ଏହି ଠାରେ ବେଳ ଗଛ ଲଗାଇଲେ, ହୋଇଥାଏ ଧନ ବର୍ଷା

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି । ବେଲ ଗଛ ଘରର କେଉଁ ଠାରେ ରହିଲେ ଆପଣ ମାନଙ୍କ ଘରର ସମସ୍ୟା ଏବଂ ବାସ୍ତୁ ଦୋଷ ଦୂର ହୋଇ ଥାଏ । ବେଲ ଗଛ ଗୋଟିଏ ଦୁର୍ଲଭ ଗଛ ଅଟେ । ତାର କ୍ଷେମତା, ଔଷଧୀୟ ଗୁଣ ତାର ଦିବ୍ୟତା । ପାଇଁ ସମସ୍ତ ଦେବା ଦେବୀ ଏବଂ ମନୁଶ୍ୟ ଜାତୀରେ ସେ ପ୍ରିୟ ଅଟେ । ପୁରାଣ ମତରେ ଏହି ବେଲର ସୃଷ୍ଟି ମାତା ଲକ୍ଷ୍ମୀ ଙ୍କ ଅଂଶରୁ ହୋଇଛି ।

ସେହି ପରି କ୍ଷେତ୍ରରେ ଏହି ବେଲ ଗଛରେ ସାକ୍ଷାତ ଶିବ ଏବଂ ଶକ୍ତି ଙ୍କର ବାସ ହୋଇ ଥାଏ । ସେହି ପରି ଭାବେ ବେଲର ତ୍ରୀଶାଖା ରେ ତ୍ରୀ ଦେବ ବାସ କରନ୍ତି । ସେମିତି ରେ ଆପଣ ମାନେ ଯଦି ବେଲ ଗଛ ମୂଳେ ପ୍ରତ୍ୟେକ ଦିନ ଗାଧୋଇ ପାଣି ଦିଅନ୍ତି ତେବେ କୋଟି ପୂର୍ଣ୍ୟ ମିଳେ । ଅର୍ଥାତ୍ ଆପଣଙ୍କ ପାଖରେ ସମସ୍ତ ଲୋକ ଙ୍କୁ ବଶ କରିବାର କ୍ଷେମତା ଥାଏ ।

 

ସେହି ପରି ବେଳେ ଏହି ପତ୍ର ସବୁ ସମୟରେ ଦେବା ଦେବୀ ଙ୍କ ପ୍ରିୟ ହୋଇ ଥାଏ ଜାହାକି ସୁଖି ଯାଏ ହେଲେ ବାସୀ ହୁଏ ନାହିଁ । ଏହି ବେଲ ପତ୍ରରେ ନନ୍ଦନର ଲେପ ଲଗାଇ ଶିବ ଏବଂ ଦେବୀଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ନିଜର ସବୁ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ।

ଚତୁର୍ଦୋଶୀ ବା ସୋମବାର ଦିନ ବେଲ ଗଛ ମୂଳେ ଧୂପ ଦ୍ୱିପ ଭୋଗ ଏବଂ ପଣା କୁ ସମର୍ପଣ କରି ସେହି ବେଲ ଗଛର ଚେର କୁ ଆଣି ଗୋଟିଏ ଲାଲ୍ ସୂତାରେ ଗୁନ୍ଥି ଶରୀର ରେ ଧାରଣ କଲେ ଶରୀରିର ର ନାକାରାତ୍ମକ ଶକ୍ତି ର ପ୍ରଭାବ ପଡେ ନାହିଁ ।

ସେମିତି ରେ ସାଧାରଣ ଭାବେ ଘର ର ଚାରି ପାଖରେ ବଡ ବଡ ଗଛ ରହିବା ବହୁତ ଅଶୁଭ ହୋଇ ଥାଏ । କାରଣ ସେହି ଗଛର ଛାଇ ଘର ଉପରେ ପଡିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ ହୁଏ । ହେଲେ ଆପଣ ମାନଙ୍କୁ କହିବୁ ମାତ୍ର ବେଲ ଗଛ ଗୋଟିଏ ଏମିତି ଦିବ୍ୟ ଗଛ ଅଟେ ଜାହାକୁ ଘର ର ଚତୁର୍ପାର୍ଶ୍ୱ ରେ ଲଗାଇଲେ ମଧ୍ୟ ବା ଏହାର ଛାଇ ପଡିଲେ ଆପଣ ମାନଙ୍କ ଘର ର ଉନ୍ନତି ହୋଇ ଥାଏ । ଏବଂ ଆପଣ ମାନଙ୍କ ଘରେ ନାକାରାତ୍ମକ ଉର୍ଜା ପ୍ରେବଶ କରେ ନାହିଁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *