ତ୍ର ହୋଇ ସ୍ନାନ କଲେ ପିତୃ ପୁରୁଷ ମାନେ ଅସନ୍ତୁଷ୍ଟ ହୋଇଥାନ୍ତି ଏହା ଦ୍ୱାରା ବଳ , ତେଜ , ଧନ ଆଦିର ସୁଖ ନଷ୍ଟ ହୋଇଯାଇଥାଏ । ବ୍ୟକ୍ତିଙ୍କ ଘରେ ଅସାନ୍ତି ଲାଗି ରହିବା ସହିତ ବ୍ୟକ୍ତିଙ୍କ ଘରେ ମାନହାନି ମଧ୍ୟ ହୋଇଥାଏ । ଘରର ଉନ୍ନତିରେ ବାଧା ଉପୁଜିଥାଏ. ଘରକୁ ସର୍ବଦା ଶତ୍ରୁର ଭୟ ଦେଖା ଦେଇଥାଏ । ପରିବାରରେ ସର୍ବଦା କଳିଝଗଡା ହେବା ସହିତ କାହାର ନା କାହାର ଦେହ ଖରାପ ହୋଇଥାଏ । ତେଣୁ ଆପଣ ମାନେ ଉଲଗ୍ନ ହୋଇ କଦାପି ସ୍ନାନ କରିବା ଉଚିତ ନୁହେଁ ।

୨- ଦ୍ଵିତୀୟ ରେ ହେଉଛି ନିବସ୍ତ୍ର ହୋଇ ଶୋଇବା ଅନୁଚିତ। ତେବେ ବିଜ୍ଞାନ ଅନୁସାରେ ରାତିରେ ଶୋଇବା ସମୟରେ ନିବସ୍ତ୍ର ହୋଇ ଶୋଇଲେ ବହୁତ ଲାଭ ଦାୟକ ହୋଇଥାଏ । ମାତ୍ର ପୁରାଣ ଏବଂ ଶାସ୍ତ୍ର ଏହାକୁ ଆଦୌ ଯୁକ୍ତି ଯୁକ୍ତ ବୋଲି ମାନନ୍ତି ନାହିଁ । ଏହା ସଂପୂର୍ଣ୍ଣ ଉଲ୍ଲଘନ ବୋଲି ବିବେଚନା କରାଯାଏ ।

ଏହି ପରି ଶୋଇବା ଦ୍ୱାରା ଆମ ପିତୃ ପୁରୁ,ହ୍କର ଅପମାନ ହେବା ସହିତ ଚନ୍ଦ୍ର ଦେବତାଙ୍କର ମଧ୍ୟ ଅପମାନ ହୋଇଥାଏ । ନିବସ୍ତ୍ର ହୋଇ ଶୋଇବା ପରେ ଆମକୁ ବାହ୍ୟ ଶକ୍ତି ପ୍ରବାହିତ କରିଥାଏ । ତେଣୁ ଶୋଇବା ସମୟରେ ଆମ ଶରୀରରେ ବସ୍ତ୍ର ରହିବା ଆବଶ୍ୟକ।୩- ତୃତୀୟ ରେ ହେଉଛିନିବସ୍ତ୍ର ହୋଇ ଦେବାଦେବୀଙ୍କର ପୂର୍ଜ୍ଜାର୍ଚ୍ଚନା କରନ୍ତୁ ନାହିଁ।

ଅନେକ ନାରୀ ମାନେ ଗାଧେଇ ଆସିବା ପରେ ନିବସ୍ତ୍ର ହୋଇ ଅର୍ଥାତ ଓଦା ହୋଇଥିବା ଲୁଗା ପିନ୍ଧି ତୁଳସୀ ଗଛରେ ପାଣି ଦେଇଥାନ୍ତି ମାତ୍ର ଏପରି କରିବା ଅନୁଚିତ । କାହିଁକିନା ଏମିତି କରିବାଦ୍ୱାରା ଆମ ବିଧିବିଧାନର ଇଲ୍ଲଘଂନ ହୋଇଥାଏ । ଏହା ସହିତ ଏହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ତେଣୁ ସ୍ନାନ କରି ସାରିବା ପରେ ଶୁଖିଲା ଲୁଗା ପରିଧାନ କରି ତୁଳସୀ ମୁଖରେ ଜଳ ଦେବା ଉଚିତ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *